ଏ କି ବିଚିତ୍ର ସମ୍ପର୍କ ! ମହିଳା ନିଜ ସ୍ଵାମୀ ଙ୍କ ଖୁସି ପାଇଁ ସ୍ଵାମୀ ଙ୍କୁ ନିଜ ମାଆ ଙ୍କ ସହ ବାଣ୍ଟିଲେ ,ଆଶ୍ଚର୍ଯ ହେବେ …..

ଖବର ବିଶେଷ

ଆମ ହିନ୍ଦୁ ଧର୍ମ ରେ ସ୍ଵାମୀ ସ୍ତ୍ରୀ ର ସମ୍ପର୍କ କୁ ଅତ୍ୟନ୍ତ ପବିତ୍ର ସମ୍ପର୍କ ବୋଲି ମନା ଯାଇଥାଏ | ଯାହାର ବହୁତ ଉଦାହରଣ ଆପଣ ମାନେ ଆମ ଶାସ୍ତ୍ର ମାନଙ୍କ ରେ ପାଇଯିବେ | ଯେପରିକି ସାବିତ୍ରୀ ଏବଂ ସତ୍ୟଭାମା , ଶିବ ଏବଂ ଶକ୍ତି, ଏହିପରି ଆହୁରି ଅନେକ କିଛି | ହେଲେ ବର୍ତ୍ତମାନ ଦୁନିଆ ଏକ ଏପରି ଅବସ୍ଥା ରେ ଆସି ପହଞ୍ଚିଲାଣି ଯେଉଁଠି ଲୋକ ନିଜେ କଣ କରୁଛି ତାକୁ ନିଜେ ମଧ୍ୟ ଜଣା ନାହିଁ | ଏହି ପରି କିଛି ଲୋକ ମାନଙ୍କ ପାଇଁ ଆଜି ଆମର ଏହି ସମାଜ ନିଜ ମଣିଷତ୍ଵ ହରାଇବାକୁ ଲାଗିଲାଣି | ଯେପରି ଗୋଟେ ପଶୁ ଟିଏ କେବଳ ବଞ୍ଚିବା,ନିଦ୍ରା,ଆହାର,ଭୟ ଏବଂ କାମ କୁ ନେଇ ବଞ୍ଚିଥାଏ | ସେହିପରି ମନୁଷ୍ୟ ବି ମଧ୍ୟ ଦିନ କୁ ଦିନ ପଶୁ ପାଲଟି ବାକୁ ଲାଗିଲାଣି |

ଠିକ ସେହିଭଳି ଆଜି ଆମେ ଆମ ଏହି ଆର୍ଟିକ୍ଲ ରେ ଏପରି ଏକ ସମ୍ପର୍କ ବିଷୟରେ ଜଣାଇବାକୁ ଯାଉଛୁ ଯାହାକୁ ଜାଣିଲେ ହୁଏ ତ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯାଇପାରନ୍ତି | ଆଜ୍ଞା ହଁ, ଠିକ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନୂଆଦିଲ୍ଲୀ ରେ ଜଣେ ମହିଳା ତାଙ୍କ ସ୍ଵାମୀ ଙ୍କ ଖୁସି ପାଇଁ ସେ ତାଙ୍କ ସ୍ଵାମୀ ଙ୍କୁ ନିଜ ମାଆ ଙ୍କ ସହ ବାଣ୍ଟି ଦେଇଛନ୍ତି | ଫଳରେ ଯୁବକ ଜଣକ ଦିନରେ ସ୍ଵାମୀ ଏବଂ ରାତିରେ ବାପା ହୋଇଯାଉଛନ୍ତି | ତେବେ ଉକ୍ତ ମହିଳା ଙ୍କର ନାମ ଟି ହେଉଛି ସ୍ଵିଙ୍ଗର ମିଲି | ଆହୁରି ମଧ୍ୟ ସେ କହିଛନ୍ତି ଯେ ତାଙ୍କ ସ୍ଵାମୀ ଙ୍କୁ ଖୁସି ରେ ରଖୁଥିବା କୌଣସି ଜିନିଷ ପ୍ରତି ତାଙ୍କର କେବେ ହେଲେ ଆପତ୍ତି ନାହିଁ |

ଭାଇରାଲ ହୋଇଥିବା ଏକ ଭିଡିଓ ରେ ଏହା ସ୍ପଷ୍ଟ ଦେଖାଯାଇଛି ଯେ ଉକ୍ତ ମହିଳା ଙ୍କ ସ୍ଵାମୀ ତାଙ୍କ ମାଆ ଙ୍କୁ ବାହୁରେ ଧରିଛନ୍ତି | ଏବଂ ସ୍ଵିଙ୍ଗର ଆଦୌ ଅସହଜ ମାନେ କରୁନାହାନ୍ତି | ଏହି ଭାଇରାଲ ହୋଇଥିବା ଭିଡିଓ ର କ୍ୟାପସନ ରେ ଏହା ଲେଖିଛନ୍ତି ଯେ ଏହା ସଂପୂର୍ଣ୍ଣ ରୂପେ ସତ୍ୟ ଅଟେ | ଆଜି ପର୍ଯ୍ୟନ୍ତ ସୋସିଆଲ ମିଡିଆ ରେ ଭାଇରାଲ ହୋଇଥିବା ଏହି ଭିଡିଓ ଉପରେ ବର୍ତ୍ତମାନ ପର୍ଯ୍ୟନ୍ତ ଦଶ ମିଲିୟନ ରୁ ଅଧିକ ଲୋକ ଦେଖିସାରିଲେଣି | ଅନେକ ଲୋକ ମାନେ ମଧ୍ୟ ଏହି ଭିଡିଓ କୁ ଦେଖି ଅନେକ ପ୍ରକାରର ଖରାପ କମେନ୍ଟ ଦେଉଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Please follow and like us:

Leave a Reply

Your email address will not be published. Required fields are marked *