ଅଭିନେତା ସୋନୁ ସୁଦ ରାସ୍ତା କଡରେ କରୁଛନ୍ତି ଏହି କାମ । ଜାଣିଲେ ଆଶ୍ଚର୍ୟ ହେବେ

ବିଶେଷ

ଆଜ୍ଞା ହଁ ବନ୍ଧୁଗଣ, ବଲିଉଡ ବିଶିଷ୍ଠ ଅଭିନେତା ସୋନୁ ସୁଦ କରୋନା କାଳ ମଧ୍ୟରେ କେତେକ ଗରିବ ମାନଙ୍କୁ ସାହାର୍ଯ୍ୟ କରି ସେମାନଙ୍କ ପାଇଁ ଭଗବାନ ପାଲଟିଯାଇଛନ୍ତି । ତେବେ ଏହିକିଛି ଦିନ ତଳେ ସୋନୁ ସୋସିଆଲ ମିଡିଆରେ ଏକ ଭିଡ଼ିଓ ଶେୟର କରିଥିଲେ । ଏଥିରେ ଦେଖିବାକୁ ମିଳୁଛି ଭିଡ଼ିଓ ଟିରେ ରାସ୍ତା କଡରେ ସୋନୁ ଏକ ସିଲାଇ ମେସିନ ଚଳାଉଛନ୍ତି ଓ ପାଖ ଗଛରେ କିଛି କପଡା ରଖିଥିବାର ମଧ୍ୟ ଦେଖିବାକୁ ମିଳିଛି ।


ତେବେ ସୋନୁ ସୁଦ ଏହି ଭିଡ଼ିଓକୁ ସୋନୁ ଟେଲର ଶପ ନାମରେ ଶେୟର କରିଥିଲେ । ସୋନୁ ଏହାପରେ ଲେଖିଛନ୍ତି ଯେ, ଏଠାରେ ମାଗଣାରେ ସିଲାଇ କରାଯାଉଛି କିନ୍ତୁ ପ୍ୟାଣ୍ଟ ଜାଗାରେ ସାର୍ଟ ହୋଇଗଲେ ମୋର କିଛି ଗ୍ୟାରେଣ୍ଟି ନାହିଁ’ ।

ଅବୈଧ ନିର୍ମାଣ ପାଇଁ ସୋନୁଙ୍କ ନାମରେ ମୁମ୍ବାଇ ହାଇକୋର୍ଟରେ ଏତଲା ଜାରି ହୋଇଛି । ବିଏମସି ସୋନୁଙ୍କୁ ଏକ ଅପରାଧୀ କହିଛି କାରଣ ବିଏମସି କହିଛି, ଏହାପୂର୍ବରୁ ସୋନୁ ବହୁତ ନିୟମ ଭାଙ୍ଗିଛନ୍ତି ଯାହାପାଇଁ ତାଙ୍କ ଉପରେ କାର୍ଯ୍ୟବାହୀ କରାଯିବ ।


ଜୁହୁ ସ୍ଥିତ ଏକ ମହଲା ପାଖରେ ଅନାଧିକାରୀ ଭାବରେ ନିର୍ମାଣ ପାଇଁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା ଓ ତାଙ୍କୁ ଅକ୍ଟୋବର 2020ରେ ନୋଟିସ ମଧ୍ୟ ଜାରି କରାଯାଇଥିଲା କିନ୍ତୁ ସୋନୁ ଏହାକୁ ଚ୍ୟାଲେଞ୍ଜ କରିଥିଲେ ଓ ପରେ ଅଦାଲତ ତାଙ୍କର ନିବେଦନ ବାରଣ କରିଥିଲେ । ଏହାପରେ ସୋନୁ ମୁମ୍ବାଇ ହାଇକୋର୍ଟକୁ ମଧ୍ୟ ଚ୍ୟାଲେଞ୍ଜ କରିଥିଲେ ।


ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ | ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ |

Leave a Reply

Your email address will not be published. Required fields are marked *