ବିରାଟଙ୍କ ଙ୍କ ଘରକୁ ଆସିଲା କୁନି ଅତିଥି !! ଅନୁଷ୍କା କିଛି ଏପରି ନାଁ ରଖିଲେ

ବିଶେଷ

ଆଜ୍ଞା ହଁ ଏହି ଖୁସି ଖବର ପରେ ସମଗ୍ର ଖେଳ ଜଗତରୁ ଏବଂ ବଲୀଉଡ ଜଗତ ରୁ ଶୁଭେଛା ର ସୁଅ ଛୁଟୁଛି | ବର୍ତ୍ତମାନ ସମଗ୍ର ପ୍ରତୀକ୍ଷା ର ଅନ୍ତ ଘଟିଛି |
ବିରାଟ କୋହଲିଙ୍କ ଘରକୁ ଆସିଛି ଏକ କୁନି ପରୀ। ଆଜି ଅପରାହ୍ନ ସମୟ ରେ ଅନୁଷ୍କା ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି | ବିରାଟ ଏହି ଖୁସି ଖବର ପାଇବା ପରେ ସେ ଖୁସି ରେ ନିଜେ ଟ୍ବିଟ କରି ଜଣାଇଛନ୍ତି |

 


ଝିଅ ଜନ୍ମ ହେବା ଖୁସି ଖବର ଦେବା ସହ ବିରାଟ ଟିକେ ପ୍ରାଇଭେସି ଚାହୁଁଥିବା କହିଛନ୍ତି। ତେବେ ବିରୁଷ୍କାଙ୍କ ଝିଅ ହେବା ଖବର ଜଣାପଡ଼ିବା ପରେ ଉଭୟ ବଲିଉଡ୍‌ ଓ କ୍ରୀଡ଼ା ଜଗତରେ ଖୁସିର ଲହରୀ ଖେଳିଯାଇଛି।


ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ | ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ |

Leave a Reply

Your email address will not be published. Required fields are marked *