(Breaking News)ବର୍ଷାଙ୍କୁ ବିବାହ କରିବେ ଟୁଙ୍ଗୁରୁ। ଭାଇରାଲ ହେଲା ଟୁଙ୍ଗୁରୁ ଓ ବର୍ଷା ଙ୍କ କଲ୍ ରେକର୍ଡ … ଦେଖନ୍ତୁ

ବିଶେଷ

କିଛି ଦିନ ହେବ ସାରା ଓଡ଼ିଶାରେ ଚର୍ଚ୍ଚାର ବିଷୟ ପାଲଟିଥିବା ବର୍ଷା ଓ ଟୁଙ୍ଗୁରୁ ଭୋଳ ଙ୍କ ମାମଲା ବିଷୟରେ ତ ଆପଣମାନେ ଜାଣିଥିବେ। ତେବେ ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ବର୍ଷା ଓ ଟୁଙ୍ଗୁରୁ ଭୋଳଙ୍କ ଏକ କଲ୍ ରେକର୍ଡିଂ। ଯାହା ଭାଇରାଲ ହେବାପରେ ଜଣାପଡିଛି ଟୁଙ୍ଗୁରୁ ଭୋଳଙ୍କ ଅସଲି ସତ।

ମିଡିଆ ଆଗରେ ଆରମ୍ଭ ରୁ ବର୍ଷା ଙ୍କ ସହ ନିଜ ସଂପର୍କ କୁ ନେଇ ମିଛ କହି ଆସୁଥିଲେ ଟୁଙ୍ଗୁରୁ। ସେ କହୁଥିଲେ, ବର୍ଷା ଙ୍କ ସହ ତାଙ୍କର କୌଣସି ସମ୍ପର୍କ ନାହିଁ। ବର୍ଷ କେବଳ ତାଙ୍କୁ ଟଙ୍କା ଦେଉଥିଲେ ଓ ତାଙ୍କ ଅଟୋ ରେ ବସି ବୁଲୁଥିଲେ। ହେଲେ ଏବେ ବର୍ଷା ତାଙ୍କୁ ଫସେଇ ଦେଇଛନ୍ତି। ଆଉ ତାଙ୍କୁ ବାହା ହେବେ ବୋଲି ଜିଦ୍ କରୁଛନ୍ତି। ହେଲେ ଭାଇରାଲ ହେଉଥିବା କଲ ରେକର୍ଡ ରେ ଟୁଙ୍ଗୁରୁଙ୍କ ଅସଲ ଚେହେରା ସାମ୍ନାକୁ ଆସିଛି।

ଯାହା ସୂଚନା ମିଳିଛି, ବର୍ଷା କୁ-ଆ-ଡେ- ହା-ତ କା-ଟି ଦେଇଛନ୍ତି ଟୁଙ୍ଗୁରୁ ପାଇଁ। ଆଉ ଏହି କଥା ଜାଣିବା ପରେ ଟୁଙ୍ଗୁରୁ ପାଗଳ ପ୍ରାୟ ହୋଇଯାଇଛନ୍ତି। ବର୍ଷା ଙ୍କ ଦେହରୁ ଯେ-ତି-କି ର-କ୍ତ ଯା-ଇ-ଛି ସେ ବି ସେତିକି ର-କ୍ତ ବା-ହା-ର କରିବେ ବୋଲି କଲ୍ ରେ ବର୍ଷା ଙ୍କୁ କହିଛନ୍ତି। କେବଳ ଏତିକି ନୁହେଁ, ଟୁଙ୍ଗୁରୁ କେବଳ ବର୍ଷାର। ଆଉ ସେ ବର୍ଷା କୁ ହିଁ ବାହା ହେବ। ଆଉ ତାଙ୍କ ବାହାଘର ପୁରା ଓଡ଼ିଶା ଦେଖିବ ବୋଲି ସେ କଲ ରେ କହିଛନ୍ତି। ଏହି ଭାଇରାଲ କଲ୍ ରେକର୍ଡ କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା।

ତେବେ କହିରଖୁଛୁ, ଟୁଙ୍ଗୁରୁ ଙ୍କୁ ୨୧ ବର୍ଷ ହୋଇଥିବା ବେଳେ ତାଙ୍କ ଠାରୁ କାଫି ବଡ ବୟସର ମହିଳା ଙ୍କୁ ଟୁଙ୍ଗୁରୁ ପ୍ରେମ କରୁଥିଲେ। ଆଉ ମହିଳା ଜଣକୁ ଛାଡ଼ି ଏବେ ଅନ୍ୟ ଜଣେ ଯୁବତୀ ଙ୍କୁ ଟୁଙ୍ଗୁରୁ କୋର୍ଟ ମ୍ୟାରେଜ୍ କରୁଥିବା ମହିଳା ଜଣକ ଅଭିଯୋଗ ଆଣିଥିଲେ। ହେଲେ ଟୁଙ୍ଗୁରୁ ତାଙ୍କ ପ୍ରେମକୁ ଥାନାରେ ଗ୍ରହଣ କରିନଥିଲେ।


ଟୁଙ୍ଗୁରୁ ସିଧା ସଳଖ ମନା କରିଦେଇଥିଲେ ଯେ ସେ ବର୍ଷାଙ୍କୁ ପ୍ରେମ କରୁନାହାଁନ୍ତି। ଆଉ ଜଣେ ଯୁବତୀ ଙ୍କୁ କୋର୍ଟ ମ୍ୟାରେଜ କରିଛନ୍ତି। କିନ୍ତୁ ଏବେ ଏହି କଥା ଏକ ଭିନ୍ନ ମୋଡ଼ ନେଇଛି। ତେବେ ଆଗାମୀ ସମୟ ହିଁ କହିବ ବର୍ଷା ଟୁଙ୍ଗୁରୁ ଙ୍କୁ ବିବାହ କରୁଛନ୍ତି କି ନାହିଁ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.