ଜଙ୍ଗଲ ଭିତରେ ପ୍ରେମୀ ଯୁଗଳ ଙ୍କର ଚାଲିଥିଲା ରାସ ଲୀଳା ଏବେ ସେହି ଭିଡ଼ିଓ ସୋସିଆଲ ମିଡ଼ିଆ ନିଆଁ ଭଳି ଭାଇରଲ ହେବାରେ ଲାଗିଛି।ସ୍ଥାନୀୟ ଲୋକ ଧରି ପକେଇଲେ ଏହି ଦୁଇ ପ୍ରେମୀ ଯୁଗଳ ଙ୍କୁ ତାପରେ ଯାହା ହେଲା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।
ତେବେ ଆଜି ଏହି ଖବର ବିଷୟରେ ଆମେ ଆପଣ ମାନଙ୍କୁ କହିବୁ।ଆଜି କାଲିକା ପ୍ରେମୀ ଯୁଗଳ କାମନା ଓ ବାସନା ପାଇଁ ପାଗଳ ହୋଇଯାଉଛନ୍ତି।ଆଜି କାଲି କିଛି ବି ଖରାପ ଘଟଣା କୁ ଭିଡ଼ିଓ କରି ଲୋକମାନେ ସୋସିଆଲ ମିଡ଼ିଆ ରେ ସେୟାର କରିଦେଉଛନ୍ତି।
ସେମାନେ ଭୁଲି ଜାଉଛନ୍ତି କି ଏହି ଭିଡ଼ିଓ ସେୟାର କରିବା ଦ୍ୱାରା ଆମ ସମାଜ ଉପରେ ଖରାପ ପ୍ରଭାବ ପଡିବ ବୋଲି।ଆହୁରି ମଧ୍ୟ ସେମାନେ ଭୁଲି ଯାଉଛନ୍ତି କି ଏହା କରିବା ଦ୍ୱାରା ଆମ ଅଗାମୀ ପିଢ଼ି ଙ୍କ ଉପରେ ଖରାପ ପ୍ରଭାବ ପଡିବ।
ଆପଣ ମାନେ ଜାଣିଥିବେ ଏହି ଆଧୁନିକ ଯୁଗରେ ପ୍ରେମ ସମ୍ପର୍କ କୁ ନେଇ ଲୋକ ମାନେ କିଛି ନି କରିବାକୁ ପଚଉନାହାନ୍ତି ଆପଣ ମାନେ ଜାଣିଥିବେ ରାଧା ଆଉ କୃଷ୍ଣ ଙ୍କର ପ୍ରେମ କେତେ ପବିତ୍ର ଥିଲା ଏହି ପବିତ୍ର ସମ୍ପର୍କ ଆଉ ନାହିଁ।
ଆଜି କା ଏ ଆଧୁନିକ ଯୁଗର ପ୍ରେମ କେବଳ କାମନା ଆଉ ବାସନା କୁ ବୁଝାଉଛି।ନିଜର ସ୍ଵାର୍ଥ ହାସଲ ପରେ ଧୋକା ମଧ୍ୟ ଦେବାକୁ ପଛାଉନାହାନ୍ତି।ଯାହା ଫଳରେ ଅନେକ ଜୀବନ ମଧ୍ୟ ଯାଉଛି।
ତେବେ ସବୁବେଳେ କିଛି ନା କିଛି ଏମିତି ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରଲ ହେଉଛି ।ଏମିତି ଏକ ଭିଡ଼ିଓ ଆସିଛି ଶିମିଳିପାଳ ଅଞ୍ଚଳ ରୁ ତେବେ ଆସନ୍ତୁ ଏହା ବିଷୟରେ ସମ୍ପୁର୍ଣ୍ଣ ତଥ୍ୟ ଜାଣିବା ।
ଏହି ଭିଡ଼ିଓ ଟି ଆସିଛି ଶିମିଳିପାଳ ର ଭଞ୍ଜମ ଗେଟ୍ ନିକଟରେ ରହିଥିବା ଜଙ୍ଗଲ ମଧ୍ୟରୁ ଗୋଟିଏ ଯୁବକ ଏବଂ ଯୁବତୀ ଙ୍କୁ ପ୍ରେମ କରୁ ଥିବାର ଦେଖିବାକୁ ମିଳିଥିଲା ।ଏହି ପ୍ରେମି ଯୁଗଳ ଙ୍କୁ ସ୍ଥାନୀୟ ଲୋକମାନେ ଧରିଦେଇଥିଲେ ତେବେ ଯୁବକ ଜଣଙ୍କୁ ଖୁବ ମାଡ ମାରିଥିଲେ।ସେ ଯୁବକ ଙ୍କୁ ପଚାରିବାରୁ ସେ ସବୁ କଥା କହିଥିଲେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ | ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ