ସାମ୍ନା କୁ ଆସିଲା ଅର୍ଚିତା ଙ୍କ ସିକ୍ରେଟ , ଜାଣିଲେ ଆପଣ ଆଶ୍ଚର୍ଯ ହେବେ !

ମନୋରଞ୍ଜନ

ନମସ୍କାର ବନ୍ଧୁଗଣ, ଆମର ଏହି ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଏପରି ଏକ ଅଭିନେତ୍ରୀ ଙ୍କ ବିଷୟ ରେ କହିବାକୁ ଯାଉଛୁ ଯିଏ ତାଙ୍କର ଦମଦାର ଅଭିନୟ ବଳ ରେ ସାରା ଓଡ଼ିଶାରେ ନିଜର ଜବରଦସ୍ତ ଫ୍ଯାନ ବନେଇ ଦେଇଛନ୍ତି , ଆମେ ଯାହାଙ୍କ ବିଷୟ ରେ କହିବାକୁ ଯାଉଛୁ ସେ ଆଉ କେହି ନୁହଁନ୍ତୁ ବରଂ ସେ ହେଲେ ଆମ ଓଡିଆ ଚଳଚିତ୍ର ଜଗତ ର ଚର୍ଚିତ ଏବଂ ଘରେ ଘରେ ଲୋକ ପ୍ରିୟ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଙ୍କ ବିଷୟରେ , ତେବେ ଆମେ ଆଜି ଆପଣଙ୍କୁ ଏହି ଅଭିନେତ୍ରୀ ଙ୍କ ବିଷୟରେ ସୂଚନା ଦେବାକୁ ଚେଷ୍ଟା କରିବୁ ,ଅର୍ଚ୍ଚିତା ସାହୁ ଙ୍କ ବିଷୟ ରେ କହିବା ଓଲିଉଡ ଇଣ୍ଡଷ୍ଚ୍ରୀ କୁ ଆସିବା ପୂର୍ବ ରୁ ସେ ବହୁତ ବଡ କ୍ଲାସିକ୍ ଡେନ୍ସର ରହି ଥିଲେ , ଅର୍ଚ୍ଚିତା ସାହୁ ତାଙ୍କ ସମୟ ରେ ଓଡଶୀ ର ନଂ ୱାନ୍ ଡେନ୍ସର ରହି ଥିଲେ ।


ତେବେ ସେ ମାତ୍ର ୬ ବର୍ଷ ବୟସ ରୁ ଅଥବା ପିଲାଟି ଓଡଶୀ ଡେନ୍ସ କରୁଥିଲେ, ତାଙ୍କର କେରିୟର ବିଷୟ ରେ କହିଲେ ପିଲା ଦିନୁ ନିଜର ଇଚ୍ଛା ଥିଲା କି ନିଜକୁ ରୁପେଲି ପରଦା ରେ ଦେଖିବା ପାଇଁ ,ଏବଂ ୨୦୦୫ ରେ ତାହା ସଫଳ ହେଲା ଓ ମାଇ ଲଭ ଜରିଆରେ ଏବଂ ସେହି ଫିଲ୍ମ ରେ ସେ ନିଜର ଏକ ଭଲ ପଦର୍ଶନ ଦେଖେଇ କରି ସେ ନିଜର ଏକ ନୂଆ ପରିଚୟ ସୃଷ୍ଟି କରି ଥିବା ବେଳେ ଲୋକ ମାନେ ବି ତାଙ୍କର ସେହି ଅଭିନୟ କୁ ବହୁତ ମାତ୍ରା ରେ ପସନ୍ଦ କରି ଥିଲେ 2013 ମସିହା ରେ ମିଶ୍ ଫେମନା ଆୱାର୍ଡ ସହିତ ମିଶ୍ ଟେଲେଣ୍ଟେଡ୍ ମିସ୍ ଷ୍ଟାଇଲିସ୍ ହେୟାର ର ପଦବୀ ଜିତି ଥିଲେ ତାଙ୍କର ସଂମ୍ପତୀ ବିଷୟ ରେ କହିଲେ ଅର୍ଚ୍ଚିତା ସାହୁ ଙ୍କ ପାଖରେ 55 ଲକ୍ଷ ଟଙ୍କାର ର ଗୋଟିଏ କାର୍ ରହିଛି ।


ଏହା ସହିତ ତାଙ୍କ ପାଖରେ ଗୋଟିଏ ଭଲ ଆଲିସାନ୍ ଘର ରହିଛି ସେ ଗୋଟିଏ ଓଡ଼ିଆ ଫିଲ୍ମ କରିବା ପାଇଁ 10 ରୁ 15 ଲକ୍ଷ ଟଙ୍କା ନେଇ ଥାନ୍ତି ସେ 2005 ରୁ ଆଜି ଯାଏ ମୋଟ୍ 35 ଟି ଫିଲ୍ମ କରି ସାରିଛନ୍ତି , ଆଉ ଓଡ଼ିଶା ରେ ତାଙ୍କର ଫେନ୍ ସବୁଠୁ ଅଧିକ ଅଛନ୍ତି । ସେ ଓଡ଼ିଶା ର ସବୁଠୁ ଚର୍ଚିତ ଅଟନ୍ତି , ଅର୍ଚ୍ଚିତା ସାହୁ ଗୋଟିଏ ଫିଲ୍ମ ପାଇଁ ଯେତେ ଟଙ୍କା ନିଅନ୍ତି ଏମିତି କେହି ହିରୋଇନ୍ ନିଅନ୍ତି ନାହିଁ , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।


ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ | ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ |

Leave a Reply

Your email address will not be published. Required fields are marked *