କିଛି ଏମିତି କାମ କରି ଦେଖାଇଲେ ! ଭାଇରାଲ ହେଉଛି ନୟାଗଡ଼ ଛାତ୍ରୀ ଙ୍କ ଭିଡିଓ

ବିଶେଷ

ଆଜ୍ଞା ହଁ ବନ୍ଧୁଗଣ, ନୟାଗଡ଼ ଛାତ୍ରଛାତ୍ରୀଙ୍କ ଦ୍ଵାରା ହୋଇଥିବା ଏହି ପ୍ରଶଂସନୀୟ ତଥା ତାଙ୍କ ଦ୍ଵାରା ପ୍ରସ୍ତୁତ ଏକ ଟ୍ରାଫିକ ସଚେତନତା ଭିଡ଼ିଓକୁ ପସନ୍ଦ କରିଛନ୍ତି କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ।

ଆହୁରି ମଧ୍ୟ ଆମ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ସହ ଅନେକ ନେତା ମନ୍ତ୍ରୀ ମଧ୍ୟ ଏହାକୁ ବହୁତ ପସନ୍ଦ କରିଛନ୍ତି । ଉଭୟେ ଏନେଇ ଟୁଇଟ କରି ପ୍ରଶଂସା କରିଛନ୍ତି । ଖାଲି ସେତିକି ନୁହେଁ ଲକ୍ଷ ଲକ୍ଷ ଲୋକେ ଏହି ଭିଡିଓକୁ ଦେଖି ପ୍ରଶଂସା କରିଛନ୍ତି। ଗତବର୍ଷ ଟ୍ରାଫିକ ସଚେତନତାକୁ ନେଇ ନୟାଗଡ଼ ନୋତର ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ଏକ ସୁନ୍ଦର ଭିଡ଼ିଓ ପ୍ରସ୍ତୁତ କରିଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ | ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ |

Leave a Reply

Your email address will not be published. Required fields are marked *