ସିନେମାରେ ଅଭିନେତ୍ରୀ ମାନେ କଣ ପାଇଁ ଛୋଟ ଡ୍ରେସ ପିନ୍ଧନ୍ତି? ବିଦୁସ୍ମିତ (Bidusmita) ଙ୍କ ପ୍ରଶ୍ନର ଏମିତି ଜବାବ ଦେଲେ ବର୍ଷା (Varsha) ଶୁଣିଲେ ତାଜୁବ ହୋଇଯିବେ – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଆପଣ ମାନେ ଜାଣିଥିବେ ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ବହୁତ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ନିଜର ଅଭିନୟ ପାଇଁ ବହୁତ ଚର୍ଚ୍ଚା ରହି ଆସନ୍ତି ସବୁଥାରେ । ତେବେ ବର୍ତ୍ତମାନ ସମୟରେ ସମସ୍ତେ ସମସ୍ତ ଙ୍କ ଘରେ ଟିଭି କୁ ବହୁତ ମାତ୍ରା ରେ ୟୁଜ୍ କରନ୍ତି ଆଉ ତାହା ସହ ସୋସିଆଲ ମିଡିଆ ମଧ୍ୟ ୟୁଜ୍ କରନ୍ତି ଆଉ ସବୁ ଥିରେ ସମସ୍ତେ ଫୋଲ୍ କରନ୍ତି ସବୁ ସେଲିବ୍ରିଟି ମନକୁ ଅଧିକାଂଶ ଜୀବନ ଶୈଳୀ କୁ ଫୋଲ୍ କରନ୍ତି ପୁରା ପୁରୀ ତାଙ୍କ ଭଳି ହେବାକୁ ।

ତେବେ କୌଣସି ଚଳଚିତ୍ରଟି ହେଉ କିମ୍ବା ଓ ଧାରାବାହିକ ହେଉ କିମ୍ବା ଓଡ଼ିଆ ଆଲବମ୍ ହେଉ ସମସ୍ତେ ନିଜ ନିଜର କେହି ନା କେହି ବହୁତ ପସନ୍ଦ କରୁଥିବା ଅଭିନେତା ଅଭିନେତ୍ରି ଅଛନ୍ତି ସେ ପସନ୍ଦ କରିବା ସହ ସେ ତାଙ୍କ ଠାରୁ କିଛି ଶିଖି ବାକୁ ମଧ୍ୟ ଚେଷ୍ଟା କରିଥାନ୍ତି । ତେବେ ଏମିତି କଥା କହିବାକୁ ଯାଉଛୁ ଆପଣ ମାନଙ୍କୁ କି ଆମେ ମାନେ କେତେ ଇନ୍ସିପେୟାର୍ ହେଉଛେ । ତେବେ ଆପଣ ମାନେ ଜାଣିଥିବେ କି ଅଭିନେତ୍ରୀ ବିଦୁସ୍ମିତା ଏକ ପ୍ରଶ୍ନ କରିଥିଲେ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ।

ତାଙ୍କ ର ପ୍ରଶ୍ନ ଥିଲା କି ଯେଉଁ ଆକ୍ଟର୍ ଏକ ଷ୍ଟୋରି ବେସ୍ କୁ ନେଇ ଯଦି ସଟ୍ ଡ୍ରେସ ପିନ୍ଧନ୍ତି ସେ କ’ଣ ଚରିତ୍ର୍ ହିନା ଅଟେ । ଆଉ ଯେଉଁ ମାନେ ଭଲ ଡ୍ରେସ ପିନ୍ଧନ୍ତି ଆଉ ତାପରେ ପ୍ରଫମ୍ କରନ୍ତି ସେମାନେ କ’ଣ ଚରିତ୍ର ବାନ ।କ’ଣ ଏହି ମାନସକିତା କ’ଣ ଆମକୁ ଏମିତି ଶୁଣିବାକୁ ପଡିବ ନା ଏହା କେବେ ଶୁଣିବା ବନ୍ଦ ମଧ୍ୟ୍ୟ ହେବ ।

ବିଦୁସ୍ମିତା ତାଙ୍କ ପ୍ରଶ୍ନ ର ଉତ୍ତର ରେ ବର୍ଷା ପ୍ରିୟଦର୍ଶିନୀ କହିଥିଲେ ଏହି ମାନସକିତ ମନକୁ ଆଣିବା ଜମା ବି ଠିକ ନୁହଁ । ବିଦୁସ୍ମିତା ଙ୍କ ଏହି ପ୍ରଶ୍ନ ରେ ବର୍ଷା ନିଜେ ମଧ୍ୟ ସମର୍ଥ ଦେଲେ ନାହିଁ । ଜଣେ ସଟ୍ ଡ୍ରେସ ପିନ୍ଧି ଦେଲେ କେହି କେବେ କ୍ୟାରକ୍ଟର୍ ଲେସ୍ ହୁଏ ନାହିଁ । ଏହି ମାନସକିତା କେବଳ ହୀନ ମାନସକିତା ଅଟେ ଯଦି ଜଣେ ଝିଅ ଟେ ଡ୍ରେସ ତା ପିନ୍ଧିଚି ଆଉ ସେଇଟା ସଟ୍ ତେବେ ଆଉ ତାହା ପିନ୍ଧି ସେ ପ୍ରଫମ୍ କରୁଛି ତାକୁ ଦେଖିକି ବହୁତ ପ୍ରକାର କମେଣ୍ଟ ଦିଆ ଯାଏ ।

କିନ୍ତୁ ଏହା କୁ ବର୍ଷା କେବେବି ସମର୍ଥ କରନ୍ତି ନାହିଁ କି ଜଣେ ସଟ୍ ଡ୍ରେସ ପିନ୍ଧିଲେ ସେ ଚରିତ୍ର୍ ହୀନ ହୁଏ ବୋଲି । ସେ ସଟ୍ ଡ୍ରେସ ପିନ୍ଧେ କାରଣ ତାଙ୍କୁ କୁହା ଯାଇଛି କି ତୁମର ଅଭିନୟ ଏହା ଅଛି ତେଣୁ ତୁମେ ଏହା ପିନ୍ଧିବା ଦରକାର ସେଇଥିପାଇଁ ସମସ୍ତେ ପିନ୍ଧନ୍ତି କିନ୍ତୁ ତାହା ସହ ମଧ୍ୟ ବର୍ଷା ବିଦୁସ୍ମିତା ଙ୍କୁ କହିଛନ୍ତି କି ଯଦି ଆମେ ସମସ୍ତେ ମହିଳା ମାନେ ଚାହିଁବା ତେବେ ଆମେ ମନା ମଧ୍ୟ କରି ପାରିବା ଆମେ ଆମ ର ଲିମିଟେଡ଼୍ ଡ୍ରେସ ପିନ୍ଧି ଅଭିନୟ ମଧ୍ୟ କରି ପରିବା ବାସ ସ୍କ୍ରିପ୍ଟି ରେ ଦମ ଥିବା ଦରକାର ।

ତାହେଲେ ଏମିତି କଲେ ତାଙ୍କୁ କେହି ବାଧ୍ୟ ମଧ୍ୟ କରି ପାରିବେ ନାହିଁ କି ତୁମେ ଛୋଟ ଡ୍ରେସ ପିନ୍ଧ ବୋଲି । ଆମେ ଯାହା ବି ସିନେମା କରୁ ତାହା ସମସ୍ତେ ଦେଖନ୍ତି ବହୁତ ଛୋଟ ପିଲା ଯୁବ ପିଢ଼ି ମଧ୍ୟ ଦେଖନ୍ତି ସେମାନେ ଆମ ଠାରୁ ଇନ୍ସିପେୟାର୍ ହୁଅନ୍ତି ଆଉ ତାହା ସହ ଆମ ପରିବାର ଲୋକ ମାନେ ମଧ୍ୟ ଦେଖନ୍ତି ବୟସ୍କ ଲୋକ ମାନେ ଦେଖନ୍ତି ଆମେ ସିନେମା ବାହାନା ରେ ଆମେ ଆମର ବାର୍ତ୍ତା ରଖି ସମସ୍ତେ ଆମ ମାନଙ୍କ ଠାରୁ କିଛି ଶିଖି ବାକୁ ପାଆନ୍ତି ଆମର ସବୁ ଫିଲ୍ମ ପ୍ରଭାବ ବହୁତ ପଢେ ।

ତେଣୁ ମାନେ ମାନେ ଯଦି ମନା କରିବା କି ଆମେ ମାନେ ଲିମିଟେଡ଼୍ ଡ୍ରେସ ପିନ୍ଧିବା ସେଇଥି ରେ ମଧ୍ୟ ଆମ ର କିଛି ବି ଭୁଲ ନାହିଁ । ଆମ ଉପରେ ଡିପେଣ୍ଡ୍ କରେ କି ଆମେ କ’ଣ ଚୟନ କରିବା ।

Leave a Reply

Your email address will not be published.