ଦେଖନ୍ତୁ ଭିଡିଓ – ବିବାହିତ ପ୍ରେମିକା ସ୍ଵାମୀକୁ ଛାଡି ଦେଲା, ଅନ୍ୟପଟେ ପ୍ରେମିକ ତାଙ୍କ ହାତ ଛାଡିବା ପରେ ଝିଅର ଅବସ୍ଥା ଏମିତି

ରାଜ୍ୟ

ହାତେ ଲମ୍ବାର ଓଢନୀ ଟାଣି ବସିଚି ଚଉରା ମୂଳେ ନବବଧୁ ,ଏପଟେ ଘର କବାଟରେ ତାଲା ରାତି ଅଧରେ ଚାହିଁ ବସିଛି ପ୍ରେମିକ ଘର ଦାଣ୍ଡ ବାଟରେ । ହେଲେ ପ୍ରେମିକର ଦେଖା ନାହିଁ । ମୁଁ ଆସୁଚି କହି କୁଆଡେ ଚାଲି ଯାଇଛି । ଏପଟେ ପ୍ରେମିକ ନଆସିଲେ ତାଙ୍କ ଘର ଆଗରେଆତ୍ମହ ତ୍ୟାକରିବ ବୋଲି କହିଛି ବିବାହିତ ପ୍ରେମିକା ।

ଆପଣ ଭାବୁ ଥିବେ ବିବାହିତା ପ୍ରେମିକା ଆମେ ଏଠି କାହିଁକି କହୁଚୁ? ଏମିତି କହିବାରେ ଏକ ବଡ଼ କାରଣ ରହିଛି , ଆପଣ ଜାଣି ବାକୁ ହେଲେ ପୁରା ଘଟଣା ବିଷୟରେ ପ୍ରଥମ ଜାଣି ବାକୁ ପଡ଼ିବ । ଏହି ଘଟଣା ଟି ଘଟିଛି କଟକ ଜିଲ୍ଲା ଜୟପୁର ଫାଣ୍ଡି ଅଧିନୟ ଅରିଲ ଗାଁ ରେ । ଆପଣ ଦେଖୁଥିବା ଏହି ନବବଧୁ ଟିର ଗତ ୧୩ ତାରିଖରେ ବିବାହ ହୋଇଥିଲା ।

ଅଷ୍ଟମଙ୍ଗଳା ରେ ନିଜ ବାପ ଘରକୁ ଆସି ନଥିବା ଝିଅ ଟି,  ଷୋଳ ମଙ୍ଗଳା ରେ ନିଜ ଘରକୁ ବୁଲିବାକୁ ଆସିଥିଲେ ନିଜ ସ୍ବାମୀ ଙ୍କ ସହ । ଝିଅ, ଜ୍ଵାଇଁ ଙ୍କ ପାଇଁ ଭଲ ଖାଇବା କରିଥିଲେ ଘର ଲୋକ । କିନ୍ତୁ ଠିକ୍ ଖାଇସାରିଲା ପରେ ଜ୍ଵାଇଁ ଆଉ ପାଇଲାଣି ଝିଅ କୁ । ଝିଅ ଟି ପୂର୍ବରୁ ଭଲ ପାଉଥିବା ପ୍ରେମିକ ସହ କେଉଁ ଆଡେ ଫେରାର ହୋଇଗଲେ ।

ବେଶେ କିଛି ସମୟ ଖୋଜା ଖୋଜି ଚାଲିଲା ପୁରା ଗାଁ ରେ ଖବର ବ୍ୟାପିଗଲା ଶେଷରେ ସ୍ତ୍ରୀ କୁ ନ ପାଇ ଏକା ଏକା ଘରକୁ ଚାଲି ଗଲେ ଜ୍ଵାଇଁ । ତେବେ ତ ପର ଘଟଣା ଜାଣିଲେ ଆପଣ ଚକିତ ହୋଇପଡିବେ। ନିଜ ପ୍ରେମିକ ସହ ପଳାଇଥିବା ନବବଧୂ ଟି କିନ୍ତୁ ଧୋକ ଖାଇଗଲା । ପ୍ରେମିକ ସେହି ଗାଁର ରଘୁ ରାଉତ ତାଙ୍କୁ ନେଇଯିବା ପରେ କହିଲା ତୁ ଆମ ଘର କୁ ଯା ମୁଁ ପରେ ଯାଉଚି ।

ପ୍ରେମିକ ଯାଇଁ ପ୍ରେମିକର ଘର ପାଖରେ ପହଞ୍ଚିଲା ପରେ ଦେଖି ବାକୁ ପାଇଲା ଘରେ ତାଲା ଝୁଲୁଛି କେହିବି ଘରେ ନାହାନ୍ତି । ତେଣୁ ପ୍ରେମିକର ଦୁଆରେ ବସି ରହିଲା ପ୍ରେମିକା । ଜଣା ପଡିଲା ଯେ ଝିଅ କୁ ବୋହୂ ବୋଲି ସ୍ଵୀକାର କରୁନାହାନ୍ତି ପୁଅ ଘର ଲୋକ । ତେଣୁ ଘରକୁ ତାଲା ପକାଇ କେଉଁ ଆଡେ ଫେରାର ହୋଇଯାଇଛନ୍ତି ।

ନ୍ୟାୟ ପାଇଁ ପ୍ରେମିକ ଘର ଆଗରେ ଧାରଣାରେ ବସିଛନ୍ତି, ପ୍ରେମରେ ପତାରଣ ପାଇଥିବା ଝିଅ ଏବଂ ତାଙ୍କ ମା । ରାତି ସାରା ଏମିତି ବସୀ ରହିଥିଲେ ଘଟଣା ପହଁଚିଛି ପୋଲିସ ପାଖରେ ଝିଅ ବାପାଙ୍କ ତରଫରୁ ପ୍ରେମିକ ରଘୁ ନାଥ ରାୟ ନାଁରେ ଏତଲା ଦେଇଛନ୍ତି ।

ଏପଟେ ସକାଳେ ଫେରିବା ପରେ ରଘୁର ପରିବାର ତରଫରୁ ଝିଅ ଘର ନାରେ ପୁଅ କୁ ଅପହରଣ କରିଥିବା ଅଭିଯୋଗ ଅଣାଯାଇଛି । ଚର୍ଚ୍ଚା ହଉଥିଲା ଝିଅ ଇଚ୍ଛା ବିରୁଦ୍ଧରେ ବାହାଘର କରାଯାଇଥିଲା । ମା କହୁଛନ୍ତି ଝିଅକୁ ଅନ୍ୟ ଜାଗାରେ ବାହାଘର କରିଥିଲେ । ତେବେ ଏଭଳି ପରିସ୍ଥିତି ରେ ଯୁବତୀ ଜଣଙ୍କୁ ଏକୂଳରେ ହେଲା ନ ସେକୂଳରେ ହେଲା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ | ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *