ଶ୍ରୀଲଙ୍କା ରୁ ମିଳିଲା ରାବଣ ର ବିମାନ , ରାମାୟଣର ଆଉ ଏକ ବଡ଼ ପ୍ରମାଣ ! କାଳ୍ପନିକ ନୁହେଁ ବରଂ ସତ

ଖବର ବିଶେଷ

ରାମାୟଣ ହେଉଛି ହିନ୍ଦୁ ମାନଙ୍କର ଏକ ଶ୍ରେଷ୍ଠ ଗ୍ରନ୍ଥ। ଦୁନିଆରେ ଆଜି ବି ଏମିତି ଅନେକ ଜିନିଷ ରହିଛି ଯାହାକି ପ୍ରମାଣିତ କରିଥାଏ ରାମାୟଣ କଥା କେବଳ ଏକ କାଳ୍ପନିକ କାହାଣୀ ନୁହେଁ ବରଂ ଏକ ସତ। ଅନେକ ଲୋକ ଏହାକୁ କେବଳ ଏକ ପୌରାଣିକ କାହାଣୀ ବୋଲି କହିଥାନ୍ତି କିନ୍ତୁ ରାମ ସେତୁ ଠାରୁ ଆରମ୍ଭ କରି ରାବଣର ମହଲ ପର୍ଯ୍ୟନ୍ତ ସବୁକିଛି ଦେଖିବା ପରେ ରାମାୟଣ ଯେ କାଳ୍ପନିକ ନୁହଁ ତାହା ପ୍ରମାଣିତ ହୋଇଛି। ଭାରତ ଓ ଶ୍ରୀଲଂକା ମଧ୍ୟରେ ରହିଥିବା ରାମସେତୁ ହେଉଛି ରାମାୟଣର ଏକ ବଡ଼ ପ୍ରମାଣ। ସମୁଦ୍ର ଉପରେ ଭାରତରୁ ଶ୍ରୀଲଙ୍କା ପର୍ଯ୍ୟନ୍ତ ଯାଇଥିବା ଏହି ସେତୁର ବର୍ଣ୍ଣନା ରାମାୟଣ ଗ୍ରନ୍ଥରେ କରାଯାଇଛି।

ଏହି ସେତୁ ପଥରେ ନିର୍ମିତ ହୋଇଛି। ଏବଂ ଏହି ପଥର ପାଣିରେ ନ ବୁ- ଡି ଭା-ସୁ-ଥି-ବା ଦେଖିବାକୁ ମିଳୁଛି। ସମୟର ସଙ୍ଗେ ସଙ୍ଗେ ଏହି ସେତୁ ସମୁଦ୍ର ପାଣିରେ ବୁଡି ରହିଥିଲେ ମଧ୍ୟ ଏହାର କିଛି ଅଂଶ ଏବେ ମଧ୍ୟ ଦୃଶ୍ୟମାନ ହେଉଛି। ଯାହାକୁ ଆପଣ ଗୁଗଲ ମ୍ୟାପ୍ ରେ ବି ଦେଖିଲେ ଜାଣିପାରିବେ। ବୈଜ୍ଞାନିକ ମାନେ ଯେତେବେଳେ ଏହି ସେତୁର ପଥରକୁ ପରୀକ୍ଷା କରି ଦେଖିଲେ ସେତେବେଳେ ସେ ଜାଣିବାକୁ ପାଇଲେ ଯେ ଏହି ପଥର ଲକ୍ଷ ଲକ୍ଷ ବର୍ଷ ପୁରୁଣା । ଶ୍ରୀଲଂକାରେ ଥିବା ଅଶୋକ ବାଟିକା ହେଉଛି ରାମାୟଣର ଅନ୍ୟ ଏକ ବଳିଷ୍ଠ ପ୍ରମାଣ। ଏଠାରେ ଅନେକ ମାତ୍ରାରେ ଅଶୋକ ବୃକ୍ଷ ଥିବାରୁ ଏହି ସ୍ଥାନକୁ ଅଶୋକ ବାଟିକା ବୋଲି କୁହାଯାଉଥିଲା।

ଯାହାକି ବର୍ତ୍ତମାନ ଶ୍ରୀଲଂକାର ଏକ ପାର୍କ ହେଇଛି। ଶ୍ରୀଲଙ୍କାର ସିଗିରିଆ ଠାରେ ଏକ ଗୁମ୍ଫାରେ ରାବଣ ମାତା ସୀତାଙ୍କୁ ହରଣ କରିନେଇ ରଖିଥିବା ସୂଚନା ମିଳେ। ଏହି ଗୁମ୍ଫାରେ ଏଭଳି ଅନେକ ଚିତ୍ର ଅଙ୍କା ଯାଇଛି ଯାହା ଲକ୍ଷ ଲକ୍ଷ ବର୍ଷ ପୁରୁଣା ବୋଲି ପରୀକ୍ଷଣରୁ ଜଣାପଡ଼ିଛି। ରାମାୟଣ କଥା ଅନୁଯାୟୀ ପ୍ରଭୁ ହନୁମାନ ସୀତା ଠାବ କରିବାକୁ ଯିବା ସମୟରେ ସମଗ୍ର ଲ-ଙ୍କା-ରେ ନି-ଆଁ ଲ-ଗା-ଇ ଦେଇଥିଲେ। ଯାହାର ପ୍ରମାଣ ଏବେ ପର୍ଯ୍ୟନ୍ତ ମଧ୍ୟ ରହିଛି । ରାବଣର ଲଙ୍କା ପୁରୀର ସେହି ମାଟି ଆଜି ପର୍ଯ୍ୟନ୍ତ ମଧ୍ୟ ଜଳିକି କଳା ହୋଇ ରହିଛି। ରାମ ସେତୁ ଏକ ଏଭଳି ପୋଲ ଥିଲା ଯାହାର ପଥର ପାଣିରେ ଭାସୁଥିଲା।

ସମୟ ବିତିବା ସହିତ ସେହି ପୋଲରୁ କିଛି ପଥର ଅଲଗା ହୋଇ ଉପକୂଳରେ ଭାସିବାକୁ ଲାଗିଲା। ଅନୁସନ୍ଧାନକରି ମାନେ ମଧ୍ୟ ଏହା କିପରି ସ-ମ୍ଭ-ବ ହେଲା ତାହା ଜାଣିପାରିଲେ ନାହିଁ । ଏହା ଦେଖି ଲୋକ ମାନେ ବିଶ୍ୱାସ କରିଲେ ଯେ ପ୍ରଭୁ ଶ୍ରୀରାମ ଏବଂ ତାଙ୍କର ଭକ୍ତ ମାନେ ପ୍ରକୃତରେ ଏହି ଦୁନିଆରେ ଥିଲେ। ନେପାଳର ଜନକପୁର ଠାରେ ଥିବା ଜାନକୀ ମନ୍ଦିର ରାମାୟଣର ଆଉ ଏକ ପ୍ରମାଣ। ରାମାୟଣ କଥା ଅନୁସାରେ ମାତା ସୀତାଙ୍କ ପିତାଙ୍କ ନାମ ଜନକ ଥିଲା ଏବଂ ତାଙ୍କ ନାମ ଅନୁଯାୟୀ ଏହି ଯାଗାର ନାମ ଜନକପୁର ରହିଆସିଛି।

ଏହା ସହିତ ମାତା ସୀତାଙ୍କ ନାମ ଜାନକୀ ଥିବା ହେତୁ ଏଠାରେ ଥିବା ମନ୍ଦିରର ନାମ ଜାନକୀ ମନ୍ଦିର ରଖାଯାଇଛି। ଶ୍ରୀଲଙ୍କା ଠାରେ ଥିବା ଏକ ପଥର ଉପରେ ପ୍ରଭୁ ହନୁମାନଙ୍କର ପାଦର ଚିହ୍ନ ରହିଛି ଯାହାକି ରାମାୟଣ ସତ ବୋଲି ପ୍ରମାଣିତ କରେ। ଏହା ସହିତ ଅନୁସନ୍ଧାନକାରୀମାନଙ୍କୁ ଶ୍ରୀଲଂକାରେ ଏକ ମହଲ ମିଳିଛି ଯାହାକି ରାମାୟଣ କାଳର ବୋଲି ଜଣାପଡିଛି। ଯାହାକୁ ରାବଣର ମହଲ ବୋ-ଲି ସ-ନ୍ଦେ-ହ କରାଯାଉଛି। କେବଳ ଏତିକି ନୁହେଁ। ଶ୍ରୀଲଙ୍କାରୁ ମିଳିଥିବା ବି-ଶା-ଳ ହା-ତୀ-ଦାନ୍ତ, ରାବଣର ବିମାନ ଏବଂ ପ୍ରଭୁ ଶ୍ରୀରାମ ତିଆରି କରିଥିବା ଶି-ବ-ଲି-ଙ୍ଗ ଆଦି ଦେଖିଲେ ରାମାୟଣ କାହାଣୀର ସତ୍ୟତା ବିଷୟରେ ଜାଣିବାକୁ ମିଳେ।


ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *