ଏହି ଦିନ ବିବାହ କରିବାକୁ ଯାଉଛନ୍ତି କୁଆଁରୀ ବୋହୁ ର ଅଭିନେତା ସାଇ. . .

ମନୋରଞ୍ଜନ

ଆଜ୍ଞା ହଁ ଫ୍ରେନ୍ଡ୍ସ ବର୍ତ୍ତମାନ ଖୁବ୍ ଶୀଘ୍ର ବିବାହ ବନ୍ଧନ ରେ ବାନ୍ଧି ହେବାକୁ ଯାଉଛନ୍ତି କୁଆଁରୀ ବୋହୁ ର ଏହି ଆକଟର ସାଇ , ବର୍ତ୍ତମାନ ରିଅଲ ଲାଇଫ ରେ ତାଙ୍କର ଗର୍ଲଫ୍ରେନ୍ଡ ହେଉଛନ୍ତି ସାରା | ସାରା ବି ମଧ୍ୟ ମଞ୍ଜରି ଚ୍ଯାନେଲ ରେ ଏକ ସିରିୟଲ ରେ ଅଭିନୟ କରୁଛନ୍ତି |

ବର୍ତ୍ତମାନ ଦୁଇ ଜଣଙ୍କ ଯୋଡି ବହୁତ ଚର୍ଚା କୁ ଆସିବାରେ ଲାଗିଛି | ସୋଶଲ ମେଡିଆ ରେ ସେମାନଙ୍କର ଫୋଟୋ ବହୁତ ଜୋର ରେ ଭାଇରାଲ ହେବାରେ ଲାଗିଛି |ସାଇ ଙ୍କର ପୁରା ନାମ ହେଉଛି ସୁମନ କୁମାର | ସେ ତାଙ୍କର ଦମଦାର ଅଭିନୟ ପାଇଁ ଖୁବ ଶୀଘ୍ର ଲୋକ ପ୍ରିୟତା ହାସଲ କରିଛନ୍ତି |
ସୂଚନାମୁତବକ ପ୍ରଥମେ ସାରା ସାଇ ଙ୍କୁ ପ୍ରେମ କରିଥିଲେ | ଆହୁରି ମଧ୍ୟ ସାରା ତାଙ୍କର ସୁନ୍ଦର ଅଭିନୟ ପାଇଁ ବହୁତ ପରିଚିତ | ବର୍ତ୍ତମାନ ଏହି ଯୋଡି ଙ୍କର ଡେଟ ଫୋଟୋ ବହୁତ ଜୋର ରେ ସୋଶଲ ମେଡିଆ ରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ | ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ |

Leave a Reply

Your email address will not be published. Required fields are marked *