Tunguru (ଟୁଙ୍ଗୁରୁ) Exposed ନିଜ ଏବେ ଇମେଜ୍ ସୁଧାରିବାକୁ ଟୁଙ୍ଗୁରୁ କରୁଛି ଷ-ଡ-ଯ-ନ୍ତ୍ର – ଦେଖନ୍ତୁ Video

Uncategorized

ଏ କିଛି ଦିନ ହେଇ ଯିବ ସୋସିଆଲ୍ ମିଡ଼ିଆ ରେ ଏବେ ଚର୍ଚ୍ଚା ରେ ରହୁଛନ୍ତି ତୁଙ୍ଗୁରୁ ଆଉ ବର୍ଷା । ଏମାନଙ୍କ ଲଭ ଷ୍ଟୋରି ଏବେ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି । ତେବେ ବର୍ଷା ଙ୍କ ର ସ୍ବାମି ଓ ଦୁଇଟି ପିଲା ଥାଇ ମଧ୍ୟ ସେ ଜଣେ ଅଟୋ ଵାଲା ଯାହାର ନାମ ତୁଙ୍ଗୁରୁ ତାଙ୍କ ପ୍ରେମ ରେ ପଡି ଏବେ ସେ ପ୍ରେମ ପାଗ଼ଳିନି ହୋଇ ସାରିଲାଣି ଟୁଙ୍ଗୁରୁ ଭୋଳା ଙ୍କ ର। ତେବେ ଟୁଙ୍ଗୁରୁ ଙ୍କ ପ୍ରେମ ଏତେ ବାଇଆ କଲା ନିଜେ ଜନ୍ମ କରିଥିବା ଦୁଇ ପିଲା ଙ୍କୁ ଛାଡି ଦେଇ ଆସିଛି ମାଆ ।

କିଛି ଦିନ ତଳେ ଜଣେ ମହିଳା ଶାଢ଼ୀ ଶଙ୍ଖା ସିନ୍ଧୁର୍ ଏମିତି ଗେଣ୍ଡୁମାଳ ଧରି ଥାନା ରେ ପହଞ୍ଚି ଥିଲେ । ଆଉ ଟୁଙ୍ଗୁରୁ କୁ ବାହା ହେବା ପାଇଁ ଜିଦ କଲେ । ତାହା ଏବେ ସବୁଠି ଚର୍ଚ୍ଚା ର ବିଷୟ ପାଲଟି ଯାଇଛି । ଫୁଣି ଥରେ ଶୁଣନ୍ତୁ କେମିତି ଟୁଙ୍ଗୁରୁ ପ୍ରେମ କୁ ପାଇବା ଲାଗି ବିକଳ ହେଉଛନ୍ତି ବର୍ଷା ।

ତେବେ ତୁଙ୍ଗୁରୁ କହିବା ଅନୁସାରେ ସେ ତାଙ୍କୁ କେଉଁ ମନ୍ଦିର ରେ ବାହା ହୋଇ ନାହାନ୍ତି ସେ ଆଗରୁ ବାହା ହୋଇ ଥିଲେ ଆଉ ତାଙ୍କ ର ସ୍ବାମି ଓ ପିଲା ଛୁଆ ମଧ୍ୟ ଅଛନ୍ତି । ତେବେ ସେହି ମହିଳା ଙ୍କ ନାଁ ହେଉଛି ବର୍ଷା । ତେବେ ତାଙ୍କୁ ଏମିତି ସମସ୍ତ ଆଗରେ ଖରାପ କହି କହି ବଦନାମ କରୁଛନ୍ତି ବୋଲି ସେ ଟୁଙ୍ଗୁରୁ କହୁଛନ୍ତି। ତେବେ ଟୁଙ୍ଗୁରୁ ଙ୍କ ବୟସ ମାତ୍ର 21 ବର୍ଷ ହେଲା ବେଳେ ବର୍ଷା ଙ୍କ ବୟସ 40 ବର୍ଷ ବହୁତ ଅଧିକ ଫିର ବି ବର୍ଷା ତାଙ୍କ ପଛ ଛାଡୁ ନାହାନ୍ତି ଆଉ ତାଙ୍କୁ ସବୁଥେ ଅସୁବିଧା ପକାଉଛନ୍ତି ।

କିନ୍ତୁ ପରେ ଜଣା ପଡୁଛି ଟୁଙ୍ଗୁରୁ କହୁଛନ୍ତି ବର୍ଷା ଙ୍କୁ କି ସେ ବର୍ଷା ଙ୍କୁ ବହୁତ ଭଲ ପାଆନ୍ତି ଆଉ ବର୍ଷା ମଧ୍ୟ ତୁଙ୍ଗୁରୁ ଙ୍କୁ ବହୁତ ଭଲ ପାଆନ୍ତି ତେବେ ପରସ୍ପର ଅଢେଇ ବର୍ଷ ହେଲା ଭଲ ପାଇଲେଣି । ଯାହା ର କଲ ରେକର୍ଡ ଏବେ ସୋସିଆଲ୍ ମିଡ଼ିଆ ରେ ଭାଇରାଲ ହେଉଛି । ଟୁଙ୍ଗୁରୁ ବର୍ଷା ଙ୍କ ର ବହୁତ କେୟାର ନେବା କଥା ମଧ୍ୟ ଉଠିଛି ।

ତେବେ ଏ ଭଲ ପାଇବା କେବଳ ଟୁଙ୍ଗୁରୁ ଜାଣି ନାହାନ୍ତି ତାଙ୍କ ଘର ଲୋକ ସମସ୍ତେ ଜାଣିଛନ୍ତି ଯେ ଟୁଙ୍ଗୁରୁ ଓ ବର୍ଷା ଦୁହେଁ ଦୁହି ଙ୍କୁ ବହୁତ ଭଲ ପାଆନ୍ତି ତେବେ ଟୁଙ୍ଗୁରୁ ଏବେ ଷ୍ଟାର୍ ମନିଜିବା ଖୁସି ରେ ସେମାନେ ବହୁତ ଖୁସି ରେ ଅଛନ୍ତି ଯାହା ପାଇଁ କି ଖୁସି ଟୁଙ୍ଗୁରୁ ବର୍ଷା ଙ୍କୁ କହୁଥିଲେ ଯାହାର ରେକର୍ଡ ସବୁ ବର୍ଷା ନିଜେ ସେୟାର କରି ସମସ୍ତ ଙ୍କୁ ଜଣେଇ ଛନ୍ତି ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.