ପୁଅକୁ କ୍ରିକେଟର ବନାଇବା ପାଇଁ ପୁଲିସ୍ ଚାକିରି ଛାଡ଼ିଥିଲେ ବାପା || ଏବେ ପୁଅ IPLରେ କରିବ କ୍ୟାପଟେନ୍ସି

ଦର୍ଶକ ବନ୍ଧୁ ଆଜିଠୁ ଆରମ୍ଭ ହବା କୁ ଯାଉଛି ଆଇପିଏଲ ମ୍ୟାଚ୍ ୨୦୨୧ । ଏହି ମ୍ୟାଚ୍ ପୂର୍ବରୁ ସମସ୍ତ ଟିମି ର ଖେଳାଳି କରୁଛନ୍ତି ଜୋରଦାର ଅଭ୍ୟାସ । ଆଇପିଏଲ ର ପ୍ରଥମ ଟାଇଟଲ ବିଜେତା ରାଜସ୍ଥାନ ରୟାଳସ୍ ଦ୍ଵିତୀୟ ଥର ଟ୍ରଫି ହାତେଇବା ପାଇଁ ଚଳାଇଛି ଜୋରଦାର ପ୍ରସ୍ତୁତି । ଚଳିତ ଆଇପିଏଲ ସଂସ୍କରଣ ରେ ରାଜସ୍ଥାନ ରୟାଳସ୍ ଟିମ୍ କୁ ମ୍ୟାନେଜମେଣ୍ଟ ସଞ୍ଜୁ ସାମସନ୍ ଙ୍କୁ ଦଳ ର ଅଧିନାୟକ ପଦ୍ ଦେଇଛି […]

Continue Reading

ପ୍ରେମିକ ବୋହିବେ ପ୍ରେମିକା ଙ୍କ ହେଲମେଟ ଖର୍ଚ !! ଆଶ୍ଚର୍ଯ ଲାଗିଲେ ବି ସତ

କମିଶନରେଟ ପୋଲିସ କୁ ଲୋକଙ୍କ ସୁରକ୍ଷା ଚିନ୍ତା ।ଏବେ ଆଉ ଗୋଟିଏ ନୁହେଁ ଏବେ ସବୁ ବାଇକ ବାଲା ଦୁଇଟି ହେଲମେଟ ପିନ୍ଧିବାକୁ ବାଧ୍ୟ ।ଚଲେଇବା ବାଲା ପିନ୍ଧିବେ ଓ ବସିଲା ବାଲା ବି ପିନ୍ଧିବେ ହେଲମେଟ। ଏହି ନିୟମ ଯଦି ଓ ଲୋକଙ୍କ ସୁରକ୍ଷା ପାଇଁ କରାଯାଇଛି କିନ୍ତୁ ଏହା ଦ୍ୱାରା ଯୁବ ପିଢ଼ି ବହୁତ ହଟ ହଟା ହେଉଛନ୍ତି। ନା ନିଜ ଦୁଃଖ କାହାକୁ କହିପାରୁଛନ୍ତି ନା ସହିପାରୁଛନ୍ତି।କଥା କଣ କି ପୋଲିସ ଵାଲା […]

Continue Reading

ସରକାର ଙ୍କ ଘୋଷଣା ! ୧୦ ଦିନ ଯାଏଁ ଲାଗୁହେବ ଲକଡାଉନ

ଦେଶରେ ଦ୍ଵିତୀୟ ଲଢେଇ ସାଂଘାତିକ ହେଉଛି | ସଂକ୍ରମଣ ବ୍ୟାପୁଥିବାରୁ ଛତିଶଗଡର ରାୟପୁର ଜିଲ୍ଲାରେ ଦଶ ଦିନ ପାଇଁ ଲକଡାଉନ ହେବ | ତେବେ ଏହି ଲକଡାଉନ ସମୟରେ କେବଳ ଜରୁରୀ କାଳୀନ ସେବା କୁ ଛାଡିଦେଲେ ବାକି ସବୁ ବନ୍ଦ ରହିବ | ତେବେ ଏପ୍ରିଲ ୯ ରୁ ଆରମ୍ଭକରି ୧୯ ପର୍ଯ୍ୟନ୍ତ ଲକଡାଉନ ରହିବ ବୋଲି ଘୋଷଣା କରିଛନ୍ତି ଛତିଶଗଡ ସରକାର | ତେବେ ଏନେଇ ପୁରା ଜିଲ୍ଲାକୁ କନ୍ଟେନ୍ଟ ମେଣ୍ଟ ଜୋନ ବୋଲି […]

Continue Reading

ଦେଖନ୍ତୁ , ସଙ୍କଟ ମୋଚନ ଙ୍କୁ ହାତ ଯୋଡି ପ୍ରଣାମ କଲେ || ତା ପରେ ସେହି ଭଗବାନ ଙ୍କ ନିକଟରୁ ହିଁ ତାଙ୍କରି ଗହଣା କୁ ଲୁଟି ନେଲେ

ଘୋର କଳି କାଳ ଘୋର କଳି କାଳ |ଏବେ ଆମେ ଜଣେ ଭକ୍ତ ଙ୍କୁ ଦେଖିବା |ଯାହା କୁହନ୍ତୁ ବ୍ୟକ୍ତି ଙ୍କ ଭକ୍ତି କୁ ମାନି ବାକୁ ପଡିବ |ଘୋର କଲି ଯୁଗର ଉଦାହରଣ ହେଲେ ସେ |କି ଯୁଗ ହେଲା ଦେଖନ୍ତୁ |ପ୍ରଥମେ ଠାକୁର ଙ୍କୁ ମୁଣ୍ଡିଆ ମାରି ମନସ୍କାମନା ପୂରଣ ହେବାକୁ ପ୍ରାର୍ଥନା କଲେ |ସଙ୍କଟ ମୋଚନ ଙ୍କୁ ହାତ ଯୋଡି ପ୍ରଣାମ କଲେ |ତାଙ୍କୁ ସଙ୍କଟ ଦୂର କରିବାକୁ ଗୁହାରି ବି ମଧ୍ୟ […]

Continue Reading

ମାଡି ଆସୁଛି ପ୍ରଳୟଙ୍କାରୀ ବର୍ଷା !! ଆଜି ୭ ଜିଲ୍ଲାରେ ବର୍ଷା ଆଶଙ୍କା ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ବର୍ଷା . . .

ମାଡି ଆସୁଛି ପ୍ରଳୟଙ୍କାରୀ ବର୍ଷା | ତେବେ ଆଜି ସାତଟି ଜିଲ୍ଲାରେ ବର୍ଷାର ଆଶଙ୍କା | ତେବେ ଗୋଟିଏ ଦୁଇଟି ଜାଗାରେ କାଳବୈଶାଖୀ ର ଆଶଙ୍କା ନେଇ ପାଣିପାଗ ବିଭାଗ ର ପୂର୍ବନୁମାନ | ତେବେ ଆଜି ସାତଟି ଜିଲ୍ଲାରେ ବର୍ଷା ର ଆଶଙ୍କା ରାୟଗଡ , କୋରାପୁଟ,ଗଜପତି ,ମୟୂରଭଞ୍ଜ , କେନ୍ଦୁଝର, ଭଦ୍ରକ ଏବଂ ବାଲେଶ୍ଵର ଜିଲ୍ଲାରେ ସ୍ୱଳ୍ପ ରୁ ମାଧ୍ୟମ ଧାରଣ ର ବର୍ଷା ହେବ | ତେବେ ଗୋଟେ ଦୁଇ ଟି ଜାଗାରେ […]

Continue Reading

ଜାଣନ୍ତୁ , ଏହି ବିଶେଷ କାରଣ ପାଇଁ ଚର୍ଚ୍ଚା ରେ ପ୍ରଧାନମନ୍ତ୍ରୀ ଙ୍କ ଦାଢି

ସେଲିବ୍ରେଟି ମାନେ ଚର୍ଚ୍ଚା ରେ ରହିବା ସ୍ଵାଭାବିକ କଥା |ଏବେ କିନ୍ତୁ ଆମ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ଦାମୋଦର ମୋଦୀ ମଧ୍ୟ କୌଣସି ନା କୌଣସି କାରଣ ପାଇଁ ସବୁବେଳେ ଚର୍ଚା ରେ ରହୁଛନ୍ତି |ଏବେ ଆମ ପ୍ରଧାନ ମନ୍ତ୍ରୀ ତାଙ୍କ ଦାଢି ପାଇଁ ଚର୍ଚା ରେ ଅଛନ୍ତି |ଚା ସହ ଆଲୋଚନାରେ ରହୁଛି ମୋ  ଦୀ ଙ୍କ ଦାଢି |ସୋସିଆଲ ମିଡିଆରେ ବି ମୋଦୀ ଙ୍କ ଦାଢି ର ଫୋଟୋ ବହୁ ମାତ୍ରା ରେ ଅପଲୋଡ ହେବା […]

Continue Reading

କୋର୍ଟ ଦେଲେ ଗୁରୁତ୍ଵପୂର୍ଣ ରାୟ || ମାସ୍କ ପିନ୍ଧିବା ଜରୁରୀ କି ନୁହେଁ ଜାଣନ୍ତୁ ?

ରାଜନୈତିକ କାର୍ଯ୍ୟକ୍ରମରେ ଜରୁରୀ ନୁହେଁ କିକ ମାସ୍କ ?? | କଣ କହିଲେ ଦିଲ୍ଲୀ ହାଇ କୋର୍ଟ ?? ଫାଇନ କଟୁଥିବାରୁ ବିରକ୍ତ ହେଉଥିଲେ କି ଲୋକେ ?? ମାସ୍କ କୁ ନେଇ ଗୁରୁତ୍ବପୂର୍ଣ ସୁନାନି କରିଛନ୍ତି ଦିଲ୍ଲୀ ହାଇକୋର୍ଟ | କେତେକ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଉପରେ ସମ୍ପୃକ୍ତ ବ୍ୟକ୍ତି ମାନଙ୍କ ଲାଗି ମାସ୍କ ପିନ୍ଧିବା ବାଧ୍ୟତାମୂଳକ କି ନୁହେଁ ବୋଲି ଗୁରୁବାର ଦିନ ଦିଲ୍ଲୀ ହାଇକୋର୍ଟ ନିର୍ବାଚନ କମିଶନ କୁ ପଚାରିଛନ୍ତି | […]

Continue Reading

ପୁଣି ଫେରୁଛନ୍ତି ପ୍ରବାସୀ ଓଡିଆ ! ଏପ୍ରିଲ 10 ପୁରା ଓଡିଶା ଲକ୍ ଡାଉନ୍

ଲକ୍ ଡାଉନ୍ ଭୟ ପୁଣି ଘର ମୁହାଁ ହେଲେଣି ପ୍ରବାସୀ ଶ୍ରମିକ । ଏପ୍ରିଲ୍ ୧୦ ରୁ ପୁଣି ଥରେ ହୋଇପାରେ ଲକ୍ ଡାଉନ୍ । ଏହି ଲକ୍ ଡାଉନ୍ ରେ କଣ ଖୋଲା ରହିବ କଣ ବନ୍ଦ ହବ ଆସନ୍ତୁ ଜାଣିବା । ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ କାରୋନା ର ବର୍ତମାନ ଦ୍ଵିତୀୟ ଲହରୀ ସାରା ଦେଶ ରେ ପ୍ରଭାବ ପକେଇଛି । କାରୋନା ର ଭାରତ ରେ ପ୍ରବେଶ କରିବା […]

Continue Reading

ମିଛ କାଳେସୀ ,ମିଛ ରୋଲ , ଆଜି ବି ଅନ୍ଧ ବିଶ୍ବାସରେ ବଞ୍ଚୁଛି ମଣିଷ . . .

ଯୁଗ ଆସି କେଉଁଠାରେ ପହଞ୍ଚିଲାଣି | ପ୍ରତେକ ଜିନିଷରେ ପ୍ରମାଣ ଏବଂ ଲଜିକ ଖୋଜୁଛନ୍ତି ଲୋକମାନେ | ହେଲେ ଏଠାରେ ଝିଅ ଦେହରେ ଦେବାଦେବୀ ପସି ନାଚ କରୁଛନ୍ତି | ଆଉ କିଛି ଲୋକ ଅଛନ୍ତି ଯେଉଁ ମାନେ ଏସବୁକୁ ସତ ଭାବି ନିଜକୁ କାଳେସୀ ଙ୍କ ପାଖରେ ସମର୍ପଣ କରୁଛନ୍ତି | ଏହା କନ୍ଧମାଳ ଜିଲ୍ଲାର ବାଲିଗୁଡା ଥାନା ଅନ୍ତର୍ଗତ ଡିଙ୍ଗିଲିକିଆ ଗ୍ରାମ ର ଘଟଣା | ଏଠାରେ ଜଣେ ଜିନ୍ସ ପିନ୍ଧା ଝିଅ ଙ୍କୁ […]

Continue Reading

ଦିନେ ଥିଲେ ମିଷ୍ଟର ଓଡିଶା, ଆଜି ସେ ଯକ୍ଷ୍ମା ରୋଗ ରେ ପୀଡିତ ,ସହାୟତା ପାଇଁ ଗୋଟିଏ ସେୟାର ଅବଶ୍ୟ କରନ୍ତୁ

ଥରେ ନୁହେଁ କି ଦୁଇ ଥର ନୁହେଁ ତିନି ତିନି ଥର ନିଜ ନାଁ କୁ ଅପିଲ କରି ଓଡିଶା କୁ ଗୌରବ ଆଣିଦେଇଥିଲେ | ହେଲେ ଏବେ ସେ ଅବହେଳିତ | ରାଉରକେଲା ସହରର ଅଭିରାମ ପଲ୍ଲୀ ବସ୍ତିର ସନ୍ତୋଷ ଜେନା | ଯକ୍ଷ୍ମା ରୋଗ ରେ ପୀଡିତ ହୋଇ ଖୋଜୁଛନ୍ତି ସହାୟତା | ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ବେସ ଚର୍ଚିତ ଥିବା ସନ୍ତୋଷ ଏବେ ଚାଲିବା ପାଇଁ ମଧ୍ୟ ଅସମର୍ଥ | ଘରର ଆର୍ଥିକ […]

Continue Reading