ଚମତ୍କାର ! ପୁରୀ ର ଏହି ପ୍ରାଚୀନ ମନ୍ଦିର ରୁ ଦର୍ଶନ ଦେଲେ ସ୍ୱୟଂ ଭଗବାନ !ଭକ୍ତି ଥିଲେ ଗୋଟିଏ ଶେୟାର ଅବଶ୍ୟ କରନ୍ତୁ

ଖବର

ନମସ୍କାର ବନ୍ଧୁଗଣ , ଆପଣମାନଙ୍କୁ ଆମର ଏହି ପୋର୍ଟାଲ କୁ ବହୁତ ସ୍ଵାଗତ | ଯେପରି ଆପଣମାନେ ଜାଣିଥିବେ ଯେ ଶ୍ରୀ ମନ୍ଦିର କୁ ଅବରୋଧ କରୁଥିବା ସବୁ ଦୋକାନ ବଜାର କୁ ଉଠାଇଦିଆ ଯାଇଛି | ତେବେ ଏହିପରି ତାଲିକାରେ ବହୁ ପ୍ରମୁଖ ମଠ,ଆଠ ,ଧର୍ମଶାଳା, ଦୋକାନ ମାନ ରହିଛି |


ତେବେ ଏସବୁ ଉଠିଯିବା ପରେ ଦାଉ ଦାଉ ହୋଇ ଝଲସି ଉଠୁଛି ଶ୍ରୀ ମନ୍ଦିର | ତେବେ ସେ ସବୁ ମୂର୍ତି ଉଠିବା ପରେ ଝଲସିଉଠିଲେ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଏବଂ ସୁଭଦ୍ରା | ତେବେ କେଉଁ ପୁରାତନ କାଳ ରୁ ଲୁକାୟିତ ହୋଇରହିଥିଲେ ଲଙ୍ଗୁଳୀ ମଠସ୍ଥିତ ଏହି ମନ୍ଦିର ରେ |


ତେବେ ପୂର୍ବ ରୁ ଦୋକାନ ଥିବାରୁ ଲୋକମାନେ ଠାକୁରଙ୍କ ଦର୍ଶନ କରିପାରୁ ନଥିଲେ | ତେବେ ଉଛେଦ ସମୟ ରେ ଏହି ମନ୍ଦିର କୁ ଛାଡିଦିଆଯାଇଛି |
ଏପରି ଦ୍ରୁଶ୍ଯ ଦେଖିଲେ ଲାଗୁଛି ଯେପରି ବହୁ ବର୍ଷ ପରେ ଭଗବାନ ନିଜେ ପରାଧୀନତା ରୁ ମୁକ୍ତ ହେଇଛନ୍ତି | କାରଣ ସେ ହେଉଛନ୍ତି ସୃଷ୍ଟିକର୍ତ୍ତା କେଉଁ କାଳ ରୁ ସେ ଭକ୍ତ ମାନଙ୍କର ଦୁଃଖ କୁ ଦୂର କରିଆସୁଛନ୍ତି |ତେବେ ଏପରି ଲାଗୁଛି ଯେପରି ଦୀର୍ଘଦିନ କାଳରୁ ତପସ୍ୟା ରତ ଥିବା ପ୍ରଭୁ ଏବେ ଜାଗ୍ରତ ହୋଇଛନ୍ତି |
ତେବେ ସେ ସବୁ ସ୍ଥାନରୁ ଦୋକାନ ବଜାର ସବୁ ଉଠିଯିବାରୁ ଲୋକମାନେ ଚତୁର୍ଦ୍ଧା ମୂର୍ତ୍ତି କୁ ଦର୍ଶନ କରିପାରିଛନ୍ତି |


ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ | ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ |

Leave a Reply

Your email address will not be published. Required fields are marked *