ଜାଣିଛନ୍ତି କି ! ମାୟା ସେରିଏଲ ର ରୁଦ୍ରୀ ଙ୍କ ଗୋଟିଏ ଦିନର ଦରମା କେତେ ?

ମନୋରଞ୍ଜନ

ହଁ ବନ୍ଧୁ ଆଜି ଆମେ ଜାିବାକୁ ବା ରୁଦ୍ରି ଗୋଟେ ଏପିଷଡ୍ କରିବା ପାଇଁ କେତେ ଦରମା ନେଇଛନ୍ତି ଓ ତାଙ୍କ ବିଷୟ ରେ କିଛି ଜାଣିବା ।। ଦର୍ଶକ ବନ୍ଧୁ ଆଜି ଆମେ ଜାଣିବା ମାୟା ଧାରାବାହିକ ରେ ଅଭିନୟ କରୁଥିବା ରୁଦ୍ରି ଙ୍କ ଜୀବନ ଶୈଳୀ ବିଷୟ ରେ । ହଁ ବନ୍ଧୁ ଆପଣ ମାନେ ଦେଖିଥିବେ ଓଡ଼ିଆ ଚ୍ୟାନେଲ ତରଙ୍ଗ ରେ ପ୍ରସାରିତ ହେଉଥିବା ମେଘା ଧାରା ବାହୀକ ମାୟା ଯେଉଁ ସିରୀଏଲ୍ କି ଲୋକ ମାନ ଙ୍କୁ ପସନ୍ଦ ଆସିଛି । 

ହଁ ବନ୍ଧୁ ଆପଣ ମାନେ ଜାଣିଥିବେ ମାୟା ଶିରିଏଲ ରେ ହିରୋଇନ୍ ଭାବେ ଅଭିନୟ କରୁଥିବା ରୁଦ୍ରି ଙ୍କୁ । ଯାହାଙ୍କୁ ଆପଣ ସବୁଦିନ ମାୟା ଧାରା ଵାହିକ ରେ ଦେଖୁଛନ୍ତି ଯାହାଙ୍କର ଜବରଦସ୍ତ ଅଭିନୟ ତାଙ୍କୁ ଆଜି ଲୋକ ପ୍ରିୟ କରିପାରିଛି ଏବଂ ତାଙ୍କ ଅଭିନୟ ଯାଦୁ ରେ ସେ ଲୋକ ମାନ ଙ୍କୁ ବାନ୍ଧି ରଖିଛନ୍ତି । ରୁଦ୍ରୀ ମାୟା ଶୀରିଏଲ କରିବା ପୂର୍ବ ରୁ ସେ ସରଗମ ସିରୀଏଲ ରେ ଜବରଦସ୍ତ ଅଭିନୟ କରିଥିଲେ ଏବଂ ଲୋକ ମାନ ଙ୍କ ପାଖ ରେ ଅତି ପ୍ରିୟ ହୋଇ ଯାଇଥିଲେ ।

ରୁଦ୍ରୀ ଙ୍କ ପ୍ରକୃତ ନାମ ହେଉଛି ଜାସ୍ମିନି ରଥ ସେ ଯେମିତି ଚୂଲ୍ ବୁଲି ତା ଠାରୁ ସେ ରିଅଲ ଲାଇଫ ରେ ଅଧିକ ଚୁଲ୍ ବୁଲି । ସେ ପ୍ରଥମେ ଜି ସାର୍ଥକ ର ସରଗମ୍ ଧାରାବାହିକ ରେ ସାନ ଭଉଣୀ ଚରିତ୍ର ରେ ଅଭିନୟ କରିଥିଲେ କିନ୍ତୁ ତାଙ୍କ ଇଚ୍ଛା ଥିଲା ସେ ଲିଡ ରେ ଅଭିନୟ କରିବା ପାଇଁ ସେଥିପାଇଁ ତାଙ୍କ ମନ୍ ଦୁଃଖ ଥିଲା । ତାଙ୍କର ଇଚ୍ଛା ଥିଲା ସେ ନାଗିନୀ ଭଳି ଧାରାବାହିକ ରେ ଅଭିନୟ କରିବାକୁ କିନ୍ତୁ ଓଡ଼ିଆ ରେ ନାଗୀନି ଧାରାବାହିକ ନଥିବା ରୁ ସେ ଅଭିନୟ ରେ ଏତେ ମନ୍ ଦେଉନଥିଲେ ।

ତରଙ୍ଗ ଟିଭି ରେ ଯେତେବେଳେ ମାୟା ଧାରାବାହିକ ପାଇଁ ଅଡିସନ ଦେଇଥିଲେ ସେ ଭାବି ନ ଥିଲେ ଯେ ଚାଂଶ ପାଇବେ ବୋଲି କିନ୍ତୁ ପରବର୍ତ୍ତୀ ସମୟରେ ସେ ସିଲେକ୍ଟ ହୋଇଥିଲେ । ଦର୍ଶକ ବନ୍ଧୁ ରୁଦ୍ରି ଗୋଟେ ଏପିଶଡ୍ ପାଇଁ ୮ ହଜାର ଟଙ୍କା ଡିମାଣ୍ଡ କରିଥାନ୍ତି ଓ ଗୋଟେ ଆଲବମ୍ କରିବା ପାଇଁ ସେ ୧୫ ରୁ ୨୦ ହଜାର ଟଙ୍କା ଡିମାଣ୍ଡ କରିଥାନ୍ତି ।।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Please follow and like us:
Pin Share

Leave a Reply

Your email address will not be published. Required fields are marked *