(Breaking News) ପ୍ରଥମ ଥର ପୁଅ ର ଜନ୍ମ ଦିନ ଧୂମ ଧାମ ରେ ପାଳିଲେ ଅଭିନେତ୍ରୀ ମାନିନୀ (manini) – ଦେଖନ୍ତୁ ଭିଡିଓ

ବିଶେଷ

ବନ୍ଧୁଗଣ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପ୍ରିୟ , କିଏ ଚଳଚ୍ଚିତ୍ର ରେ ନିଜ ଅଭିନୟ ଦେଖାଇ ବେଶ୍ ଲୋକ ପ୍ରିୟ ତ ଆଉ କିଏ ଧାରାବାହିକ ରେ ନିଜ ଅଭିନୟ ଦେଖାଇ ବେଶ୍ ଲୋକ ପରିଚିତ ।

 

 

ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ପ୍ରାୟତ ଅଧିକ ସମୟ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ସକ୍ରୀୟ ରହି ଥାଆନ୍ତି । ଏହି ଅଭିନେତ୍ରୀ ମାନେ ବେଳେ ବେଳେ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ରୁହନ୍ତି , ହଁ ବନ୍ଧୁ କିଏ ନିଜ ସୁଟିଂ ସେଟ ର ଭିଡିଓ କୁ ନେଇ ଚର୍ଚ୍ଚା ରେ ରହୁଛନ୍ତି ତ ଆଉ କିଏ ନିଜ ବ୍ୟକ୍ତିଗତ ଜୀବନ ର ଭିଡିଓ କୁ ନେଇ ।

 

 

ବର୍ତ୍ତମାନ୍ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଅଭିନେତ୍ରୀ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି । ଏହି ଅଭିନେତ୍ରୀ ଜନକ ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ଅଭିନେତ୍ରୀ ମାନିନୀ । ଏହି ଅଭିନେତ୍ରୀ ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ । ଆମ ଓଡ଼ିଆ ଧାରାବାହିକ ଜଗତ ର ଜଣେ ଲୋକ ପରିଚିତ ଅଭିନେତ୍ରୀ ।

 

 

ତାହେଲେ ବନ୍ଧୁଗଣ ଆପଣ ମାନେ ମାନିନୀ ଙ୍କୁ ବହୁ ସାରା ଧାରାବାହିକ ରେ ମୁଖ୍ୟ ଅଭିନେତ୍ରୀ ଚରିତ୍ର ରେ ଅଭିନୟ କରିଥିବା ର ଦେଖିଥିବେ । ନିଜ ଜବରଦସ୍ତ ଅଭିନୟ ପାଇଁ ମାନିନୀ ଆଜି ସାରା ଓଡ଼ିଶା ର ଘର୍ ଘରେ ପରିଚିତ । ମାନିନୀ ଙ୍କ ସବୁଠାରୁ ବେଶ୍ ଲୋକ ପ୍ରିୟ ଧାରାବାହିକ ଟି ହେଉଛି ମାନିନୀ ଧାରାବାହିକ ।

 

ଏହି ଧାରାବାହିକ ବେଶ୍ ଲୋକ।ପରିଚିତ କରାଇବା ସହିତ ଓଡ଼ିଶା ର ଘରେ ଘରେ ପରିଚିତ ହୋଇ ପାରିଥିଲେ ମାନିନୀ ନାମ ରେ । ନିଜ ଅଭିନୟ ପାଇଁ ସେ ଦର୍ଶକ ମାନ ଙ୍କ ହୃଦୟ ରେ ଏକ ସ୍ବତନ୍ତ୍ର ସ୍ଥାନ ପାଇଥିଲେ , ଦର୍ଶକ ମାନେ ମଧ୍ୟ ତାଙ୍କ ଅଭିନୟ କୁ ବହୁତ୍ ସାରା ଭଲ ପାଇବା ଦେଇଥିଲେ ।

 

 

 

ପରବର୍ତ୍ତୀ ସମୟ ରେ ଏହି ଅଭିନେତ୍ରୀ ଜନକ ଅଭିନୟ ଦୁନିଆ ରୁ ଦୂରେଇ ହୋଇ ଯାଇଥିଲେ । ବର୍ତ୍ତମାନ୍ ସମୟ ରେ ଏହି ଅଭିନେତ୍ରୀ ଜଣକ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି , ହଁ ବନ୍ଧୁ ସୋସିଆଲ ମିଡ଼ିଆ ରେ ଏକ ଭିଡିଓ ଦେଖିବାକୁ ମିଳିଛି ଓ ଏହି ଭିଡିଓ ଅଭିନେତ୍ରୀ ମାନିନୀ ନିଜ ପୁଅ ର ଜନ୍ମ ରେ ନିଜ ସ୍ବାମୀ ଓ ପରିବାର ଲୋକ ଙ୍କ ସହିତ ବେଶ୍ ଧୁମ୍ ଧାମରେ କରୁ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।।

Leave a Reply

Your email address will not be published.