ଓଡ଼ିଆ ସୀରିଏଲ ଅଭିନେତ୍ରି ପ୍ରକୃତ ଶାଶୁ || ଦେଖନ୍ତୁ କାହା ଶାଶୁ କେମିତି ||

ମନୋରଞ୍ଜନ

ଯଦି ଆପଣମାନେ ଓଡିଆ ସିରିୟଲ ଏବଂ ଫିଲ୍ମ ଦେଖିବାକୁ ପସନ୍ଦ କରୁଥିବେ ତେବେ ଆପଣମାନେ ଏ ସବୁ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଜାଣିଥିବେ | ତେବେ ଆଜି ଆମେ ଏହି ସବୁ ଅଭିନେତ୍ରୀ ମାନଙ୍କ ବିଷୟରେ ଜାଣିବା ଏହି ଆର୍ଟିକ୍ଲ ରେ ତେବେ ଏହାକୁ ଜାଣିବା ପାଇଁ ଏହି ଆର୍ଟିକ୍ଲ ଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ |

ତେବେ ଏହି ଲିଷ୍ଟ ରେ ପ୍ରଥମେ ଆସୁଛନ୍ତି ଅଭିନେତ୍ରୀ ଜେସି | ଆପଣମାନେ ଜେସି ଙ୍କୁ ନିଶ୍ଚୟ ଜାଣିଥିବେ ସିଏ “ ତୁ ମୋ ଜୀବନ ସାଥି” ସିରିୟଲ ରେ ଦେଖିବାକୁ ମିଳିଥିଲେ | ଏବଂ ସେ ତାଙ୍କ ଦମଦାର ଅଭିନୟ ର ବଳରେ ସମସ୍ତଙ୍କର ହୁଦୟକୁ ଜିତି ପାରିଥିଲେ | ଏବଂ ସମସ୍ତଙ୍କର ପ୍ରିୟ ହୋଇପାରିଥିଲେ | ତେବେ ତାଙ୍କ ଶାଶୁ ତାଙ୍କୁ ଅଭିନୟ କରିବା ପାଇଁ ବହୁତ ସପୋର୍ଟ କରନ୍ତି | ଏବଂ ପ୍ରୋଶ୍ଚାହିତ କରିଥାନ୍ତି |


ଏହି ଲିଷ୍ଟ ରେ ଦ୍ଵିତୀୟ ରେ ଆସନ୍ତି ଅଭିନେତ୍ରୀ ଶ୍ରଦ୍ଧା ସେ ନିକଟରେ ରାଜରାଜେଶ ଙ୍କୁ ବିବାହ କରିବାକୁ ଯାଉଛନ୍ତି | ତେବେ ତାଙ୍କର ଶାଶୁ ମଧ୍ୟ କହିଛନ୍ତି ଯେ ମୋ ବୋହୁ ଅଭିନୟ କଲେ ମୋର କୌଣସି ଆପତ୍ତି ନାହିଁ |

C
ଏହି ତାଲିକାରେ ତୃତୀୟ ରେ ଆସିବାକୁ ଯାଉଛନ୍ତି ଜିନା ସାମଲ | ଆପଣମାନେ ଜିନା ଙ୍କୁ ବହୁତ ସାରା ସିରିୟଲ ,ଆଲବମ ଏବଂ ଓଡିଆ ଫିଲ୍ମ ରେ ଦେଖିବାକୁ ପାଇଥିବେ | ବାହାଘର ପରେ ଜିନା ଙ୍କ ଶାଶୁ ତାଙ୍କୁ ଅଭିନୟ କରିବା ପାଇଁ ବହୁତ ଉଶ୍ଚାହିତ କରନ୍ତି |


ଏହାପରେ ପରବର୍ତୀ ତାଲିକା ରେ ଆସୁଛନ୍ତି ସ୍ଵୀଟି | ତେବେ ଆପଣମାନେ ସାର୍ଥକ ଚ୍ଯାନେଲ ର ମାନିନୀ ଧାରାବାହିକ ବିଷୟରେ ନିଶ୍ଚୟ ଜାଣିଥିବେ | ସେ ଏହି ମାନିନୀ ଚରିତ୍ର ରେ ଦେଖିବାକୁ ମିଳିଥିଲେ | ଏବଂ ପରେ ସେ ମାଆ ହେବାରୁ ସେ ଏହି ସିରିୟଲ ରୁ ବିଦାୟ ନେଇଥିଲେ | ଏବଂ ପରେ ମଧ୍ୟ ଏହି ସିରିୟଲ ଟି ଶେଷ ହୋଇଯାଇଥିଲା |ଏହାପରେ ଆସୁଛନ୍ତି ଆନିଶା ତେବେ ଆନିଶା ଙ୍କ ଶାଶୁ ଉଭୟ ଆନିଶା ଏବଂ ମଣ୍ଟୁ ଙ୍କୁ ଅଭିନୟ କରିବା ପାଇଁ ବହୁତ ସପୋର୍ଟ କରନ୍ତି |

ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ | ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ |

Leave a Reply

Your email address will not be published. Required fields are marked *