ପୃଥିବୀ ପୃଷ୍ଠକୁ ମାଡି ଆସୁଛି ଶକ୍ତିଶାଳୀ ସୌରଝଡ଼ , ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପୃଥିବୀ ପୃଷ୍ଠରେ ହେବ ମାଡ଼ !…..
ପୃଥିବୀ ଆଡ଼କୁ ମାଡି ଆସୁଛି ଶକ୍ତିଶାଳୀ ସୌର ଝଡ଼। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଯେ କୌଣସି ସମୟରେ ଏହା ପୃଥିବୀ ପୃଷ୍ଠରେ ମାଡ଼ ହୋଇପାରେ। ଏହି ଝଡ଼ କାରଣରୁ ସାଟେଲାଇଟ୍, ଜିପିଏସ୍ ନାଭିଗେସନ, ମୋବାଇଲ୍ ଫୋନ୍ ସିଗନାଲ୍ ଏବଂ ସାଟେଲାଇଟ୍ ଟିଭି ପ୍ରଭାବିତ ହେବା ସହ ବିଦ୍ୟୁତ୍ ସରବରାହ କିଛି ସମୟ ପାଇଁ ପ୍ରଭାବିତ ହୋଇପାରେ । ଆମେରିକା ଅନ୍ତରୀକ୍ଷ ଏଜେନ୍ସି ନାସାର ଅନୁମାନ ଅନୁଯାୟୀ, ଝଡ ଘଣ୍ଟା ପ୍ରତି ୧୬ ଲକ୍ଷ କିଲୋମିଟର କିମି […]
Continue Reading