ଝିଅ ମାନଙ୍କ ଇଛା ପୁରା କରିବାକୁ ଯାଇ ସ୍ତ୍ରୀ ରଞ୍ଜିତା ରାଇମୋହନଙ୍କୁ(Raimohan) ଏକା କରିଦେଇଥିଲେ , ଏହି ବ୍ୟକ୍ତି ଦେଲେ ଚାଞ୍ଚଲ୍ୟକର ବୟାନ\ ॥ ଦେଖନ୍ତୁ

ବିଶେଷ

ଓଲିଉଡର ଲୋକପ୍ରିୟ ଅଭିନେତା ତଥା ଘରେ ଘରେ ଯାତ୍ରା ଜଗତର ଜଣାଶୁଣା କଳାକାର ରାଇମୋହନ ପରିଡ଼ାଙ୍କ ଆ-ତ୍ମ-ହ-ତ୍ୟା ନେଇ ବଢୁଛି ସ-ନ୍ଦେ-ହ। ସମ୍ମାନ ଓ ପ୍ରସିଦ୍ଧିରେ ବେଶ୍‌ ଉଚ୍ଚ ସୋପାନକୁ ଯାଇଥିବା ଏହି ବିଶିଷ୍ଟ ଅଭିନେତା ହଠାତ୍‌ କାହିଁକି ଏପରି ଚରମ ନିଷ୍ପତ୍ତି ନେଲେ ତାହା ଏବେ ବେଶ୍‌ ରହସ୍ୟଜନକ ହୋଇପଡ଼ିଛି।

ଯଦିଓ ଶବ ବ୍ୟବଚ୍ଛେଦ ରିପୋର୍ଟ ରେ ସେ ଆତ୍ମହତ୍ୟା କରିଥିବା ନେଇ ସ୍ପଷ୍ଟ ହୋଇଛି ହେଲେ ସେ କେଉଁ କାରଣ ପା-ଇଁ ଆ-ତ୍ମ-ହ-ତ୍ୟା ଭଳି ଚରମ ନିଷ୍ପତି ନେଲେ ତାହାର କାରଣ ଏବେ ବି ଅସ୍ପଷ୍ଟ ହୋଇ ରହିଛି। ଏଭଳି ଜଣେ ଖୁସି ମିଯାଜ୍ ଓ ଆ-ତ୍ମ-ହ-ତ୍ୟା କୁ ଘୃ-ଣା କରୁଥିବା ଲୋକ ଆ-ତ୍ମ-ହ-ତ୍ୟା କରିବା କଥାକୁ ଏବେ ବି ବିଶ୍ୱାସ କରିପାରିନାହାନ୍ତି ସାଥି କଳାକାର ବା ପଡୋଶୀ।

 

କୁହାଯାଉଛି ପାରିବାରିକ କଳହ ରାଇମୋହନ ପରିଡା ଙ୍କ ଆ-ତ୍ମ-ହ-ତ୍ୟା ର ଏକ ମୁଖ୍ୟ କାରଣ। କିଛି ଦିନ ହେବ ରାଇମୋହନ ଙ୍କ ପରିବାରରେ କଳହ ଲାଗି ରହିଥିଲା। ସେହି କାରଣକୁ ନେଇ ମାନସିକ ସ୍ତରରେ ଭାଙ୍ଗି ପଡ଼ି ସେ ଆ-ତ୍ମ-ହ-ତ୍ୟା କରିଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ତେବେ ଏ ସମ୍ବନ୍ଧରେ ବି ରାମଚନ୍ଦ୍ର କୁହନ୍ତି, ଯେହେତୁ ରାଇମୋହନ ଙ୍କର ପୁଅ ନଥିଲେ ତେଣୁକରି ଦୁଇ ଝିଅଙ୍କ ମଧ୍ୟରେ ସମ୍ପତ୍ତି ବଣ୍ଟା କୁ ନେଇ ଘରେ କଳହ ସୃଷ୍ଟି ହୋଇପାରେ। ରାଇମୋହନ ଙ୍କ ସାନ ଝିଅ ମଧ୍ୟ ଓକିଲାତି ପଢିବାକୁ ଚାହୁଁଥିଲେ। ଯେଉଁଥି ପାଇଁ ୭-୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାନ୍ତା। ବୋଧହୁଏ ରାଇମୋହନ ଏହି ଟଙ୍କା ଯୋଗାଡ କରିବାରେ ସଫଳ ହୋଇନଥିଲେ। ଏହି ସବୁ କାରଣକୁ ଘରେ ଝଗଡା ସୃଷ୍ଟି ହୋଇଥାଇପାରେ “।

ସେ ଆହୁରି ମଧ୍ୟ କହିଛନ୍ତି, ଯଦି ଘରେ କଳହ ସୃଷ୍ଟି ହୋଇଥିବ ତାହାଲେ ବୋଧ ହୁଏ ରାଇମୋହନ ଙ୍କ ପତ୍ନୀ ଝିଅ ମାନଙ୍କ ପକ୍ଷ ନେଇଥିବେ ଯାହାଫଳରେ ରାଇମୋହନ ଏକା ହୋଇଯାଇଥିଲେ। ସବୁଠୁ ବଡ଼ ଜିନିଷ ହେଉଛି, ଝିଅ ଓ ରଞ୍ଜିତା ମ୍ୟାଡ଼ାମ ଦୁହେଁ ରାଇମୋହନ ଙ୍କୁ ଏକା ଛାଡି ଚାଲିଯାଇଥିଲେ। ଯାହା ଫଳରେ ମାନସିକ ଚାପରେ ଆସି ସେ ଏଭଳି ପଦକ୍ଷେପ ନେଇଥାଇପାରନ୍ତି”।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

Leave a Reply

Your email address will not be published.