ହେ ଭଗବାନ !! ଝିଅ କୁ ଦୁ-ଷ୍କ-ର୍ମ କରିବାକୁ ଧ-ମ-କ ମିଳିବା ପରେ ଶେଷରେ ବାପା କଲା ଆ-ତ୍ମ-ହ-ତ୍ୟା …

ବିଶେଷ

ଦର୍ଶକ ବନ୍ଧୁ ଝିଅ କୁ ଦୁ-ଷ୍କ-ର୍ମ କରିବା ପାଇଁ ଧମକ ଦେବା ପରେ ବାପା କଲା ଆ-ତ୍ମ-ହ-ତ୍ୟା । ହଁ ବନ୍ଧୁ କଥା ଟି ସତ୍ୟ ଅଟେ ତେବେ ଜମିଜମା ବିବାଦ ନେଲା ଉ-ଗ୍ରରୂ-ପ । ତେବେ ମୃ-ତ୍ୟୁ ପୂର୍ବ ରୁ ସୁ-ଇ ସା-ଇଟ ନୋଟ ଲେଖି ଯାଇଛନ୍ତି ତିରୁପତି ଧିରୁଆ । ତେବେ ସେ ଆଇନି ଉପରେ ଭରସା ଉଠାଇ ସେ ଆ-ତ୍ମ-ହ-ତ୍ୟା କରିଥିବା ଅଭିଯୋଗ ହୋଇଛି।

ତେବେ ବନ୍ଧୁଗଣ ଏହି ଭଳି ଅ-ଭା-ବ-ନୀ-ୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଅନ୍ତମଡା ଗ୍ରାମ ରେ । ତେବେ ଗାଆଁ ମୁଣ୍ଡ ରେ ଥିବା ମୁକ୍ତେଶ୍ଵର ମନ୍ଦିର ର ପ୍ରାଙ୍ଗଣ ରେ ତିରୁପତି ଧୀରୁଆ ଙ୍କ ମୃ-ତ ଦେ-ହ ଝୁ-ଲ-ନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି । ତେବେ ପୋଲିସ କିଛି କର୍ଯ୍ୟୁନୁଷ୍ଠାନ ନ ନେବା ରୁ ସେ ଏହି ଭଳି କରିଛନ୍ତି ବୋଲି ସମ୍ପର୍କୀୟ କହିଛନ୍ତି ।

ତେବେ ବନ୍ଧୁଗଣ ତିରୁପତି ଧିରୂଆ ଏତଲା ଅନୁଯାୟୀ ନୀଳଗିରି ଗଛ ଲଗାଇବା କୁ ନେଇ କିଛି ଲୋକ ଙ୍କ ସହ ତାଙ୍କର ଗଣ୍ଡୋଗଲ ହୋଇଥିଲା । ଏମିତି ତିରୁପତି ଏବଂ ତାଙ୍କ ପରିବାର ଲୋ-କ କୁ ମା-ଡ ମା-ରି-ଥିଲେ- । ତେବେ ଝିଅ କୁ ଦୁ-ଷ୍କ-ର୍ମ କରିବ ବୋଲି ଅଭିଯୁକ୍ତ ମଧ୍ୟ ଧମକ ଦେଇଥିଲେ । ତେବେ ଏଥିରେ ସେ ଦର୍ଶାଇ ଥିଲେ ତାଙ୍କ ଜୀ-ବ-ନ ପ୍ରତି ବିପଦ ଅଛି ।

 

ତେବେ ଅଭିଯୁକ୍ତ ମାନେ ବିନ୍ଦାସ ବୁଲୁ ଥିବା ସମୟ ରେ ପୋଲିସ କିଛି କରୁ ନାହିଁ ବୋଲି ସେ ଉଲ୍ଳେଖ କରିଥିଲେ କିନ୍ତୁ ପୋଲିସ କୌଣସି କାର୍ଯ୍ୟନୁଷ୍ଠାନ ନେଇ ନ ଥିଲା । ତେବେ ଏହା ପରେ ଗାଳି ଗୁ-ଲ-ଜ ସ-ହ୍ୟ ନ କରି ପାରି ଆ-ତ୍ମ-ହ-ତ୍ୟା କରିଛନ୍ତି ବୋଲି ସମ୍ପର୍କୀୟ କହିଛନ୍ତି । ତେବେ ସବୁଠୁ ବଡ କଥା ହେଉଛି ସୁ-ଇ- ସା-ଇ-ଟ ନୋଟ ରେ ଉଲ୍ଲେଖ ହୋଇଛି ଯେ ତାଙ୍କ ଘରେ ପଶି ତା-ଙ୍କ ଝି-ଅ କୁ ଦୁ-ଷ୍କ-ର୍ମ କରିବେ ବୋଲି ଧମକ ଦେଇଥିଲେ ବୋଲି ଲେଖା ହୋଇଛି ।

ତେବେ ବନ୍ଧୁଗଣ ତିରୁପତି ଧିରୁଆ ସମସ୍ତ ଙ୍କ ପାଖ କୁ ଯାଇ ଥିଲେ ମଧ୍ୟ ତାକୁ ନ୍ୟାୟ ମିଳି ପାରିଲା ନାହିଁ ପୋଲିସ ବି କିଛି କରିଲା ନାହିଁ କିନ୍ତୁ ବର୍ତ୍ତମାନ ସମୟ ରେ ସେ ଆ-ତ୍ମ-ହ-ତ୍ୟା କରିବା ପରେ ପୋଲିସ ସମସ୍ତ ଙ୍କୁ ଜେରା କରୁଛି , ତେବେ ଜୀ-ବି-ତ ଅଵସ୍ଥା ରେ ପୋଲିସ କିଛି କାର୍ଯ୍ୟନୁଷ୍ଠାନ ନେଇଥିଲେ ହୁଏ ଆଜି ତିରୁପତି ଜୀବିତ ରହି ଥାଆନ୍ତେ , କିନ୍ତୁ ପୋଲିସ ଅବହେଳା କଲା । ତେବେ କଣ ପାଇଁ ପୋଲିସ ଜୀବିତ ସମୟ ରେ ନ୍ୟାୟ ନ ଦେଇ ମ-ରି-ବା ପରେ ଆସି ସମସ୍ତ ଙ୍କୁ ଜେରା କରୁଛି ।।

Leave a Reply

Your email address will not be published.