ଭିଡିଓ ଭାଇରାଲ, ସ୍ଥାନୀୟ ଲୋକ ପ୍ରେମୀ ଯୁଗଳ ଙ୍କୁମା ଡମାରି ସେମାନଙ୍କ ଭିଡିଓକୁ ଭାଇରାଲ କରିଲେ
ଏବେ ବି ଲୋକମାନେ କଙ୍ଗାରୁ କୋର୍ଟ କୁ ବିଶ୍ୱାସ କରୁଛନ୍ତି।କେନ୍ଦୁଝର ରେ ପୁଣି କଙ୍ଗାରୁ କୋର୍ଟ।ଘଟ ଗାଁ ମେଲଣ ଅଞ୍ଚଳରେ ଜଣେ ଯୁବକ ଓ ଜଣେ ଯୁବତୀ ଙ୍କୁ ଧରି ଜୋର ଜବରଦସ୍ତ ମାଡ ମାରିଛନ୍ତି ଓ ତାଙ୍କ ସହିତ ଖରାପ ବ୍ୟବହାର କରିଛନ୍ତି।ଏହି ଅଭିଯୋଗ ଆଣିଛନ୍ତି ଉଭୟ ଯୁବକ ଓ ଯୁବତୀ ଜଣକ।ଏହି ମାଡ ମାରିବା ଭଡ଼ିଓ ଟି ଏବେ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି।ଏହି ଘଟଣା ରେ ଥାନା ରେ କିଛି […]
Continue Reading