ବେଶ୍ୟାlଳୟରେ ଖୋଜୁଥିଲେ ସୁନ୍ଦରୀ ଯୁବତୀ ! ହେଲେ ମିଳିଗଲା ହଜି ଯାଇଥିବା ଭଉଣୀ ଆଉ ତା ପରେ ..

ବିଶେଷ

ନମସ୍କାର ବନ୍ଧୁଗଣ, ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଏପରି ଆର୍ଟିକ୍ଲ ଆଣିଛୁ ଯାହାକୁ ଆପଣ ମାନେ ପଢିଲେ ଜାଣି ପାରିବେ ଯେ କିପରି ମଣିଷ ର ଅମାନସିକତା ତାକୁ ତା ନିଜ ଆଗରେ ହାର ମାନିବାକୁ ବାଧ୍ୟ କରିଦେଇଥାଏ |

ବନ୍ଧୁଗଣ ଯେପରିକି ଆପଣମାନେ ଜାଣିଥିବେ ଯେ ପ୍ରେମ ହେଉଛି ଶାଶ୍ଵତ,ଅମର ଏବଂ ପବିତ୍ର ହୋଈଥାଏ | କିନ୍ତୁ ଆଜିର ପ୍ରେମୀ ଯୁଗଳ ମାନେ ପ୍ରେମର ଅର୍ଥ କୁ ଭୁଲ କରିସାରିଲେଣି | ଆଜିର ଏହି ପ୍ରେମୀ ଯୁଗଳ ମାନେ ପ୍ରେମ କୁ ଶାରୀରିକ ଆକର୍ଷଣ ର କେନ୍ଦ୍ରବିନ୍ଦୁ ମାନି ସାରିଲେଣି | ଯାହା ବାସ୍ତବରେ ଏକ ପଶୁ ର ମାନସିକତା ସହିତ ସମାନ |

ଯେପରି ପଶୁ ମାନଙ୍କ କ୍ଷେତ୍ରରେ ଜୀବନ ର ମାନେ କହିଲେ ଖାଇବା, ବଞ୍ଚିବା, ଶୋଇବା ଏବଂ ସଂଭୋଗ କରିବା ହୋଈଥାଏ |
ସେହିପରି ମନୁଷ୍ୟ ନିଜର ବ୍ୟକ୍ତିଗତ ନୀଚ ସ୍ଵାର୍ଥ କୁ ହାସଲ କରିବା ପାଇଁ ପ୍ରେମର ଶବ୍ଦ ର ବାସ୍ତବିକ ଅର୍ଥ କୁ ଭୁଲି ସରିଲାଣି | ତେବେ ଆଜି ଅଧିକାଂଶ ପ୍ରେମ ସ୍ଥାପନ ହେଉଛି କେବଳ ଶାରୀରିକ ଆକର୍ଷଣ ପାଇଁ | ଅଧିକାଂଶ ସମୟ ରେ ଏହା ଦେଖିବାକୁ ମିଳୁଛି ଯେ ପୁଅ ମାନେ ଗୋଟିଏ ଝିଅ ସହ ସେକ୍ସ କରି ଆଉ ଏକ ଝିଅ ପଛରେ ପଡିଗଲେଣି , ତ ତେଣେ ଝିଅ ମାନେ ବି ଗୋଟିଏ ପୁଅ କୁ ଭଲ ପାଇ ତାକୁ ଭଲ ସେ ଲୁଟି ସାରିବା ପରେ ଆଉ ଏକ ପୁଅ ପଛରେ ପଡିଗଲେଣି |

ତେବେ ବର୍ତ୍ତମାନ ଲଭ, ସେକ୍ସ ଏବଂ ଧୋକା ପରି କାହାଣୀ ଯେପରି ସମାଜ କୁ ଘେରି ସାରିଲାଣି | ତେବେ ଘଟଣା ଟି ଘଟିଛି ବିହାର ରେ ଏଠାରେ ଜଣେ ଯୁବତୀ ଙ୍କୁ ଅସଦ ଖଲ୍ଲି ନାମକ ଜଣେ ଯୁବକ ପ୍ରେମ କରୁଥିଲେ | ଯୁବକ ଜଣକ ପ୍ରେମିକ ଙ୍କୁ ବିଭିନ୍ନ ପ୍ରକାର ର ସ୍ଵପ୍ନ ଦେଖାଇ ବିବାହ କରିବାକୁ କହିଥିଲେ | ପରେ ଯୁବତୀ ଜଣକ ତାଙ୍କୁ ବିବାହ କରିବାକୁ ରାଜି ହେବାରୁ ଯୁବକ ଜଣକ ତାଙ୍କୁ ନେଇ ଦିଲ୍ଲୀ ଚାଲି ଯାଇଥିଲେ |


ଏହାର କିଛି ମାସ ପରେ ଏହି ଯୁବତୀ ଙ୍କ ଜଣେ ସମ୍ପର୍କୀୟ ଭାଇ ଏକ ସୁନ୍ଦରୀ ବେଶ୍ୟା ର ସନ୍ଧାନ ରେ ବିହାର ରୁ ଦିଲ୍ଲୀ ଯାଇଥିଲେ | ସେଠାରେ ବେଶ୍ୟାଶାଳ ରେ ପହଞ୍ଚିବା ପରେ ସେ ତାଙ୍କ ଇଛା ବିଷୟ ରେ ସେଠାରେ ଥିବା ବେଶ୍ୟା ମାନଙ୍କ ମାଲିକାଣୀ ଙ୍କୁ କହିଥିଲେ | ତାପରେ ମାଲିକାଣୀ ତାଙ୍କ କଥା ଶୁଣି ସମସ୍ତ ବେଶ୍ୟା ମାନଙ୍କୁ ସେଠାକୁ ଡ଼ାକିଥିଲେ |


ତାପରେ ସେଠାରେ ଥିବା ସମସ୍ତ ବେଶ୍ୟା ମାନଙ୍କ ମଧ୍ୟ ରୁ ବ୍ୟକ୍ତି ଜଣକ ସେ ଯୁବତୀ ଙ୍କୁ ଚିହ୍ନି ପାରିଥିଲେ | ତାପରେ ସେ ଯୁବକ ଜଣକ ସେ ଯୁବତୀ ଙ୍କୁ ବାଛିଥିଲେ ଏବଂ ଏକ ରୁମ କୁ ନେଇ ସାରିବା ପରେ ଯୁବତୀଙ୍କୁ ତାଙ୍କ ସହ ଘଟିଥିବା ସବୁ ଘଟଣା ବିଷୟରେ ପଚାରିଲେ | ଏବଂ ଚୁପ ଥିରେ ସେଠାରୁ ଚାଲିଯାଇ ଥିଲେ | ଏବଂ ପୁଲିସ କୁ ସେ ସବୁ କିଛି ଜଣାଇଦେଇ ପୁଣି ଥରେ ସେହିଭଳି ଭାବେ ସେହି ବେଶ୍ୟାଶାଳ କୁ ପୁଣିଥରେ ଯାଇ ଉକ୍ତ ଯୁବତୀ ଙ୍କୁ ରକ୍ଷା କରିଥିଲେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ | ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ |

Leave a Reply

Your email address will not be published. Required fields are marked *