ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ସମୟ ରେ ବହୁତ କିଛି ଭିଡିଓ ଆମେ ମାନେ ସୋସିଆଲ୍ ମିଡ଼ିଆ ଦ୍ବାରା ଦେଖି ପାରୁ । ସୋସିଆଲ୍ ମିଡ଼ିଆ ପେଜ ଖୋଲିବା ମାତ୍ରେ କିଛି ନା କିଛି ନୂଆ ଭିଡିଓ ଦେଖି ବାକୁ ମିଳେ । ବର୍ତ୍ତମାନ ସମୟ ରେ ସୋସିଆଲ୍ ମିଡ଼ିଆ ଏପରି ଏକ ପ୍ଲାଟଫର୍ମ ବନି ସାରିଛି ଜାହା କି ସମସ୍ତ ଙ୍କ ପାଇଁ ଅତି ପ୍ରିୟ ପ୍ଲାଟଫର୍ମ ବନି ସାରିଛି । ଯାହା ଦ୍ବାର ସୋସିଆଲ୍ ମିଡ଼ିଆ ରେ ଗୋଟିଏ ଭିଡିଓ ଛାଡିଲେ ତାହା ବହୁତ କମ ସମୟ ରେ ସମସ୍ତ ଙ୍କ ପାଖ କୁ ପହଞ୍ଚି ଯାଉଛି ଅଥବା ସେ ଭିଡିଓ ଟି ବହୁତ ଶୀଘ୍ର ଭାଇରାଲ ହେଉଛି ।
ତେବେ ସୋସିଆଲ୍ ମିଡ଼ିଆ ରେ ଆମେ କାହାର ବି ଡିଟେଲ୍ସ ଦରକାର ହେଲେ ଅତି ସହଜ ରେ ମିଳି ଯାଏ । ବର୍ତ୍ତମାନ ପାଇଁ ସୋସିଆଲ ମିଡ଼ିଆ ଏମିତି ଏକ ପାର୍ଟଫର୍ମ ସାଜି ସାରିଛି ଯାହା ଲୋକ ମାନଙ୍କ ମଧ୍ୟ ରେ ଥିବା ଟ୍ୟାଲେଣ୍ଟ ଗୁଡିକୁ ଖୋଜି ଖୋଜି ବାହାର କରିବାରେ ମଧ୍ୟ ସକ୍ଷମ ହୋଇ ପାରିଛି । ତାହା ସହ ଆମେ ମାନେ ବହୁତ ଦେଶ ବିଦେଶ ରେ ଥିବା ଲୋକ ଙ୍କ ସହ ସମ୍ପର୍କ ମଧ୍ୟ ରଖି ଥାଉ ଆଉ କିଛି ନୁଆ ନୂଆ ବହୁତ କିଛି ଜାଣି ହୁଏ ସୋସିଆଲ୍ ମିଡ଼ିଆ ଦ୍ବାରା ।
ତେବେ ଆପଣ ମାନେ ମଧ୍ୟ ଜାଣିଥିବେ କି ସୋସିଆଲ୍ ମିଡ଼ିଆ ରେ ବହୁତ ସାରା ଭିଡିଓ ଭାଇରାଲ୍ ହେଉଛି ଯେପରି କି କମେଡି ହଉ କି ଇମୋସ୍ନାଲ୍ ଭରା ଭିଡିଓ ସବୁ ଭେରାଇଟିର ଭିଡିଓ ଦେଖିବାକୁ ମିଳେ । ତେବେ ଆପଣ ମାନେ ଯଦି ସମ୍ପୁର୍ଣ୍ଣ ବିବରଣୀ କୁ ଜାଣିବାକୁ ଚାହୁଁଥିବେ ତେବେ ଆପଣ ମାନେ ଆମର ଏହି ଲେଖାଟିକୁ ପ୍ରଥମ ରୁ ଶେଷ ଯାଏଁ ପଢନ୍ତୁ ତେବେ ଯାଇ ଆପଣ ମାନେ ଜାଣି ପାରିବେ ସମ୍ପୁର୍ଣ୍ଣ ତଥ୍ୟ ଟିକୁ ତେବେ ଆସନ୍ତୁ ଜାଣିବା ସମ୍ପୁର୍ଣ୍ଣ ତଥ୍ୟ ଟିକୁ ।
ଆପଣ ମାନେ ସୁର ରାଓତ୍ ରାଏ ଙ୍କୁ ବହୁତ ଭଲ ଭାବରେ ଜାଣିଥିବେ । ସେ କଂଗ୍ରେସ ର ସିନିୟର୍ ଏମଏଲ୍ ଅଛନ୍ତି ।ସୁର ରାଓତ୍ ସବୁବେଳେ ଚର୍ଚ୍ଚା ରର ଥାଆନ୍ତି । ତାଙ୍କ ନାଁ କୁ କହିଲେ ତାଙ୍କୁ ସମସ୍ତେ ଜାଣି ଥାନ୍ତି । ଛୋଟ ରୁ ବଡ଼ ସମସ୍ତେ ତାଙ୍କୁ ଚିହ୍ନି ଛନ୍ତି । ସବୁବେଳେ ସମସ୍ତ ଙ୍କ ଉପରେ ତାଙ୍କ ନଜର ଆଉ ସମସ୍ତ ଙ୍କ ନଜର ତାଙ୍କ ଉପରେ । ତେବେ ଏବେ ସେ ଫୁଣି ନଜର ରେ ଆସିଛନ୍ତି ସୋସିଆଲ୍ ମିଡ଼ିଆ ରେ । ତାଙ୍କୁ ପୋଲିସ ଟେକି କି ନେଇ ଯାଉଥିବାର ନଜର ରେ ଆସିଛନ୍ତି । ଆଉ ସେ ବହୁତ ଚିଲେଉଛନ୍ତି । ଏହି ପରି ଭାବରେ ନଜର ରେ ଆସିଛନ୍ତି ସୁରରାଓତ୍ ରାଏ ।