ଜାଣନ୍ତୁ କାହିଁକି ବାହା ହୁଅନ୍ତି ନାହିଁ ଭାଇ ଏବଂ ଭଉଣୀ || କଣ ରହିଛି ବିଜ୍ଞାନ ଓ ପୁରାଣ ଶାସ୍ତ୍ର ରେ

ଖବର ବିଶେଷ

ଭାରତରେ ଭାଇ ଏବଂ ଭଉଣୀ ର ସମ୍ପର୍କ କୁ ବହୁତ ପବିତ୍ର ସମ୍ପର୍କ ବୋଲି ମନାଯାଏ | ହେଲେ କିଛି ଲୋକଙ୍କ ପାଇଁ ଏହି ସମ୍ପର୍କ ଡାଲି ହୋଇଚାଲିଛି | ଯେତେବେଳେ ଭାଇର ଛୁଆ ର ମାଆ ହେବାକୁ ଯାଉଛି ଜଣେ ଭଉଣୀ | ଘରୁ ପଳାଇଥିଲେ ଉଭୟ ଭାଇ ଭଉଣୀ ଆଉ ମନ୍ଦିର ରେ କରିନେଲେ ବିବାହ | ଭୋଜ ପୁର ଜିଲ୍ଲା ରେ ଭାଇ ହିଁ ଭଉଣୀ ସହ ଶାରୀରିକ ସମ୍ପର୍କ ରଖିଲା | ଆଉ ଝିଅ ଟି ପ୍ରେଗନେଣ୍ଟ ହେବା ପରେ ଦୁଇ ଜଣ ବିବାହ କରିନେଲେ | ବହୁ ସମୟ ଧରି ଝିଅ ଘରକୁ ନଫେରିବାରୁ ଝିଅ ର ବାପା ଥାନା କୁ ଯାଇ ଝିଅ କୁ କେହି ଅପହରଣ କରିନେଇଥିବା ରିପୋର୍ଟ ଲେଖାଇଲେ |

ପୋଲିସ ଖୋଜା ଖୋଜି ଆରମ୍ଭ କରିଦେଲେ ସେତେବେଳେ ଭାଇ ଭଉଣୀ ଦୁଇ ଜଣ ଆସି ଥାନା ରେ ପହଞ୍ଚି ଗଲେ | ଝିଅ ନିଜେ ଯାହା ପୋଲିସ ଆଗରେ କହିଲା ପୋଲିସ ର ଆଖି ବଡ ବଡ ଆଉ ମୁହଁ ଖୋଲା ହୋଇ ରହିଗଲା | ଝିଅ ଟି କହିଲା ସେମାନେ ବିବାହ କରି ନେଇ ଛନ୍ତି |ଏବେ ଇଏ ମୋ ଭାଇ ନୁହେଁ ମୋ ସ୍ଵାମୀ ଅଟନ୍ତି | ମୁଣ୍ଡ ରେ ହାତ ଦେଇ କଣ କରିବେ ଚିନ୍ତା ରେ ପଡିଗଲେ ପୋଲିସ | ପରେ ଗାଁ ଲୋକ ଏହାକୁ ସମାଜ ପାଇଁ କଳଙ୍କ କହି ଦୁଇ ଜଣଙ୍କୁ ଗାଁ ରେ ନପଶିବା ପାଇଁ କହିଲେ | ଆଉ ପୋଲିସ କୁ କହିଲେ ଏମାନଙ୍କୁ ଆଇନ ଅନୁଯାଇ କଠୋର ରୁ କଠୋର ଦଣ୍ଡ ମିଳିବା ଉଚିତ | ପରେ ପୋଲିସ ଉଭୟ ପୁଅ ଏବଂ ଝିଅ କୁ ଜେଲ ପଠାଇଦେଲେ |

V

ଏଘଟଣା ୨୦୧୮ ରେ ଶୁଣିବାକୁ ମିଳିଥିଲା | ଆଉ ୨୦୨୧ ରେ ଭଉଣୀ ଟି ଜେଲ ରୁ ବାହାରିଛି | ଭାଇ କିନ୍ତୁ ଆହୁରି ଅନେକ ବର୍ଷ ଦଣ୍ଡ ଭିଗିବ | ତେବେ ଆଗକୁ ଆଉ ଉଭୟ ଏକାଠି ରହି ପାରିବେନି ବୋଲି ସ୍ପଷ୍ଟ କହିଦେଇଛି ପୋଲିସ | ତେବେ ଏବେ ଆସନ୍ତୁ ଜାଣିବା କଣ କହେ ଧର୍ମ ଏହା ବିଷୟରେ ତେବେ ମୁସ୍ଲିମ ଧର୍ମ ରେ ଜଣେ ଭାଇ ଜଣେ ଭଉଣୀ କୁ ସେତେବେଳେ ବିବାହ କରିପାରିବ ଯଦି ଦୁହେଁ ଗୋଟିଏ ମାଆ ପାଖରୁ ସ୍ତନ ପାନ କରିନଥିବେ | ସେହିପରି ଇସାଇ ଧର୍ମ ରେ ସମ୍ପର୍କୀୟ ଭଉଣୀ ଙ୍କୁ ଭାଇ ବିବାହ କରି ପାରନ୍ତି | ହେଲେ ଆମ ହିନ୍ଦୁ ଧର୍ମ ରେ ସମ୍ପର୍କୀୟ ଭଉଣୀ ଙ୍କ କଥା ଛାଡନ୍ତୁ ଏକା ଗାଁ ରେ ମଧ୍ୟ ବାହାହୋଇ ପାରିବେ ନାହିଁ |

ତେବେ କାହିଁକି ଭାଇଭଉଣୀ ସମ୍ପର୍କ କୁ ପବିତ୍ର ବୋଲି ମନା ଯାଇଥାଏ | ସାଢେ ପାଞ୍ଚ ବର୍ଷ ତଳୁ ହିନ୍ଦୁ ସଭ୍ୟତା ଚାଲିଆସୁଛି | ହୁଏ ତ ଆପଣ ସମସ୍ତେ ଜାଣିଛନ୍ତି ପୂର୍ବ ରୁ ମାନବ ଙ୍କ ମଧ୍ୟରେ କୌଣସି ସଭ୍ୟତା ନଥିଲା | ତେବେ ବହୁବର୍ଷ ପୂର୍ବେ ମାନବ ମାନଙ୍କ ମଧ୍ୟରେ ସଭ୍ୟତା ଆଣିବା ପାଇଁ ବିବାହ ଭଳି ଏକ କାର୍ଯ୍ୟ ଆରମ୍ଭ କରାଯାଇଥିଲା | ଧୀରେ ଧୀରେ ମୁନି ରୁଷି ମାନେ ମଣିଷ କୁ ସଭ୍ୟତା କରିବା ପାଇଁ ଏକ ରୂପ ଦେଲେ | ଆଧୁନିକ ବିଜ୍ଞାନ ରେ ନିଜ ସମ୍ପର୍କ ରେ ଯଦି କୌଣସି ଭଉଣୀ ଙ୍କୁ ଆମେ ବିବାହ କରିବା ତେବେ ଶରୀରରେ ବହୁତ ରୋଗ ଜନ୍ମ ନିଏ |

ହେଲେ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯାହା ଆମକୁ ଆଧୁନିକ ଜମାନା ରେ ବିଜ୍ଞାନ ଜଣାଇଛି ତାହାକୁ ଆମକୁ ହଜାର ହଜାର ବର୍ଷ ପୂର୍ବେ ବୈଦିକ ରୁଷି ମାନେ ଗରୁଡ ପୁରାଣ ରେ ଲେଖିଯାଇଛନ୍ତି | ତେବେ ଆଧୁନିକ ବିଜ୍ଞାନ କୁହେ ଯେ ଯଦି ରକ୍ତ ସମ୍ପର୍କ ମଧ୍ୟରେ ବିବାହ କରିବା ତେବେ ସେଥିରୁ ଜନ୍ମ ସନ୍ତାନ ସନ୍ତନ୍ତି ଥାଲାସେମିଆ ରୋଗରେ ପୀଡିତ ହେବାର ସମ୍ଭାବନା ନବେ ପ୍ରତିଶତ ବଢିଯାଇଥାଏ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published.