ଅନୁଭବ ଏକ ଭିଡିଓ ଜାରି କହିଛନ୍ତି – ନମସ୍କାର ମୁ ଅନୁଭବ ମହାନ୍ତି ଆପଣମାନଙ୍କ ଆଶୀର୍ବାଦ ଆପଣମାନଙ୍କ ସହାର୍ଯ୍ୟ ସହଯୋଗ ସଦା ବେଳେ ମୋ ସାଙ୍ଗରେ ରହିଆସିଛି ଆଜି ଗୋଟିଏ ଛୋଟ ଆଶା ଛୋଟ ଅନୁରୋଧ ନେଇକି ଆପଣଙ୍କ ପାଖକୁ ଆସିଛି ମୋର ପୁରା ବିଶ୍ୟାସ ଆଜି ବି ଆପଣମାନେ ମୋର ସାଦ୍ ଦେବେ । ଏଇକିଛି ଦିନ ତଳେ ମୁ ମୋର ଅଙ୍ଗ ଦାନ କରିବିବୋଲି ପ୍ରତିଜ୍ଞା କରିଥିଲି ।
ଆଜି ମୁ ଖୁସିରେ କହିପାରୁଛି ମୁ ଯେଉଁ ଦିନ ରକ୍ତ ଦାନ କଲି ସେଦିନ ଓଡ଼ିଶାର ବିଭିନ୍ନ କୋଣରୁ ଯୁବ ସମାଜ ର ପିଲାମାନେ ଆଗେଇ ଆସିଥିଲେ ଏବଂ ବୟସ୍କ ଲୋକମାନେ ଆଗେଇ ଆସିଥିଲେ ନିଜର ଅଙ୍ଗ ଦାନ କରିବେବୋଲି ।
ଏଭଳି ଭଲ କାମକରି ବା ପାଇଁ ଯୁବ ସମାଜ ଅଣ୍ଟା ଭିଡ଼ିଦିଏ, କିଛି ନୂଆ ପରିବର୍ତନ ଆଣିବାପାଇଁ । ଚାରିଆଡ଼େ କରୋନା କୁ ନେଇ ସତର୍କତା ଭାରତ ବର୍ଷ ଲକଡାଉନ୍ କେହି କୁଆଡେ ଯିବା ଆସିବା କରିପାରୁ ନାହାନ୍ତି । ଯାତାୟାତ ଆସଭବ ହୋଇ ପଡ଼ିଛି ବର୍ତ୍ତମାନ ଏହାରି ଭିତରେ ରୋଗି ମାନଙ୍କର ଆବଶ୍ୟକତା ରକ୍ତ ଦାନଠୁ ବଡ଼ ଦାନ ପୃଥିବୀରେ କୌଣସି ହୋଇ ପାରିବ ନାହିଁ ।
ଏଥିପାଇଁ ସମାଜରେ ଗୋଟେ ନୂଆମେସେଜ ରଖିପାରିବା । ଏହା ସହିତ ଅନୁଭବ ଭିଡିଓରେ କହିଥିଲେ ଗତ ମାସ ୨୪ ଡିସେମ୍ବର ୨୦୨୦ କୁ ଚାଲନ୍ତୁ ଅଙ୍ଗ ଦାନ କରିକି ଏହାକୁ ମହାଦାନ ରେ ପରିଣତ କରିବାର ଏକ ଆହ୍ଵାନ ଦେଇଥିଲେ । ଅଙ୍ଗ ଦାନ କରିବାର ଆମ ସମସ୍ତ୍ କର ଯୋଗ୍ୟତା ଅଛି ।
ଆମେ ହକ ରଖୁଛୁ ଅନ୍ୟ ମୁହଁରେ ହସ ଫୁଟାଇବା ଆରମ୍ଭ ଆଜିଠୁ କରିବା। ଆରମ୍ଭ ମୋଠୁ ହେବ ଆରମ୍ଭ ଆପଣଙ୍କ ର ବି ହବ ବୋଲି କହି ସମାଜ କୁ ଏକ ଆହ୍ଵାନ ଦେଇଥିଲେ ଅନୁହବ । ଆରମ୍ଭ ଆମ ମାନଙ୍କ ଠାରୁ ହେବ ତ ମୋର ସମସ୍ତ ଙ୍କୁ ହାତ ଯୋଡ଼ି ଅନୁରୋଧ ରହିଲା।
ଏହା କୁ ଯେତେ ପାରୁଛନ୍ତି ସେୟାର କରନ୍ତୁ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ମଧ୍ୟ ପୋଷ୍ଟ କରନ୍ତୁ । ନିଜ ସାଙ୍ଗସାଥି ମାନଙ୍କ ଭିତରେ ସେୟାର କରନ୍ତୁ ଓ ସମସ୍ତଙ୍କୁ ଜଣାନ୍ତୁ ଅଙ୍ଗଦାନ କରିବା ପାଇଁ ଆଗେଇ ଆସନ୍ତୁ ।
ଏକାଠିମିଶି କିଛି ଭଲ କାମ କରିବା ନିଜେ ବଞ୍ଚି ଥିବା ଭିତରେ ଭଲ ମଣିଷ ହେବାକୁ ଚେଷ୍ଟା କରିବା ଏବଂ ଜୀବନ ଚାଲିଗଲା ପରେ ବି କାହା ହୃଦୟରେ ଟିକିଏ ହସ ଫୁଟେଇ ମୁହଁରେ ଟିକିଏ ହସ ଆଣିକି ପୁଣିଥରେ ବଞ୍ଚି ରହିବା ଧନ୍ୟବାଦ୍ ଜୟ ଜଗନ୍ନାଥ । ଏମିତି କିଛି ମହତ୍ତ୍ଵପୂର୍ଣ୍ଣ କଥା କହିଥିଲେ ନିଜ ର ଭିଡିଓ ମାଧ୍ୟମରେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ | ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ