ଦେଖନ୍ତୁ ଭିଡିଓ – କିପରି ଅଷ୍ଟ୍ରେଲିଆର ଖେଳାଳୀ ସ୍ମିଥ ଚିଟିଂ କରୁଛନ୍ତି , ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି

ମନୋରଞ୍ଜନ

ଭାରତ କୁ ହରାଇବା ପାଇଁ ପଡିଆରେ ବେଇମାନ କଲେ ସ୍ମିଥ କିନ୍ତୁ କ୍ୟାମେରାରେ ଧରାପଡିଲା ଚିଟିଙ୍ଗୀ । ଭାରତୀୟ ଟିମ୍ ରେ ବେଷ୍ଟ ବୋଲୋର୍ ମହମ୍ମଦ ସିରାଜ ଜାତି ଆଣ ମନ୍ତବ୍ୟ ଶାନ୍ତ ପଡିନଥିବା ବେଳେ । ଟେଷ୍ଟ ଅଷ୍ଟରେଲିଆ ଖେଳାଳି ଆଉ ଏକ ହୀନ କାମ କରି ଟିମ୍ ଇଣ୍ଡିଆ କୁ ସମସ୍ୟା ରେ ପକାଇବେ ବୋଲି ଚେଷ୍ଟା କରିଥିଲେ ।

ଯାହାର ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ଭାଇରାଲା ହଉଚି । ବଲ ଟ୍ୟମାପରୀଙ୍ଗି ମାମଲାରେ ସ୍ମିଥ ସମଗ୍ର କ୍ରିଡା ଜଗତରେ ବହୁତ୍ ଅପମାନିତ ହୋଇଥିଲେ । ଏକ ବର୍ଷ ପ୍ରତି ବନ୍ଧକ ପରେ ସେ କ୍ରିକେଟ୍ କୁ ପରତ୍ୟାବର୍ତ୍ତନ କରିଥିଲେ । ଲାଗୁଚି ଧୀରେ ଧୀରେ ଏ ସବୁ ଜିନିଷ ଭୁଲି ବାକୁ ଲାଗିଲାଣି ସ୍ମିଥି ।

ଫୁଣି ଥରେ ସ୍ମିଥି ଏପରି ଏକ କାମ କରିଛନ୍ତି ଯାହା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯିଏ ଥରେ ବେଇମାନି କରେ ସିଏ ବାରମ୍ବାର ବେଇମାନୀ କରିଚାଲେ । ପ୍ରଶଂସକ ମାନେ ସ୍ମିଥିଙ୍କ ପାଇଁ ଏହି କଥା ବ୍ୟବହାର କରିଛନ୍ତି । ସୋସିଆଲ ମିଡିଆରେ କ୍ରିକେଟ୍ ପ୍ରସଙ୍ଗ ମାନେ ସ୍ମିଥି ଉପରେ ଅଧିକ କ୍ରୋଧିତ ଅଛନ୍ତି ।

ଆଉ ଟୁଇଟର ସ୍ମିଥି ନାଁ ରେ ଟ୍ରେଣ୍ଡେ ହଉଚି ଚିଟର , ତେବେ ପଞ୍ଚମ ତଥା ଅନ୍ତିମ ଭାରତ ଅବସର ବ୍ୟାଟସ୍ ମ୍ୟାନ ରିଶବ୍ ପନ୍ଥ ଏବଂ ପୂଜାର ଅଷ୍ଟ୍ରେଲିଆ ବୋଲର ମାନଙ୍କୁ କୁ ଜବରଦସ୍ତ ଧୁଲାଇ କରିଥିଲେ । ପନ୍ଥ ଦିନିକିଆ କ୍ରିକେଟ୍ ଭଳି ବ୍ୟାଟିଂ କରୁଥିଲେ ।

ପନ୍ଥ ଙ୍କ ଏଭଳି ଆକ୍ରମଣ ବ୍ୟାଟିଂ କରୁଥିବା ଦେଖି ସହି ପାରିନଥିଲେ ସ୍ମିଥି । ଆଉ ପନ୍ଥ ଙ୍କ ଧାନ୍ୟ ଭଗ୍ନ କରିବାକୁ ସ୍ମିଥି ହିନ ପ୍ରୟାସ କରିଛନ୍ତି । ଯାହା କ୍ୟାମେରାରେ ଦେଖି ବାକୁ ମିଳିଛି । ପଞ୍ଚମ ଦିନରେ ଟେଷ୍ଟ ସମୟରେ ସ୍ମିଥି କ୍ରିଜ୍ ପାଖକୁ ଚାଲି ଆସିଥିଲେ । ଏବଂ ବ୍ୟାଟସ ମ୍ୟାନ ବ୍ୟାଟ ଥୋଉଥିବ ସ୍ଥାନରେ ନିଜ ଜୋତା ରେ ଲିଭାଇବାକୁ ପ୍ରୟାସ କରିଥିଲେ ।

ସ୍ମିଥି ଙ୍କ ଏହା କାଯ୍ୟା ଷ୍ଟମ୍ପ ରେ ଲାଗିଥିବା କ୍ୟାମେରାରେ ଦେଖି ବାକୁ ମିଳିଛି । କିନ୍ତୁ ଅଷ୍ଟ୍ରେଲିଆ ଗଣମାଧ୍ୟମ ଏହା ଉପରେ ପରଦା ପକାଇବାକୁ ଚେଷ୍ଟା କରିଥିଲା । ଏବଂ ଏହି ସମୟରେ ଟିଭି ରେ ପୁରୁଣା ଫୁଟେଜ ଦେଖାଇ ଥିଲା ଅଷ୍ଟରେଲିଆ ମିଡ଼ିଆ । ତେବେ ସ୍ମିଥି ଏଭଳି କାମ କରୁଥିବା ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲା ହେବା କୁ ଲାଗିଛି ।

ତେବେ ଭିଡିଓ ରେ ଖେଳାଳି ଙ୍କ ମୁହଁ ଦେଖା ଯାଉନି । ହେଲେ ଯେଉଁ ଖେଳାଳି ପ୍ରିଜ୍ ରେ ଥିବା ମାର୍କ ଜୋତା ରେ ଲିଭାଇ ଚେଷ୍ଟା କରୁଛନ୍ତି ତାଙ୍କ ଜର୍ଶିରେ ନମ୍ୱର୍ ୪୯ ଲେଖା ହୋଇଥିବାର ସ୍ପଷ୍ଟ ଜଣା ପଡୁଛି , ଯାହା ହେଉଛି ସ୍ମିଥିଙ୍କ ଜର୍ଶିର ନମ୍ୱର୍ । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ | ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ |

Leave a Reply

Your email address will not be published. Required fields are marked *