ଏବେ ନାସା କଣ ପାଇଁ ଚନ୍ଦ୍ରକୁ ଯିବା ପାଇଁ ଡରୁଛି, କଣ ପାଇଁ ଆଉ ଚନ୍ଦ୍ରକୁ ମଣିଷ ଯାଉ ନାହାନ୍ତି ତାର ରହସ୍ୟ ଜାଣନ୍ତୁ

ବିଶେଷ

ଚନ୍ଦ୍ର ଯାହାର ଗ୍ରଭିଟ୍ ପୃଥିବୀ ଗ୍ରଭିଟ୍ ଠାରୁ ୬ ଗୁଣ କମ ଏହା ଅର୍ଥ ଯଦି କୌଣସି ବ୍ୟକ୍ତି ର ଓଜନ ୬୦ କେଜି ହେଲେ ଚନ୍ଦ୍ର କୁ ଗଲା ବେଳେ ତାର ଓଜନ ୧୦ କେଜି ହେଇଯିବ । ଚନ୍ଦ୍ର ର ନାସା ର ଆପଲ୍ 11 ରେ ୨୦ ଜୁଲାଇ ୧୯୬୯ ରେ ଅନ୍ତରୀକ୍ଷରେ ପହଞ୍ଚିଥିଲା । ଏହା ପ୍ରଥମ ମାନବ ମିଶନ ଥିଲା ଯେବେ ମଣିଷ ପ୍ରଥମେ ଥର ପାଇଁ ପୃଥିବୀ ରୁ ବାହାରି ବାୟୁ ମଣ୍ଡଳ କୁ ଯାଇଥିଲା ।

ନିଲ ଆମଷ୍ଟ୍ରମ୍ ଚନ୍ଦ୍ରରେ ନିଜର ପାଦ ରଖି ଥିଲା ବ୍ୟକ୍ତି ଭାବେ ଇତିହାସ ରଚିଥିଲେ । ତା ପରେ ନାସା ବହୁତ୍ ଗୁଡାଏ ଚନ୍ଦ୍ର ମିଶନ କରିଥିଲା କିନ୍ତୁ ଆପଲ 17 ଶେଷ ଚନ୍ଦ୍ର ମିଶନ ହୋଇରହିଗଲା । ୪୭ ବର୍ଷ ହୋଇଗଲାଣି ଏହି ମିଶନ କୁ କିନ୍ତୁ ଆଯିପର୍ଜନ୍ତ ନାସା ଫୁଣି ଥରେ ଚନ୍ଦ୍ର ପୁଷ୍ଟ କୁ ଫେରି ଚାହିଁ ନଥିଲା ।

ହେଲେ କାହିଁକି ନାସା କୁ କଣ ଚନ୍ଦ୍ରରେ କିଛି ବି ସନ୍ଧାନ ମିଳିଲାନି । ନା ଚନ୍ଦ୍ର ରେ ଏଲିଅନ କୁ ଦେଖି ନାସା ଭୟଭୀତ ହୋଇଯାଇଛି ଆସନ୍ତୁ ଜାଣିବା କଣ ସତ୍ୟତା ରହିଛି

୧୯୬୨ ମସିହାରେ ପ୍ରଥମ ଥର ପାଇଁ ମାନବ ମିଶନ ପଠା ଯାଇଥିଲା ତା ପରେ ବି ନାସା ଚନ୍ଦ୍ର କେବେ ବି ଯାଇନି । ଆପଲ 17 ଯିବା ପୂର୍ବରୁ ନାସା ଆହୁରି ୬ ମାନବ ମିଶନ ପଠାଇ ଥିଲା, ୩ ବର୍ଷ ଭିତରେ କିନ୍ତୁ ତା ପରେ କେବେ ବି ଚନ୍ଦ୍ର ପୁଷ୍ଟ କୁ ନାସା ର କୌଣସି ରକେଟ୍ ଯାଇ ନାହିଁ । ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଥାଏ ।

ଲୋକ ମାନେ କିଛି ନା କିଛି ନା କଥା ବାର୍ତ୍ତା ହୁଅନ୍ତି ୟୁଫଓ ଏସପଟ ମାନେ ମଧ୍ୟ କହିଥିଲେ ଚନ୍ଦ୍ରରେ ଏଲିଆନ ମାନେ ଅଛନ୍ତି । ସେମାନେ ଚନ୍ଦ୍ରରେ ଅନ୍ଧାରିଆ ପାର୍ଶ୍ଵରେ ରୁହନ୍ତି ଯାହା କୁ ନାସା ସମ୍ପକର୍ କରିଥିଲା । ତେଣୁ ଏହି କଥା ସାରା ଦୁନିଆ ଜାଣି ଯିବା ବୋଲି ନାସା ଚନ୍ଦ୍ର କୁ ମାନବ ମିଶନ ପଠାଇ ବା ବନ୍ଦ କରିଦେଇଥିଲେ ।

କିନ୍ତୁ ଏ କଥା ଲୁଚି ରହି ପାରିଲାନି ନାସା ସହ କାମ କରୁଥିବା ଜଣେ ମହିଳା ଯାହାଙ୍କ ନାଁ ହେଉଛି ଡୋନାହାୟର, ସେ କହିଥିଲେ ଚନ୍ଦ୍ରରେ ଏହି ଅନ୍ଧାରୀ ପାର୍ଶ୍ଵରେ ରହି ଥିବା ଏହି ଏଲିଆନା ଆମ କୁ ଦୂରରୁ ଲକ୍ଷ କରୁଛନ୍ତି ଏମିତିକି ସେମାନେ ଆମଠୁ ଟେକ୍ନୋଲୋଜି ଦୃଷ୍ଟିରେ ରୁ ଆଗୁଆ ।

ଆହୁରି ମଧ୍ୟ ଏହି ଏଲିଆନା ମାନେ ଗୁପ୍ତ ଉପାୟରେ ପୃଥିବୀ ପୃଷ୍ଟ କୁ ଆସି ଥାନ୍ତି । ଏ ସବୁ ବିଷୟରେ ନାସା ଜାଣି ମଧ୍ୟ କେଜାଣି କାହିଁକି ନାସା ସାରା ଦୁନିଆ ଠାରୁ ଲୁଚେଇ ରଖିଛି । କିଛି ଲୋକ ଡୋନାଙ୍କର ଏହି ସାକ୍ଷାତକାରକୁ ମିଛ ବୋଲି କହିଥିଲେ । ତାହା ସହ କିଛି ନାଶା ନିଜର ପବ୍ଲିସିଟି ପାଇଁ ଏମିତି କରୁଛି ବୋଲି କହିଥିଲେ ।

ସେ ସମୟରେ ଆମେରିକା ଓ ରୁଷ ମଧ୍ୟରେ ଅନ୍ତରିକ୍ଷରେ ଶୀତଳ ଯୁଦ୍ଧ ଚାଲିଥିଲା । କାରଣ ନାସାକୁ ଟକ୍କର ଦେବା ପାଇଁ କେବଳ ରୁଷ ସକ୍ଷମ ଥିଲା । ନାସା ଚନ୍ଦ୍ର ପୃଷ୍ଟକୁ ଯିବା ପରେ ରୁଷ ଚନ୍ଦ୍ରକୁ ଯାଇଥିଲା । କିନ୍ତୁ ଆମେରିକା ଚାହୁଁନଥିଲା ତାର ରେକର୍ଡକୁ କେହି ଭାଙ୍ଗୁ ବୋଲି । ସେଥିପାଇଁ ନାସା ରୁଷ ସମେତ ଅନ୍ୟ ଦେଶ ମାନଙ୍କୁ ଡରେଇବା ପାଇଁ ଚନ୍ଦ୍ରରେ ଏଲିଅନ ଅଛନ୍ତି ବୋଲି ଖବର ପ୍ରଚାର କରିଲା ।

ସତରେ କଣ ଏଲିଅନ ଚନ୍ଦ୍ରରେ ଅଛନ୍ତି ଯାହା ଡରରେ ନାସା ଚନ୍ଦ୍ରକୁ ଯାଉ ନାହିଁ, ଆପଣଙ୍କୁ କଣ ଲାଗୁଛି ଆମକୁ କମେଣ୍ଟ ବକ୍ସରେ ଜଣାନ୍ତୁ . ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ | ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *