ବାହାଘର ପରେ ଏକାଠି ହୋଲି ଖେଳିଲେ ସବ୍ୟସାଚୀ-ଅର୍ଚିତା

ମନୋରଞ୍ଜନ

ଫ୍ରେଣ୍ଡ୍ସ ଯେପରିକି ଆପଣମାନେ ଜାଣିଥିବେ ଯେ ଓଲିଉଡ ର ଚର୍ଚିତ ଯୋଡି ସବ୍ୟଶଚୀ ଏବଂ ଅର୍ଚ୍ଚିତା ଗତ ମାର୍ଚ ମାସ ୧ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଥିଲେ | ସେ ରାଜସ୍ଥାନ ର ଏକ ରିଶୋର୍ଟ ରେ ବିବାହ କରିଥିଲେ | ତେବେ ଏ ବର୍ଷର ହୋଲି ତାଙ୍କ ବିବାହ ପରର ପ୍ରଥମ ହୋଲି | ତେବେ ସେମାନେ ମଧ୍ୟ ତାଙ୍କ ବିବାହ ପରେ ଏହି ହୋଲି ପର୍ବ କୁ ରଙ୍ଗ ର ସହ ଖୁବ ଧୁମଧାମ ର ସହ ପାଳନ କରିଥିଲେ |

ତେବେ ସେ ତାଙ୍କ ହୋଲି ବେଳ ର ଏକ ଭିଡିଓ ସହ ଅନେକ ଫୋଟୋ ମଧ୍ୟ ସୋଶିଆଲ ମିଡିଆ ରେ ପୋଷ୍ଟ କରିଥିଲେ | ତେବେ କେବଳ ଏମାନେ ନୁହେଁ ଆହୁରି ଅନେକ ଓଡିଆ ସେଲିବ୍ରେଟି ମାନେ ମଧ୍ୟ ଏହି ହୋଲି ପର୍ବ କୁ ବହୁତ ଧୁମଧାମରେ ପାଳନ କରିଛନ୍ତି | ଏ ନେଇ ମଧ୍ୟ ସୋଶିଆଲ ମିଡିଆ ରେ ମଧ୍ୟ ଅନେକ ଫଟୋ ମଧ୍ୟ ଛାଡିଛନ୍ତି | ଯେଉଁଥିରେ ଅଭିନେତା ଏବଂ ଅଭିନେତ୍ରୀ ମାନେ ବହୁତ ଏନଜୟ କରୁଥିବାର ମଧ୍ୟ ଦେଖାଯାଉଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Please follow and like us:
Pin Share

Leave a Reply

Your email address will not be published. Required fields are marked *