ରାଜ୍ୟ ସରକାର ଙ୍କ ବଡ ଘୋଷଣା ||କୋରୋନା ପାଇଁ ବନ୍ଦ ହେଲା ଶ୍ରୀ ମନ୍ଦିର

ଖବର ରାଜ୍ୟ

କରୋନା କୁ ନେଇ ବସିଛି ଛତିଶାନିଯୋଗ ଙ୍କ ବୈଠକ | ଶ୍ରୀ ମନ୍ଦିର ର ମୁଖ୍ୟ ପ୍ରଶାସକ ହୁସେନ କୁମାର ଙ୍କ ଅଧକ୍ଷତା ରେ ବୈଠକ ବସିଛି | ଏଥିରେ ଜିଲ୍ଲାପାଳ ସମର୍ଥ ବର୍ମା ଏସ.ପି ଦେବୀ ସିଂ ଛତିଶାନିଯୋଗ ମହାନୟକ ଙ୍କ ସମେତ | ବିଭିନ୍ନ ସେବାୟତ ନିଯୋଗ ର ପ୍ରତିନିଧି ସାମିଲ ହୋଇଥିଲେ | କରୋନା କୁ ଦୃଷ୍ଟିରେ ରଖି ଏସ.ଓ.ପି ରେ ପରିବର୍ତ୍ତନ କୁ ନେଇ ବୈଠକ ରେ ଆଲୋଚନା ହେଇଛି |

କୋଭିଡ ନେଗେଟିଭ ଥିଲେ ଦର୍ଶନ ଅନୁମତି ଏବଂ ମନ୍ଦିର ବାହାରେ କେତେକ ବ୍ୟବସ୍ଥା ଉପରେ ଗୁରୁତ୍ଵ ଦିଆଯାଇଛି | ସେହିପରି ସପ୍ତାହରେ ଦୁଇ ଦିନ ଶ୍ରୀ ମନ୍ଦିର ବନ୍ଦ ନେଇ ମଧ୍ୟ ଆଲୋଚନା କରାଯାଇଛି | ଏହି ପ୍ରସଙ୍ଗ ରେ ବିଭିନ୍ନ ସେବାୟତ ନିଯୋଗ ର ଲୋକ ମାନଙ୍କ ଠାରୁ ମଧ୍ୟ ମତାମତ ନିଆ ଯାଇଛି |

ତେବେ ମନ୍ଦିର ବନ୍ଦ ଥିବା ସମୟରେ ନୀତିକରନ୍ତି ପାଇଁ ମହାପ୍ରଭୁ ଙ୍କ ର ପାଳିଆ ସେବାୟତ ମାନେ କେବଳ ମନ୍ଦିର ମଧ୍ୟ କୁ ପ୍ରବେଶ କରିବେ | ତେବେ ଏହି ସମୟରେ ଚତୁର୍ଦ୍ଧା ମୂର୍ତ୍ତି କୁ ଦର୍ଶନ କରିବା ପାଇଁ ସବୁ ଭକ୍ତ ମାନେ ମାସ୍କ, ସାନିଟାଇଜର ରଖିବା ସହ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ ବୋଲି କୁହାଯାଇଛି |

 

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Please follow and like us:
Pin Share

Leave a Reply

Your email address will not be published. Required fields are marked *