NDA ର ରାଷ୍ଟ୍ରପାର୍ଥୀ ଦ୍ରୌପଦୀ ମୁର୍ମୁ (Droupadi Murmu) ଙ୍କ ଗାଁ ରେ ଆଜି ବି ଅନ୍ଧାର – ଦେଖନ୍ତୁ Video

ରାଜ୍ୟ

NDA ର ରାଷ୍ଟ୍ରପତି ପାର୍ଥି ଦୌପ୍ରତି ମୁର୍ମୁ ଙ୍କ ର ନିଜ ଗାଁ ର ନାଁ ହେଉଛି ଉପରେବେଡା ତେବେ କୁସୁମୀ ବ୍ଲକ ର ଉପରବେଡା ଗାଁ । ଏବେ ବି ଏହି ଗାଁ ରେ କିଛି ଉନ୍ନତି ର ରାସ୍ତା ଦେଖି ନାହିଁ ବହୁତ କଷ୍ଟ ରେ ରହୁଛନ୍ତି ଏ ଗାଁ ରେ ଥିବା ଲୋକ ମାନେ । ତେବେ ଦୌପ୍ରତି ମୁର୍ମୁ ମଝି ରେ ମଝି ରେ ବୁଲିବାକୁ ଆସିଥାନ୍ତି ଆଉ କିଛି ଦିନ ରୁହନ୍ତି ମଧ୍ୟ । ଏହି ଗାଁ କୁ ଆସିଲେ ସମସ୍ତ ଙ୍କ ସହ ଭଲ ଜୋଗାଜୋଗ୍ କରନ୍ତି ଆଉ ଯାତ୍ରା ନାଚ ଗୀତ ଦେଖନ୍ତି ।

କିନ୍ତୁ ଯେତେବେଳେ ଅନ୍ୟ ସମୟ ରେ ସେ ରାଜ୍ୟପାଳ ଥିଲେ ସେତେବେଳେ ମଧ୍ୟ ସେ ମଝି ରେ ମଝି ରେ ବୁଲିବାକୁ ଆସନ୍ତି ଗାଁ କୁ । ତେବେ ସବୁଠାରୁ ବଡ଼ କଥା ହେଉଛି ଦୌପ୍ରତି ମୁର୍ମୁ ଙ୍କ ଗାଁ ରେ ଏବେବି କୌଣସି ବିଜୁଳି ବତୀ ର ସୁବିଧା ନାହଁ ଯେତେବେଳେ ସାରା ପୃଥିବୀ ରେ ବିଜୁଳି ବ୍ୟବହାର ହେଉଛି ସେତେବେଳେ ତାଙ୍କ ଗାଁ ରବ ବିଜୁଳି ବତୀ ର ଅଭାବ ତେବେ ଲୋକ ମାନେ ଦୌପ୍ରତି ମୁର୍ମୁ ଙ୍କ ଗାଁ ରେ ବହୁତ ଦୁଃଖ ଆଉ କଷ୍ଟ ରେ ରହୁଛନ୍ତି ଆଉ ବିଜୁଳି ପାଇଁ ସେମାନେ ବହୁତ ହଇରାଣ ମଧ୍ୟ ହେଉଛନ୍ତି ।

ତେବେ ବର୍ତ୍ତମାନ ସମୟରେ ଦୌପ୍ରତି ମୁର୍ମୁ ଙ୍କ ଗାଁ ଲୋକ ଆଶା ଧରି ବସିଛନ୍ତି ଦୌପ୍ରତି ମୁର୍ମୁ ଭାରତ ର ରାଷ୍ଟ୍ରପତି ହୁଅନ୍ତି ତେବେ ତାଙ୍କ ଗାଁ ର ଲୋକମାନେ ବିଜୁଳି ବତୀ କୁ ଦେଖି ପାରିବେ । ତେବେ ଏହି ଗାଁ ର ଲୋକ ମାନେ ବହୁତ ଏମ ଏଲ ଏ ଙ୍କୁ ନିବେଦେନ୍ କରି ଥିଲେ ବିଜୁଳି ପାଇଁ ହେଲେ କେହି ବି ଶୁଣି ନଥିଲେ ।

ତେବେ ଲୋକ ମାନେ ଦୌପ୍ରତି ମୁର୍ମୁ ଙ୍କୁ ବହୁତ ବିଶ୍ବାସ ଆଉ ଭରସା ର ସହ ଅପେକ୍ଷା କରିଛନ୍ତି କି ସେ ଯଦି ରାଷ୍ଟ୍ରପତି ହୁଅନ୍ତି ତେବେ ସେ ତାଙ୍କ ଗାଁ କୁ ବିଜୁଳି ଦେବା ରେ ସହଯୋଗ କରିବେ । ଦୌପ୍ରତି ମୁର୍ମୁ ତାଙ୍କ ଘର ପାଖର ସେ ତାଙ୍କ ର ଦେଢ଼ ଶାଶୁ ହେବେ ।
ତେବେ ଦୌପ୍ରତି ମୁର୍ମୁ ଯେବେ ଏ ଗାଁ କୁ ଆସନ୍ତି ସମସ୍ତ ଙ୍କ ସହ ବହୁତ ଭଲ ଭାବ ରେ ମିଶନ୍ତି ଆଉ ତାଙ୍କ ର ସମସ୍ତ ଙ୍କ ସହ ବହୁତ ଭଲ ସମ୍ପର୍କ ଆଉ ସେ ଗାଁ କୁ ଯାଇ ସେଠାରେ ରୁହନ୍ତି 2 ରୁ 4 ଦିନ ପର୍ଯ୍ୟନ୍ତ ।

ଯେତେବେଳେ ବି ଭାରତପୁର ରେ କୌଣସି ଯାତ୍ରା ନାଚ ଆଉ ଗୀତ ହୁଏ ସେତେବେକେ ଦୌପ୍ରତି ମୁର୍ମୁ ସେ ଗାଁ କୁ ଯାଇ ସମସ୍ତ ଙ୍କ ସହ ବହୁତ ଭଲ ଭାବରେ ମିସୁଥିଲେ ତାଙ୍କ ଗାଁ ରେ ତାଙ୍କୁ ବହୁତ ପସନ୍ଦ ମଧ୍ୟ କରନ୍ତି । ପ୍ରାୟ ଏପ୍ରିଲ୍ ମାସ ରେ ଆସନ୍ତି ନହେଲେ ସେ କୌଣସି ପର୍ବ ଆଉ ପର୍ବାଣ୍ ରେ ଅଧିକ୍ ନଜର ରେ ଆସନ୍ତି ।

ତେବେ ତାଙ୍କ ଗାଁ ଲୋକ ଏକାକୀ ତ ଦେଖା କରି ନାହାନ୍ତି ଜେତେବେଳେ ଗାଁ ଲୋକ ଏକାଠି ହୁଅନ୍ତି ସେତେବେଳେ ଦୌପ୍ରତି ମୁର୍ମୁ ସମସ୍ତ ଙ୍କ ସହ କଥା ହୁଅନ୍ତି ଦୌପ୍ରତି ମୁର୍ମୁ ଙ୍କ ର ଦୁଇଟି ପୁତୁରା ଅଛନ୍ତି ଆଉ ପୁତୁରା ବୋହୁ ଅଛନ୍ତି ଆଉ ଭାଉଜ ଓ ତାଙ୍କ ଭାଇ ବୋହୁ ମଧ୍ୟ ତାଙ୍କ ପାଖ ରେ ରୁହନ୍ତି ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.