ବନ୍ଧନ ରେ ବାନ୍ଧି ହେବାକୁ ଯାଉଛନ୍ତି କୁଆଁରୀ ବୋହୁ ସିରିଏଲ ର ଅଭିନେତ୍ରୀ ଶ୍ରର୍ଦ୍ଦା ତେବେ କଣ ରହିଛି ଏହି ଉପରେ ଖବର ଏ ବିଷୟରେ ସଂମ୍ପର୍ଣ୍ଣ ଭାବେ ଜାଣିବା ପାଇଁ ହେଲେ ଆପଣ ମାନେ ଏହି ପୋଷ୍ଟ କୁ ନିଶ୍ଚିତ ଭାବେ ଶେଷ ପର୍ଯ୍ୟନ୍ତ ପଢନ୍ତୁ , ସେମିତି ରେ ବନ୍ଧୁଗଣ ଆପଣ ମାନେ ପ୍ରତ୍ୟେକ ଦିନ ଏହି ମେଗା ଧାରାବାହିକ କୁଆଁରୀ ବୋହୁ ନିଶ୍ଚିତ ଦେଖୁ ଥିବେ ଏବଂ କୁଆଁରୀ ବୋହୁ ସିରିଏଲ ର ଅଭିନେତ୍ରୀ ଶ୍ରର୍ଦ୍ଦା ବି ଆପଣ ମାନେ ବହୁତ ଭଲ ଭାବେ ଜାଣି ଥିବେ ଶ୍ରଦ୍ଧା ଙ୍କର ବହୁତ ଭଲ ଅଭିନୟ ପାଇଁ କୁଆଁରୀ ବୋହୁ ସିରିଏଲ ଟି ନଂ ୱାନ୍ ସିରିଏଲ ଭାବେ ପରିଚିତ ହୋଇ ପାରିଛି ।
ବର୍ତ୍ତମାନ ଏକ ଖବର ସୋସିଆଲ ମିଡିଆ ରେ ଜୋରରେ ଭାଇରଲ ହେବାକୁ ଲାଗିଛି ଯେ ଶ୍ରଦ୍ଧା ଜଣଙ୍କୁ ଭଲ ପାଉଛନ୍ତି ବୋଲି ଏବଂ ଆଗାମୀ ଦିନ ମାନଙ୍କ ରେ ସେମାନେ ବିବାହ ବନ୍ଧନ ରେ ମଧ୍ୟ ବାନ୍ଧି ହେବେ , ତେବେ ସାଇ ଜାହାକୁ ଭଲ ପାଉଛନ୍ତି ସେ ଆଉ କେହି ନୁହଁନ୍ତି ସେ ବି ଜଣେ ଅଭିନନେତ୍ରୀ ଅଟନ୍ତି , ଶ୍ରଦ୍ଧା ସିରିଏଲ ଅଭିନେତା ବିବେକ୍ ଙ୍କୁ ଭଲ ପାଉଛନ୍ତି ସାରା ଯିଏକି କୁଆଁରୀ ବୋହୁ ସିରିଏଲ ରେ ଅଭିନୟ କରୁ ଥିଲେ ଏବଂ ବର୍ତମାନ ସମୟରେ ସେ ମଞୁରୀ ଟିଭି ରେ ଅଭିନୟ କରୁଛନ୍ତି |
ତାଙ୍କର ଜବରଦସ୍ତ ଅଭିନୟ ଆପଣ ମାନେ ବହୁତ ସାରା ସିରିଏଲ ମାନଙ୍କ ରେ ଦେଖିବା ପାଇଁ ପାଉ ଥିବେ ଶ୍ରଦ୍ଧା ଏବଂ ବିବେକ୍ ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଆନ୍ତି ବୋଲି ବର୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି । ଏବଂ ସେମାନେ ନିଜ ନିଜର ସୋସିଆଲ ମିଡ଼ିଆ ଏକାଉଣ୍ଟ ରେ ବି ଫୋଟ ଫୋଷ୍ଟ କରି ଥିବାର ମଧ୍ୟ ଦେଖିବା ପାଇଁ ମିଳିଛନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ | ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ |