ଭୁଲ ରେ ମଧ୍ୟ ଗୁଗଲ ରେ ଏହାକୁ ସର୍ଚ କରନ୍ତୁ ନାହିଁ ! ନହେଲେ ଜେଲ ପଡିପାରେ !

ବିଶେଷ

ବନ୍ଧୁଗଣ ବର୍ତ୍ତମାନ ସମୟରେ ଗୁଗଲ୍‌ ଏକ ଏପରି ବଡ ସର୍ଚିଙ୍ଗ ପ୍ଲାଟର୍ଫମ ଯାହା ବିନା ଆଜିକାଲି ସମୟରେ ସବୁକିଛି ପ୍ରାୟତଃ ଅଧୁରା । ଆଜିକା ସମୟରେ ଆପଣମାନଙ୍କୁ ଯେକୌଣସି ଜିନିଷ ଜାଣିବାରଥିଲେ ଆପଣମାନେ ସଙ୍ଗେ ସଙ୍ଗେ ଗୁଗଲ୍‌ର ସହାୟତା ନେଉଛନ୍ତି। କଣ ଆପଣମାନେ ଏହା ଜାଣନ୍ତି କି ?? ଏମିତି କିଛି ପ୍ରସଙ୍ଗ ରହିଛି ଯାହାକୁ ଆପଣ ମାନେ ଯଦି ଗୁଗଲ୍‌ରେ ସର୍ଚ୍ଚ କରିବେ ତେବେ ଆପଣଙ୍କୁ ଜେଲ୍‌ ହୋଇଯାଇପାରେ । ଖାଲି ଏତିକି ନୁହେଁ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଖାଲି ହୋଇଯିବାର ଯଥେଷ୍ଟ ସମ୍ଭାବନା ରହିଛି।


କିପରି ବୋମା ତିଆରି କରିବେ ସେ ବିଷୟରେ କେବେ ଗୁଗୁଲରେ ଖୋଜିବାକୁ ଚେଷ୍ଟା କରନ୍ତୁ ନାହିଁ | ବାସ୍ତବରେ, ଆପଣ କହିପାରିବେ ଯେ ଆପଣ କେବଳ ସୂଚନା ପାଇଁ ଏହି ଶବ୍ଦଗୁଡ଼ିକୁ ଖୋଜୁଥିଲେ | କିନ୍ତୁ ବାସ୍ତବରେ, ଗୁଗୁଲ ଏହି ଶବ୍ଦଗୁଡ଼ିକୁ ଅତି ଗମ୍ଭୀରତାର ସହ ନେଇଥାଏ ଏବଂ ତୁରନ୍ତ ସନ୍ଧାନକାରୀଙ୍କ ଆଇପି ଠିକଣାକୁ ସୁରକ୍ଷା ଏଜେନ୍ସିଗୁଡ଼ିକୁ ଦେଇଥାଏ | ଆପଣ ଅନାବଶ୍ୟକ ସୁରକ୍ଷା ଏଜେନ୍ସିର ସନ୍ଦେହରେ ଆସିପାରନ୍ତି |


ଆଜିକା ସମୟରେ ବହୁତ ହ୍ୟାକର୍ସମାନେ ଗୁଗଲ୍‌ରେ ଆକ୍ଟିଭ୍‌ ରହିଥାନ୍ତି । ଯଦି ଆପଣମାନେ ବ୍ୟାଙ୍କିଙ୍ଗ ବିଷୟରେ କିଛି ବି ଗୁଗଲରେ ସର୍ଚ୍ଚ କରୁଛନ୍ତି ତେବେ ଏହା ଦ୍ୱାରା ଆପଣ ଅସୁବିଧାରେ ପଡ଼ିପାରନ୍ତି । କେବେ ବି ଗୁଗଲ୍‌ରେ ବ୍ୟାଙ୍କ ସମ୍ବନ୍ଧିତ କୌଣସି ଜିନିଷ ସର୍ଚ୍ଚ କରନ୍ତୁ ନାହିଁ। ଏହା ବ୍ୟତୀତର ନିଜର ସ୍ବାସ୍ଥ୍ୟ ସମ୍ବନ୍ଧିତ କୌଣସି ଜିନିଷ ସର୍ଚ୍ଚ କରନ୍ତୁ ନାହିଁ। ଏହା ଆପଣଙ୍କ ପାଇଁ ବହୁତ ହାନିକାରକ। ଏକ ଗୁରୁତ୍ଵପୂର୍ଣ କଥା ମନେରଖନ୍ତୁ କେବେହେଲେବି ଗୁଗଲ୍‌ରେ ବମ୍‌ ତିଆରି କରିବା ପ୍ରକ୍ରିୟା ସର୍ଚ୍ଚ କରିବେ ନାହିଁ। ଯାହା ଦ୍ୱାରା ଆପଣମାନଙ୍କୁ ଜେଲ୍‌ ହୋଇଯିବ।ର ସମ୍ଭାବନା ରହିଥାଏ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published.