ରାନୀ ପଣ୍ଡା ଙ୍କ ସହ ଅଭିନୟ କରିବେ ବଲୀଉଡ ଅଭିନେତା ନାନା ପାଟେକର

ମନୋରଞ୍ଜନ

ହଁ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଓଡ଼ିଆ ଜଗତ ର ଆକଟର ରାଣୀ ପଣ୍ଡା । ହଁ ବନ୍ଧୁ ଆପଣ ମାନେ ଜାଣିଥିବେ କରୋନା ସମୟ ରେ ରାଣୀ ପଣ୍ଡା ଅନେକ ଲୋକ ଙ୍କୁ ସାହାର୍ଯ୍ୟ କରିଛନ୍ତି ଯାହା ଫଲରେ ସେ ଲୋକ ଙ୍କ ପାଖ ରେ ପ୍ରିୟ ହୋଇପାରିଛନ୍ତି । ହଁ ବନ୍ଧୁ ବର୍ତ୍ତମାନ ସମୟ ରେ ଭାଇରାଲ ହଁ ରେ ଲାଗିଛି ରାଣୀ ପଣ୍ଡା ଙ୍କ ଏକ ଭିଡିଓ । ଯେଉଁ ଭିଡିଓ ରେ ସେ ତାଙ୍କ ଫ୍ୟାନ ଓ ଦର୍ଶକ ମାନ ଙ୍କୁ ସେ କିଛି ଅର୍ଥ ସାହାଯ୍ୟ ମାଗିଛନ୍ତି ।

ହଁ ବନ୍ଧୁ ହଠାତ୍ ରାଣୀ ପଣ୍ଡା ଙ୍କ ର କଣ ପାଇଁ ଅର୍ଥ ଦରକାର ହେଲା ଯେ ସେ ଲାଇଭ ଆସି ଦର୍ଶକ ମାନ ଙ୍କୁ ଅର୍ଥ ପାଇଁ ସାହାର୍ଯ୍ୟ ମାଗିଛନ୍ତି ଆପଣ ଜାଣିଛନ୍ତି କି ଯଦି ଜାଣି ନାହାନ୍ତି ତାହେଲେ ଆସନ୍ତୁ ଜାଣିବା ଆମର ଏହି ପେଜ ମାଧ୍ୟମ ରେ ଆପଣ ମାନେ ଏହାକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ । ହଁ ବନ୍ଧୁ ଆପଣ ମାନେ ଜାଣିଥିବେ ବଲିଉଡ ଇଣ୍ଡଷ୍ଟ୍ରି ଜଣେ ଜଣା ଶୁଣା ଅଭିନେତା ସୁପର ଷ୍ଟାର୍ ନାନା ପାଟକର୍ ।

C

ଦର୍ଶକ ବନ୍ଧୁ ରାଣୀ ପଣ୍ଡା ବହୁ ଚେଷ୍ଟା କରୁଛନ୍ତି ଓଡିଆ ଯାତ୍ରା ଜଗତ କୁ ତାଙ୍କୁ ଆଣିବା ପାଇଁ । ନାନା ପାଟେକର ଙ୍କୁ ଆଣିବା ପାଇଁ ତାଙ୍କ ପାଖରେ ସେତିକି ଅର୍ଥ ନାହିଁ । କାରଣ ସେ ଜଣେ ମଧ୍ୟବିତ୍ତ ପରିବାରର ରେ ଜନ୍ମ ଗ୍ରହଣ କରିଛନ୍ତି ଓ ତାଙ୍କ ପାଖରେ ଲକ୍ଷ ଲକ୍ଷ କୋଟି ଟଙ୍କା ନାହିଁ ଯେ ସେ ଏକ ଭଲ ଅନୁଷ୍ଠାନ କରିପାରିବେ ତଥାପି ସେ ଏକ ଅନୁଷ୍ଠାନ କରିବେ ବୋଲି ବହୁତ୍ ପ୍ରୟାସ କରୁଛନ୍ତି ।

ସେ ନିଜେ କହିଛନ୍ତି ତାଙ୍କ ପାଖରେ ସେତେ ଅର୍ଥ ନାହିଁ ଯେ ସେ ନାନା ପାଟେକର ଙ୍କୁ ଆଣିବା ପାଇଁ ଯଦି ଆପଣ ମାନେ କିଛି ଛି ଅର୍ଥ ସାହାର୍ଯ୍ୟ କରନ୍ତି ତାହେଲେ ତାହା ସମ୍ଭବ ହୋଇପାରିବ । ଏଥିପାଇଁ ସେ ଲାଇଭ ରେ ଆସି କହିଥିଲେ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *