(Breaking News) ବଡ ଖବର : ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେଲେ ଅଭିନେତ୍ରୀ ପ୍ରକୃତି ମିଶ୍ର(Prakruti Mishra) ,କହିଲେ ଏମିତି କିଛି … ଦେଖନ୍ତୁ

ବିଶେଷ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଓ ଏହି ଅଭିନେତା ଓ ଅଭିନେତ୍ରୀ ମାନେ ସୋସିଆଲ ମିଡ଼ିଆ ରେ ବେଶ୍ ସକ୍ରିୟ ରହିବା ସହ ବେଳେ ନିଜ ବ୍ୟକ୍ତିଗତ ଜୀବନ ର କିଛି ଦୃଶ୍ୟ କୁ ନେଇ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ରୁହନ୍ତି ।

ତାହେଲେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଚେନ୍ନାଇ ରୁ ଫେରିବା ପରେ ଦୀର୍ଘ ୨୪ ଘଣ୍ଟା ପରେ ବାଳକୁନି କୁ ଆସିଲେ ବାବୁଶାନ ଓ ସାଙ୍ଗ ରେ ମାଆ ଅପରାଜିତା । ଗଣ ମାଧ୍ୟମ ଙ୍କୁ ହାତ ଯୋଡ଼ି ଧନ୍ୟବାଦ୍ ଦେବା ସହ କହିଛନ୍ତି ନିଜ ପରିବାର ପାଖ ରେ ଥିବାରୁ ବହୁତ ଖୁସି ଲାଗୁଛି । ଠିକ୍ ସମୟ ରେ ଠିକ୍ ଜିନିଷ କହିବି ।

ତାହେଲେ ଏପଟେ ଅପରାଜିତା ମହାନ୍ତି କହିଛନ୍ତି ତାଙ୍କ ଦେହ ଅସୁସ୍ଥ ଥିବା ରୁ ସେ ଦୁଇ ଦିନ ଗଲେ ଗଣ ମାଧ୍ୟମ ଙ୍କୁ ସୁଚନା ଦେବେ । ପରିବାର ସହ ଖୁସି ରେ ଥିଲେ ମଧ୍ୟ ସେ କେବେ ଫେରିବେ ନିଜ ପତ୍ନୀ ଓ ପୁଅ ପାଖ କୁ ଯାହାକି ବର୍ତ୍ତମାନ୍ ସମୟ ର ବଡ ଖବର । ଚେନ୍ନାଇ ରୁ ଆସି ବାପା ମା ଙ୍କୁ ତ ଭେଟି ନେଲେ କିନ୍ତୁ କେବେ ଭେଟିବେ ନିଜ ପତ୍ନୀ ତୃପ୍ତି ଙ୍କୁ ।

ଏପଟେ ଏବେ ଏବେ ଘରର ଛାତ ଉପରକୁ ଆସି ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେଲେ ଅଭିନେତ୍ରୀ ପ୍ରକୃତି ମିଶ୍ର। କହିଲେ- ‘ଆପଣ ଆସିଥିବାରୁ ଧନ୍ୟବାଦ, ସମୟ ଆସିଲେ ସବୁ କଥା କହିବି।’ କିନ୍ତୁ ଭାଇରାଲ ଅଡ଼ିଓ ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେଲେନି । ଏପଟେ ବିବାଦ ପରେ ବିଜ୍ଞାପନ ହୋର୍ଡ଼ିଂରୁ ହଟିଲେ ଅଭିନେତ୍ରୀ ପ୍ରକୃତି ମିଶ୍ର   । ତେବେ ବାବୁସାନ ଓ ପ୍ରକୃତି ଙ୍କ ଆଗକୁ କେଉଁ ଗତି ନେଉଛି ଦେଖିବାକୁ ରହିଲା ।

 

Leave a Reply

Your email address will not be published.