ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଅଭିନେତା ରାଜେଶ ଏବଂ ଅଭିନେତ୍ରୀ ଶ୍ରଦ୍ଧା ଙ୍କ ବିବାହ ଖବର , ଆଜି ଏହି ବିଷୟ ରେ ସମ୍ପୂର୍ଣ ଭାବେ ଜାଣିବା ବିବାହ କୋଉଠି ହୋଈଥିଲା ଏବଂ କିପରି ହୋଈଥିଲା ନା ଏମାନଙ୍କ ବିବାହ ଖବର ମିଛରେ ପ୍ରସାର କରା ଜାଉଛି ଏହି ଖବର ସଂମ୍ପର୍ଣ୍ଣ ଭାବେ ଜାଣିବା ପାଇଁ ଆପଣ ମାନେ ନିଶ୍ଚିତ ଭାବେ ଆମର ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ତେବେ ଆପଣ ମାନେ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ପାରିବେ ।
ବର୍ତ୍ତମାନ କରୋନା ପାଇଁ ସବୁ କିଛି ଅଟକି ଯାଈଥିବା ବେଳେ ସରକାର ବିଭିନ୍ନ ପ୍ରକାରର କଡାକଡି ନିୟମ ଅବଲମ୍ୱନ କରିଥିଲେ , ଏବଂ ଏଥି ଯୋଗୁଁ ସମସ୍ତଙ୍କୁ ସାମାଜିକ ଦୂରତା ମାନିବା ସହ ଘରେ ରହିବା ର ନିୟମ କରିଥିଲେ । ସେମିତି ବେଳେ ଏହି ଦିନରେ ଅଭିନେତ୍ରୀ ଶ୍ରଦ୍ଧା ଏବଂ ରାଜେସ୍ ଙ୍କ ନିର୍ବନ୍ଧ ଶେଷ ହୋଇ ଥିବା ବେଳେ ଏମାନେ ବର୍ତମାନ ସମୟ ରେ ମିଶି କରି ରହୁଛନ୍ତି ବୋଲି ଏକ ଗୁଜବ ସୋସିଆଲ ମିଡିଆରେ ଘୁରି ବୁଲିଥିଲା ।
ତେବେ ଅନ୍ୟ ଏକ ଗୁଜବରେ ଉଭୟ ଯୋଡିଙ୍କର ବର , କନ୍ୟା ବେସର ଫଟୋ ଛଡା ଜାଇ ସେମାନଙ୍କୁ ବିବାହର ଶୁଭେଛା ମଧ୍ୟ ଜଣା ଇଥିଲେ । ହେଲେ ଆମେ ଆପଣଙ୍କୁ କହି ରଖିବୁ କି ଏହି ଯୋଡି ଏବେ ଜାଏ ବିବାହ କରି ନାହାଁନ୍ତି । ଏମାନଙ୍କର କେବଳ ନୀର୍ବନ୍ଧ ସରିଥିବା ବେଳେ , ବିବାହ କୁ ଏମାନେ ଅପେକ୍ଷା କରି ରହିଛନ୍ତି ।
ଅଭିନେତ୍ରୀ ଶ୍ରଦ୍ଧା ଏବଂ ରାଜେସ୍ ଙ୍କ ନିର୍ବନ୍ଧ ଶେଷ ହୋଇ ଥିବା ବେଳେ ସେମାନଙ୍କ ବିବାହ ପୁର୍ବ ବର୍ଷ ଏପ୍ରିଲ ମାସ ରେ ହୋଇ ଥାନ୍ତା ଏବଂ ସେମାନଙ୍କ ବିବାହ କେବଲ ଲକଡାଉନ୍ ପାଇଁ ଅଟକି ଜାଇ ଥିଲା ଏବଂ ସେମାନେ ବିବାହ କରି ପାରି ନ ଥିଲେ । ହେଲେ ବର୍ତମାନ ସମୟ ରେ ସେମାନଙ୍କ ବିବାହ ର ଏବଂ ସେମାନେ ମିଶି ରହୁ ଥିବାର ବହୁତ ଗୁଡିଏ ଫୋଟ ଏବଂ ଭିଡ଼ିଓ ଭାଇରଲ ହେବାରେ ଲାଗିଛି ତେବେ ଏହାକୁ ନେଇ ଦର୍ଶକ ମାନେ ଭାବୁଛନ୍ତି ସେମାନେ ଏହି ଦିନ ରେ ଲୁଚି କରି ବିବାହ କରି ନେଇଛନ୍ତି ବୋଲି ହେଲେ ଏଠାରେ ଆମେ ଆପଣ ମାନଙ୍କୁ ସୂଚନା ଦେବୁ କି ସେମାନେ ବିବାହ କରି ନାହାଁନ୍ତି ବରଂ ସେମାନେ ଏହି ବିଷୟ ରେ କହିଛନ୍ତି କି ଆଗାମୀ ସମୟ ରେ ସେମାନେ ବିବାହ କରିବା ପାଇଁ ଯାଉ ଥିବା ବେଳେ ସେମାନେ ଏହି ବିଷୟରେ ଖୁବ ଶିଘ୍ର ନିଜ ପ୍ରଶଂସକ ମାନଙ୍କ ସହ ସେୟାର କରିବେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ | ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ |