ପ୍ରଦୀପ ମହାରଥୀ ଙ୍କ ମୃତ୍ୟୁ ପରେ ଘରକୁ ଆସିଲା ବଡ ଖୁସି ଖବର !

ବିଶେଷ

ନମସ୍କାର ବନ୍ଧୁଗଣ, ଯେପରିକି ଆପଣମାନେ ଜାଣନ୍ତି ଯେ ନିକଟ ଅତୀତ ରେ ମନ୍ତ୍ରୀ ପ୍ରଦୀପ ମହାରଥିଙ୍କ ମୃତ୍ୟୁ ହୋଇଯାଇଥିଲା | କିନ୍ତୁ ଏବେ ତାଙ୍କ ଘରକୁ ଆସିଛି ଏକ ବଡ ଖୁସି ଖବର ଯାହାକି ଓଡିଶା ବାସୀ ଜାଣି ନାହାନ୍ତି ।

ପ୍ରଦୀପ ମହାରଥିଙ୍କ ଘର ଯେପରି ବର୍ତମାନ ସିଚୁଏସନ୍ ରହିଛି ଯେପରି ତାଙ୍କ ଘରେ ଦୁଃଖର ପାହାଡ ତୁଟି ପଡିଛି । ତେବେ ଏଥି ମଧ୍ୟରୁ ଏକ ଖୁସି ଖବର ମଧ୍ୟ ଆସିଛି ପ୍ରଦୀପ ମହାରଥିଙ୍କ ଏକ ମାତ୍ର ପୁଅ ରୁଦ୍ରପ୍ରତାପ ମହାରଥି ଏବଂ ତାଙ୍କ ବୋହୁ ଯାଗୃତି ମହାରଥିଙ୍କର ଏକ କନ୍ୟା ସନ୍ତାନ ଜନ୍ମ ନେଇଛି ଗତ ସେପ୍ଟେମ୍ବର ୩ ତାରିଖରେ ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ନେଇଛି । ଏବଂ ସେହି କନ୍ୟା ସନ୍ତାନର ନାମ କରଣ କରିଛନ୍ତି ନିଜେ ପ୍ରଦୀପ ମହାରଥି ।


ଏହି କୁନି ସନ୍ତାନର ନାମ ଦେଇଛନ୍ତି ପ୍ରଦୀପ ମହାରଥି ଅମ୍ବିକା ମହାରଥି ତେବେ ଆପଣ ମାନେ ଦେଖି ପାରୁଥିବେ ପରିବାର ଲୋକେ କେତେ ଖୁସି ଅଛନ୍ତି । ଘରକୁ କୁନି ସନ୍ତାନ ଆସିଥିବାର ଖୁସିରେ ସମସ୍ତେ ଖୁସିରେ ଅଛନ୍ତି ଏଥି ମଧ୍ୟରେ ପ୍ରଦୀପ ମହାରଥିଙ୍କ ବିୟଗ ସମସ୍ତଙ୍କୁ ଭାଙ୍ଗି ସମ୍ପୂର୍ଣ୍ଣ ଦେଇଛି ।


ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ | ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ |

Leave a Reply

Your email address will not be published. Required fields are marked *