ଦର୍ଶକ ବନ୍ଧୁ ବର୍ତ୍ତମାନ୍ ସମୟ ରେ ଆସିଗଲା ଏକ ଖବର ଯାହା ଆପଣ ମାନେ ଶୁଣିବା ପରେ ଆପଣ ଙ୍କୁ ଝଟକା ଲାଗିବ ଓ ଏହି ଖବର ଟି ଆମ ଓଡ଼ିଆ ଇଣ୍ଡଷ୍ଟ୍ରି କୁ ମଧ୍ୟ ଝଟକା ଲାଗିଛି ବଡ କ୍ଷତି କହିଲେ ମଧ୍ୟ କମ୍ । ତେବେ ବନ୍ଧୁଗଣ ଏହି ଝ-ଟ-କା ଦେଲା ଭଳି ଖବର ଟି ହେଉଛି ଯେ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଅଭିନେତା ରାଇ ମୋହନ ମୃତ୍ୟୁ ବରଣ କରିଛନ୍ତି ।
ତେବେ ବନ୍ଧୁଗଣ ଆପଣ ଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ଯ କଥା ଟି ସତ୍ୟ । ତେବେ ସବୁଠାରୁ ବଡ଼ କଥା ହେଉଛି ରାଇ ମୋହନ ଆ-ତ୍ମ-ହ-ତ୍ୟା କରିଛନ୍ତି । ତେବେ ଏହି ଦୁଃଖ ଖବର ଏବେ ସିନେମା ଓ ଯାତ୍ରା ଜଗତ କୁ ସ୍ତବ୍ଧ କରି ଦେଇଛି । ତେବେ ନିଜ ନେଗେଟିଭ ଚରିତ୍ର ରେ ଅଭିନୟ କରି ସେ ଏକ ସ୍ବତନ୍ତ୍ର ପରିଚୟ ପାଇ ପାରିଥିଲେ ।
ତେବେ ବନ୍ଧୁଗଣ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ସେ ନେଗେଟିଭ ଚରିତ୍ର ରେ ଅଭିନୟ କରିଛନ୍ତି ବହୁ ସାରା ଚଳଚ୍ଚିତ୍ର ରେ ତେବେ ଏହା ସହିତ ସେ ଆମ ଓଡିଆ ଯାତ୍ରା ଜଗତ ରେ ମଧ୍ୟ ଅଭିନୟ ମଧ୍ୟ କରିଥିଲେ । ତେବେ ବିଭିନ୍ନ ବଡ ବଡ ଯାତ୍ରା ପାର୍ଟି ରେ ସେ ଅଭିନୟ କରି ଏକ ଦର୍ଶକ ମାନ ଙ୍କ ହୃଦୟ ରେ ଏକ ସ୍ବତନ୍ତ୍ର ପରିଚୟ ପାଇ ପାରିଛନ୍ତି ।
ତେବେ ବର୍ତ୍ତମାନ୍ ସମୟ ରେ ରାଇ ମୋହନ ଆମ ଗହଣ ରେ ଆଉ ସେ ନାହାନ୍ତି , ସେ ଆ-ତ୍ମ-ହ-ତ୍ୟା କରିଛନ୍ତି । ତେବେ କଣ ପାଇଁ ଅଭିନେତା ରାଇ ମୋହନ ଆ-ତ୍ମ-ହ-ତ୍ୟା କରିଛନ୍ତି ତାହା ସ୍ପଷ୍ଟ ଭାବେ ଜଣା ପଡି ନାହିଁ । ତେବେ ଆଜି ମଧ୍ୟାହ୍ନ ରେ ପ୍ରାଚୀ ବିହାର ଘରୁ ତାଙ୍କର ଝୁ-ଲ-ନ୍ତା ମୃ-ତ ଦେହ ଉଦ୍ଧାର କରା ଯାଇଛି ।
ତେବେ ଏହି ଘଟଣା ସ୍ଥଳେ ମଞ୍ଚେଶ୍ୱରୁ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରୁଛି । ତେବେ ତାଙ୍କ ଆ-ତ୍ମ-ହ-ତ୍ୟା ଖବର ଶୁଣି ଓଡ଼ିଶା ବାସୀ ଦୁଃଖ ପ୍ରକାଶ କରିଛନ୍ତି , ତେବେ ସମସ୍ତେ ଚାହୁଁ ଛନ୍ତି ତା-ଙ୍କ ଆ-ତ୍ମ-ହ-ତ୍ୟା କଣ ପାଇଁ କରିଛନ୍ତି କେଉଁ ମାନସିକ ଚାପ ରେ ସେ ଆଜି ମୃ-ତ୍ୟୁ କରିଛନ୍ତି .,ତେବେ ତଦନ୍ତ ପରେ ସବୁ କିଛି ଜଣା ପଡି ଯିବ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।