ଏହି ଲକ୍ଷଣ ରୁ ଜାଣିପାରିବେ ଆପଣଙ୍କ ସାଥି ଆପଣଙ୍କୁ ଭଲ ପାଉଛନ୍ତି କି ନାହିଁ !

ବିଶେଷ

ନମସ୍କାର ବନ୍ଧୁଗଣ, କଣ ଆପଣଙ୍କୁ ଏପରି କିଛି ଲାଗୁଛି କି ଆପଣଙ୍କ ପାର୍ଟନର ଆପଣଙ୍କୁ ଭଲପାଉନାହାନ୍ତି। କଣ ସେ ପୂର୍ବରୁ ଯେପରି ଭଲ ପାଉଥିଲେ କଣ ସେହିଭଳି ଏବେ ଆପଣଙ୍କୁ ଭଲ ପାଉନାହାନ୍ତି କି ?? , ଯଦି ଏ ସବୁ ବିଷୟ ରେ ଆପଣ ଭାବୁଥାନ୍ତି , ତେବେ ଆମେ ଆଜି ଆପଣ ମାନଙ୍କୁ ଏହି ବିଷୟ ରେ ଆମେ ଆପଣଙ୍କୁ ସଂମ୍ପର୍ଣ୍ଣ ଭାବେ ସୂଚନା ଦେବାକୁ ଆସିଛୁ , ଏଥି ପାଇଁ ଆମେ ଆପଣ ମାନଙ୍କୁ ତିନୋଟି ସଂଙ୍କେଚ ବିଷୟ ରେ କହିବୁ ଯଦି ଏସବୁ ମ୍ଯାଚ କରୁଛି ତେବେ ସେହି ମଣିଷ କେବେ ବି ଆପଣଙ୍କୁ ଭଲପାଉନାହାନ୍ତି, ତେବେ ଆସନ୍ତୁ ଜାଣି ନେବା ତ ପ୍ରଥମ ସଂଙ୍କେତ ଜାହା ହେଲା ଏବେ ତାଙ୍କୁ ପ୍ରେମ ଏବଂ ଟାଇମ୍ ମାଗିବା ପାଇଁ ପଡୁଛି । ତେବେ କେବେ ମଣିଷ କୁ ପ୍ରେମ ରେ ସମୟ କେବେ ବି ମଗା ଯାଈନଥାଏ ।


ପ୍ରକୃତ ପ୍ରେମ ପାଇଁ ସବୁ ବେଳେ ସମୟ ମନ କୁ ମନ ଭାବେ ବାହାରି ଆସି ଥାଏ , ଯଦି କେବେ ନିଜର ଲାଗେ ତ ଆମେ ଆପେ ଆପେ ଟାଇମ୍ ଦେଇ ଥାଉ , ସେମିତି ବେଳେ ଯଦି କେହି ଆପଣ ମାନଙ୍କୁ ଏମିତି ନ କରୁ ଥିବାର ଦେଖା ଦିଅନ୍ତି । ଏହା ଆପଣ ମାନେ ନିଶ୍ଚିତ ରୂପେ ଜାଣି ନିଅନ୍ତୁ କି ସେ ଆପଣଙ୍କୁ ପ୍ରେମ କରୁ ନାହାଁନ୍ତି । ଆପଣ ମାନଙ୍କୁ ଧୋକା ଦେଉଛନ୍ତି ,ଦୁଇ ନମ୍ବର ରେ ରହିଛି ଇଗନୋର କରିବା ,ସମସ୍ତ ମଧ୍ୟ ରେ କେବେ ନା କେବେ ଝଗଡା ନିଶଶ୍ଚିତ ଭାବେ ହୋଇ ଥାଏ , ଏହି ବିଷୟରେ ଆପଣ ମାନେ ବି ଦେଖି ଥିବେ ହେଲେ ପାର୍ଟନ ଙ୍କ ମଧ୍ୟରେ ଝଗଡା କ୍ଷଣିକ ମାତ୍ର ପରେ ସେ ଯଦି ଆପଣଙ୍କୁ ପ୍ରେମ କରିବାରେ ଲାଗନ୍ତି ।


ତେବେ ସେ ପ୍ରକୃତ ଭଲ ପାଉଛନ୍ତି ହେଲେ ସେହି ଠାରୁ ବହୁତ ଦିନ ଧରି ସେ ଇଗନୋର ଆପଣଙ୍କୁ କରିବାରେ ଦେଖିବା ପାଇଁ ମିଳୁଛନ୍ତି , ତେବେ ସେ ଆପଣଙ୍କୁ ପ୍ରେମ କରୁ ନାହାଁନ୍ତି ,ଏବଂ ତିନି ରେ ରହିଛି , ତୁମକୁ ଏକା ଏକା ଫିଲିଂ ଲାଗେ , ଆପଣ ମାନେ ରିଲେସନନ ରେ ରହି ମଧ୍ୟ ଆପଣଙ୍କୁ କଷ୍ଟ ମିଳି ଥାଏ ।

ସେମିତି ରେ ଗୋଟିଏ ସମୟ ଥିଲା ତାଙ୍କ ସହିତ ମିଶିିବା ଏବଂ ତାଙ୍କ ସହିତ କଥା ହେବା ପାଇଁ ବହୁତ ଭଲ ଲାଗୁଥିଲା ହେଲେ ଆଜିର ସମୟ ରେ ସେ ଆଉ ଟାଇମ୍ ଦେଉ ନାହାଁନ୍ତି । ଏବଂ ଆପଣଙ୍କୁ ଇଗନୋର ମଧ୍ୟ କରୁଛନ୍ତି । ତେବେ ନିଶ୍ଚିତ ଭାବେ ଆପଣଙ୍କୁ ଏକା ଏକା ଫଲିଂ ହେଉଛି। ତେବେ ଆପଣ ଙ୍କ ପ୍ର  ତି ତାଙ୍କକର ମୋଟେ ବି ପ୍ରେମ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ | ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ |

Leave a Reply

Your email address will not be published. Required fields are marked *