ବାହା ହେଲେ ଦୂର୍ଗା ସିରିଅଲ ର ସୁନ୍ଦରୀ ଅଭିନେତ୍ରୀ ସ୍ତୁତି . . ଦେଖନ୍ତୁ ଫଟୋ

ମନୋରଞ୍ଜନ

ନମସ୍କାର ବନ୍ଧୁଗଣ, ସବୁଦିନ ପାଇଁ ବିବାହ ବନ୍ଧନ ରେ ବାନ୍ଧି ହେଲେ ହିତ୍ୟାସା ସେ କାହାକୁ ବିବାହ କଲେ ଏବଂ କେବେ ବିବାହ କଲେ ସେ ବିଷୟ ରେ ଆଜି ଆମେ ଆପଣ ମାନଙ୍କୁ ଏହି ଆର୍ଟିକିଲ ରେ ଜଣାଈବାକୁ ଯାଉଛୁ | ବନ୍ଧୁଗଣ ଆପଣ ମାନେ ହିତ୍ୟାସା ଙ୍କୁ ବହୁତ ଭଲ ଭାବେ ଜାଣି ଥିବେ ଯଦି ଜାଣି ନାହାଁନ୍ତି ତେବେ ଜଣେଇ ଦେବୁ କି ସେ ଦୂର୍ଗା ସିରିଏଲ ରେ ସ୍ତୁତି ଚରିତ୍ର ରେ ଅଭିନୟ କରୁ ଥିବା ଏହି ଅଭିନେତ୍ରୀ ଙ୍କ ଅସଲ ନାମ ହେଲା ହିତ୍ୟାସା ତେବେ ଦୂର୍ଗା ସିରିଏଲ ର ସ୍ତୁତି ତାଙ୍କର ଜବର୍ଦସ୍ତ ଅଭିନୟ ପାଇଁ ସେ ସବୁ ସମୟ ରେ ଲୋକ ମାନଙ୍କ ପାଖରେ ପରିଚିତ ହୋଇ ପାରିଛନ୍ତି , ଏବଂ ତାଙ୍କର ଅଭିନୟ କୁ ଦର୍ଶକ ମାନେ ବି ବହୁତ ପରିମାଣ ରେ ପସନ୍ଦ କରୁ ଥିବାର ଦେଖିବାକୁ ମିଳୁଛି ।


ଆହୁରି ବି ସେମିତି ରେ ଦୂର୍ଗା ସିରିଏଲ ସରିବା ପରେ ଆପଣ ମାନଙ୍କ ପ୍ରିୟ ଅଭିନେତ୍ରୀ ସ୍ତୁତି ଆଉ କୈଣସି ବି ସିରିଏଲ ରେ ଅଭିନୟ କରୁ ନାହାଁନ୍ତି , ବା ସେ ବର୍ତମାନ ସମୟ ରେ ଅଭିନୟ ଜଗତ ରୁ ଦୂରେଇ ରହିଛନ୍ତି । ହେଲେ ସେ ବର୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବହୁତ ପରିମାଣ ରେ ଏକ୍ଟିଭ୍ ରହି ଥିବା ବେଳେ ଏହି ଦିନ ରେ ବଧୁ ବେଶ ହୋଇ ଥିବାର କିଛି ଫୋଟ କୁ ସେ ନିଜର ସୋସିଆଲ ମିଡ଼ିଆ ଏକାଉଣ୍ଟ ରେ ପୋଷ୍ଟ କରିଛନ୍ତି , ଜାହା ପାଇଁ ବର୍ତମାନ ସମୟ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗି ଥିବା ବେଳେ ଫେନ୍ସ ମାନେ ଭାବୁଛନ୍ତି ସେ ଏବେ ବିବାହ ବନ୍ଧନ ରେ ବାନ୍ଧି ହୋଇ ସାରିଛନ୍ତି ବୋଲି ।


ହେଲେ ଆପଣ ମାନଙ୍କୁ ଜଣେଇ ଦେବୁ କି ସେ ଏବେ ବିବାହ କରି ନାହାଁନ୍ତି ବରଂ ସେ ତାଙ୍କର ଆଗାମୀ ଦିନ ର ସୁଟିଂ ରେ ବ୍ୟସ୍ତ ରହି ଥିବା ବେଳେ ସେହି ଠାରେ ସୁଟିଂ କରୁ ଥିବା ସମୟ ର କିଛି ଫୋଟ କୁ ସେ ନିଜର ସୋସିଆଲ ମିଡିଆ ଏକାଉଣ୍ଟ ରେ ଏହି ଦିନ ରେ ପୋଷ୍ଟ କରିଛନ୍ତି ଏବଂ ଜାହା ଭାଇରଲ ହୋଇଛି |


ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ | ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ |

Leave a Reply

Your email address will not be published. Required fields are marked *