ତେବେ ଏଥର ଆଇପିଏଲ ପୂର୍ବରୁ ଚେନ୍ନାଇ ସୁପର କିଂସ ର ହୋଇଛି ବଡ ପରିବର୍ତ୍ତନ | ପ୍ରଥମ ଥର ପାଇଁ ବଦଳିଲା CSK ର ଜର୍ସି | ସବୁଠୁ ବଡ ଏବଂ ସମ୍ମାନ ଜନକ କଥା ହେଉଛି ଜର୍ସି ରେ ଭାରତୀୟ ସେନା ମାନଙ୍କ ପାଇଁ ରହିଛି ଖାସ ସମ୍ମାନ | ତେବେ ଧୋନୀ ନୂଆ ଜର୍ସି ଲଞ୍ଚ କରିବା ପରେ ଏହି ଜର୍ସି ର ଫୋଟୋ ଏବେ ବହୁତ ଭାଇରାଲ ହେବାରେ ଲାଗିଛି | ତେବେ ଟୀମ ର ଜର୍ସି ପଛରେ ଟୀମ ର ସିଇଓ ଏସ . ବିଶ୍ଵନାଥ ସୁଚିତ କରିଛନ୍ତି | ଏବଂ ସେ ଟୀମ ର ଟୁଇଟର ପେଜ ରେ ସୁଚିତ କରିଛନ୍ତି |
ଏକ ଭିଡିଓ ରେ ଦେଖାଯାଇଛି ଯେ ଧୋନୀ ଟୀମ ର ଜର୍ସି ଏକ ବ୍ରିଫ କେସ ରୁ ବାହାର କରିଛନ୍ତି | ଏବଂ ଏହା ମଧ୍ୟ ଜାଣିରଖନ୍ତୁ ଯେ csk ୨୦୧୯ ମସିହାରେ ଭାରତୀୟ ସେନାକୁ ୨ କୋଟି ଟଙ୍କାର ଚେକ ମଧ୍ୟ ଦେଇଥିଲା | ତେବେ ଟୀମ ର କ୍ଯାପଟେନ ମହେନ୍ଦ୍ର ସିଂ ଧୋନୀ ଭାରତୀୟ ସେନାର ଲେଫ୍ଟ ହ୍ଯାନ୍ଡ କର୍ନେଲ ମଧ୍ୟ ରହିଛନ୍ତି |
ଦେଶରେ ୨୦୦୮ରେ ଆରମ୍ଭ ହୋଇଥିଲା ipl ସେବେ ଠାରୁ ଅନେକ ଟୀମ ଜର୍ସି ରେ ଅନେକ ପରିବର୍ତନ କରିଥିବା ବେଳେ csk କିନ୍ତୁ ସମାନ ଜର୍ସି ରେ ୨୦୦୮ ରୁ ଖେଳି ଆସୁଛି | ତେବେ ପ୍ରଥମ ଥର ପାଇଁ csk ଏଥିରେ ଭାରତୀୟସେନା କୁ ସାମିଲ କରିଛି | ତେବେ ଏହି ଜର୍ସି ଉପରେ ଫ୍ର୍ଯାନଚାଇସ ଲୋଗ ଉପରେ ତିନୋଟି ଷ୍ଟାର ଲାଗିଛି | ଯାହା ଟୀମ ର ୨୦୧୦,୨୦୧୧ ଏବଂ ୨୦୧୮ ର।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।