ଜାଣନ୍ତୁ ଲୋକପ୍ରିୟ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ ଙ୍କ ଶାଶୁଙ୍କ ବିଷୟରେ କିଛି ଅଜଣା କଥା…

ମନୋରଞ୍ଜନ

ଆପଣ ମାନେ ସମସ୍ତେ ସୁପର ହିଟ ଫିଲ୍ମି ବାହୁବଳୀ ଦେଖିଥିବେ।ଏହି ଫିଲ୍ମି ଟି ବହୁତ ଲୋକପ୍ରିୟତା ହାସଲ କରିଥିଲା।ଫିଲ୍ମି ରେ ସବୁ କଳାକାର ଖୁବ ସୁନ୍ଦର ଅଭିନୟ କରିଥିଲେ।ଏହି ଫିଲ୍ମି ରେ ଗୋଟିଏ ମୁଖ୍ୟ ଚରିତ୍ର ହେଉଛି ଦେବସେନା।ଏସି ଦେବସେନା ଭୂମିକାରେ ଅଭିନୟ କରିଥିଲେ ଅନୁଷ୍କା ସେଟ୍ଟୀ ।ଅନୁଷ୍କା ଙ୍କ ସୁନ୍ଦର ଅଭିନୟ ପାଇଁ ସେ ସାଉଥ ଇଣ୍ଡଷ୍ଟ୍ରି ରେ ସଫଳତା ହାସଲ କରିଛନ୍ତି।ସେ ଅଭିନୟ କରିଥିବା ସବୁ ଫିଲ୍ମି ରେ ସେ ଖୁବ ସୁନ୍ଦର ଅଭିନୟ କରିଛନ୍ତି।


ଅନୁଷ୍କା ଙ୍କର ସୁନ୍ଦର ଅଭିନୟ ପାଇଁ ଫିଲ୍ମି ନିର୍ମାତା ଙ୍କର ବହୁତ ପସନ୍ଦ ତାଙ୍କ ଅଭିନୟ।ଆପଣ ମାନେ ସମସ୍ତେ ତ ଅନୁଷ୍କା ଙ୍କୁ ଜଣିଛନ୍ତି କିନ୍ତୁ କଣ ତାଙ୍କ ଶାଶୁ ମା ଙ୍କ ବିଷୟରେ ଜଣିଛନ୍ତି କି ଆମେ ଆଜି ଆପଣ ମାନଙ୍କୁ ତାଙ୍କ ଶାଶୁ ମା ଙ୍କ ବିଷୟରେ କହିବାକୁ ଯାଉଛୁ କିଛି ଅଜଣା କଥା ତେବେ ଆସନ୍ତୁ ଜାଣିବା।

ଲୋକପ୍ରିୟ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ 1981 ମସିହା 7 ନଭେମ୍ବର ରେ କର୍ଣ୍ଣାଟକ ରେ ଜନ୍ମ ଗ୍ରହଣ କରିଥିଲେ।ସେ କର୍ଣ୍ଣାଟକ ର ଗୋଟିଏ ଘରୋଇ ସ୍କୁଲ ରେ ପାଠ ପଢିଥିଲେ ଓ ସେ ମାଉଣ୍ଟ କର୍ମେଲ କଲେଜ ରେ ନିଜର ଗ୍ରାଜୁଏସନ ପୁରା କରିଥିଲେ।ସେ ତାଙ୍କର ଅଭିନୟ 2005 ରେ ଗୋଟିଏ ତେଲୁଗୁ ଫିଲ୍ମି ରୁ ଆରମ୍ଭ କରିଥିଲେ।


ସେ ତାଙ୍କର ଏହି ପ୍ରଥମ ଫିଲ୍ମି ରେ ବହୁତ ସୁନ୍ଦର ଅଭିନୟ ମଧ୍ୟ କରିଥିଲେ।ଏହି ଫିଲ୍ମି ରେ ବହୁର ଲୋକପ୍ରିୟତା ହାସଲ କରିପାରିଥିଲେ।ତାଙ୍କର ଏହି ସୁନ୍ଦର ଅଭିନୟ ଦେଖି ବହୁତ ଫିଲ୍ମି ନିର୍ମାତା ତାଙ୍କୁ ଫିଲ୍ମି କରିବା ପାଇଁ ଅଫର ଦେଇଥିଲେ।ଏହାପରେ ସେ ଅନେକ ଫିଲ୍ମି ମଧ୍ୟ କରିଛନ୍ତି ଯଥା ମହାନନ୍ଦୀ, ବିକ୍ରମାକୁଡୁ, ଅନ୍ତରାମରେରୁ, ଷ୍ଟାଇଲିନ ଏହି ଭଳି ବହୁତ ସୁପର ହିଟ ଫିଲ୍ମି କରିଛନ୍ତି ଅନୁଷ୍କା ସେଟ୍ଟୀ।ଏବେ ସେ ଫିଲ୍ମି ନିଷଦ୍ଧ ସୁଟିଙ୍ଗ ରେ ବ୍ୟସ୍ତ ଅଛନ୍ତି। ଯଦି ଆମେ କଥା ହେବା ତାଙ୍କ ଶାଶୁଙ୍କ ବିଷୟରେ ତ ଆପଣଙ୍କୁ କହି ଦେଉଛୁ କି ସେ ବଲିଉଡ ର ଜଣାଶୁଣା ଆକ୍ଟର ଓ ବାହୁବଳି ର ହୀରୋ ପ୍ରଭାସ ଙ୍କ ସହିତ ରିଲେସନ ରେ ଅଛନ୍ତି । ଯାହାଙ୍କ ସହିତ ସେ ବହୁତ ଜଲ୍ଦି ବିବାହ କରିବାକୁ ଯାଉଛନ୍ତି । ଏହି ଦୃଷ୍ଟିରୁ ପ୍ରଭାସ ଙ୍କ ମା ଶିବା କୁମାରୀ ତାଙ୍କର ହେବାକୁ ଥିବା ଶାଶୁ ଅଟନ୍ତି ।  

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ | ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ |

Leave a Reply

Your email address will not be published. Required fields are marked *