କମ ବୟସରୁ ମୃ-ତ୍ୟୁ ବରଣ କରିଥିବା ଓଡ଼ିଆ ସେଲିବ୍ରିଟି

ମନୋରଞ୍ଜନ

ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଆମ ଓଲିଓଡ୍ ଇଣ୍ଡଷ୍ଟ୍ରୀ ରେ ଏମିତି କିଛି ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ କି ବହୁତ କମ ବୟସ ରେ ଏ ଦୁନିଆ ଛାଡି ଚାଲି ଯାଇଛନ୍ତି । ତେବେ ଆଜି ଆମେ ଆପଣ ମାନଂକୁ ଏହିଭଳି ଏକ ସେଲିବ୍ରିଟି ମାନଙ୍କ ବିଷୟ ରେ କହିବାକୁ ଯାଉଛୁ ଯେଉଁ ମାନେ କି ବହୁତ କମ ବୟସ ରେ ହିଁ ଏ ଦୁନିଆ ଛାଡି ସବୁ ଦିନ ପାଇଁ ଚାଲି ଯାଇଛନ୍ତି । ତେବେ ଏହି ସବୁ ର ସମ୍ପୁର୍ଣ୍ଣରୂପେ ବିବରଣୀ ଟି ଜାଣିବାକୁ ହେଲେ ଆପଣ ମାନେ ଆମ ଲେଖାଟିକୁ ପ୍ରଥମ ରୁ ଶେଷ ଯାଏଁ ପଢନ୍ତୁ ତେବେ ଯାଇ ଆପଣ ମାନେ ଜାଣି ପାରିବେ ସମ୍ପୁର୍ଣ୍ଣ ତଥ୍ୟ ଟି କ’ଣ ଅଟେ ।

1. ତେବେ ଆପଣ ମାନେ ଅଭିନେତ୍ରୀ ନିକିତା ଙ୍କୁ ବହୁତ ଭଲ ଭାବରେ ଜାଣିଥିବେ । ନିକିତା ବହୁତ ସୁନ୍ଦର ଅଭିନୟ କରି ଓଡିଶା ର ଦର୍ଶକ ମାନଙ୍କ ମନକୁ ବହୁତ ନିଜର କରି ପାରିଥିଲେ । ତେବେ ଗତ ବର୍ଷ ନିଜ ସ୍ବାମି ଙ୍କ ସହ ଝଗଡା ହେବା ଯୋଗୁ ତାଙ୍କ ସ୍ବାମି ତାଙ୍କୁ ଛାତ ଉପରୁ ଠେ-ଲି ଦେଇଥିଲେ ଆଉ ତଳେ ପଡି ସେ ମୃତ୍ଯୁ ବରଣ କରିଥିଲେ । ତେବେ ସେ ମାରିଲା ବେଳେ ତାଙ୍କୁ ମାତ୍ର 32 ବର୍ଷ ହୋଇ ଥିଲା ।

2. ତାପରେ ଆସୁଛନ୍ତି ଓଲିଓଡ୍ ଇଣ୍ଡଷ୍ଟ୍ରୀ ର ଜବରଦସ୍ତ କମେଡିଆନ୍ ସଲିଲ୍ ମିତ୍ର । ତେବେ ଆପଣ ମାନେ ତାଙ୍କ ବିଷୟ ରେ ବହୁତ କିଛି ଜାଣିଥିବେ ତେବେ ସେ ଗତ ବର୍ଷ ସୁଟିଂ ସମୟ ରେ ଗୋଟିଏ ଗାଡି ଆସିଡେଣ୍ଟ୍ ହେବା ପରେ ତାଙ୍କ ର ମୃତ୍ଯୁ ହୋଇ ଥିଲା । ଆଉ ସେ ମାରିଲା ବେଳେ ତାଙ୍କୁ ମାତ୍ର 37 ବର୍ଷ ହୋଇଥିଲା । ସେ ମାରିଲା ପରେ ସମସ୍ତ ଓଡିଶା ବାସି ଙ୍କ ପାଖରେ ଦୁଃଖ ର ଲହରୀ ଖେଳି ଯାଇଥିଲା ।


3. ତାପରେ ଆସୁଛନ୍ତି ଅଭିନେତ୍ରି ସିମରନ୍ ସେ ବହୁତ କମ ବୟସ ରେ ନିଜର ନାଁ ଅଭିନୟ ଜଗତ ରେ ଆଣି ପାରିଥିଲେ । ସେ ଗତ ବର୍ଷ ଜାନୁଆରୀରେ ତାଙ୍କୁ ତାଙ୍କ ସ୍ବାମି ବ୍ରିଜ ଉପରେ ଠେଲି ମାରି ଦେଇଥିଲେ । ସେ ମାରିଲା ବେଳେ ତାଙ୍କୁ ମାତ୍ର 20 ବର୍ଷ ହୋଇ ଥିଲା ।

4. ତାପରେ ଅଭିନେତା ରାଜା । ସେ ତାଙ୍କ ଅଭିନୟ ପାଇଁ ସବୁ ବେଳେ ଚର୍ଚ୍ଚା ସେ ଓଲିଓଡ୍ ଇଣ୍ଡଷ୍ଟ୍ରୀ ଜଣେ ଜଣା ଶୁଣା ଅଭିନେତା ହେବା ସହ ବହୁତ ଲୋକପ୍ରିୟ ଅଭିନେତା ମଧ୍ୟ ଥିଲେ ଆଉ ତାଙ୍କ ଅଭିନୟ ପାଇଁ ସେ ସମସ୍ତ ଙ୍କ ଘରେ ଘରେ ପରିଚିତ ଥିଲେ । ସେ ବହୁତ ସାରା ଆଲବମ୍ ସିରିଏଲ ଓ ସିନେମା ରେ ଅଭିନୟ କରିଥିବାର ନଜର ରେ ଆସିଥିଲେ । ସେ ଆଗରୁ ଜେସି ସାମଲ ଙ୍କୁ ଭଲ ପାଉଥିଲେ ଆଉ କୌଣସି କାରଣ ପାଇଁ ସେ ତାଙ୍କ ସହ ଝଗଡା ହୋଇଥିଲା ଆଉ ସେଇଥିପାଇଁ ସେ ରା-ଗି ବ୍ରିଜ ଉପରୁ ଡେ-ଇଁ ପଡି ଥିଲେ ସେତେବେଳେ ତାଙ୍କୁ ମାତ୍ର 28 ବର୍ଷ ହୋଇଥିଲା ।

5. ଅଭିନେତା ପପୁ ଆପଣ ମାନେ ତାଙ୍କୁ ବହୁତ ଭଲ ଭାବରେ ଜାଣିଥିବେ । ଆପଣ ମାନେ ପପୁ ଙ୍କୁ ବହୁତ ସାରା ଅଲବମ୍ ରେ ପପୁ ଙ୍କୁ ଜବରଦସ୍ତ ଅଭିନୟ କରିଥିବାର ଦେଖିଥିବେ । କିନ୍ତୁ 2012 ମସିହା ରେ ପପୁ ତାଙ୍କ ଭଡା ଘରେ ହିଁ ଫାସି ଲଗାଇ ମରି ଯାଇଥିଲେ ଆଉ ସେତେବେଳେ ତାଙ୍କୁ ମାତ୍ର 29 ବୟସ ହୋଇଥିଲା ।

6. ଆପଣ ମାନେ ମିନାକେତନ୍ ଙ୍କୁ ବହୁତ ଭଲ ଭାବରେ ଜାଣି ଥିବେ । ତେବେ ସେ ବହୁତ ସାରା ସିନେମା ରେ ନେଗେଟିଭ୍ ରୋଲ ରେ ଦେଖିବାକୁ ପାଇଥିବେ । ମିନକେତନ୍ କ୍ୟା-ନ୍ସ-ର ରୋଗ ରେ ପିଡିତ୍ ହୋଇ ମୃତ୍ଯୁ ବରଣ କରିଥିଲେ ।

7. ହର ପଟ୍ଟନାୟକ ଓଲିଓଡ୍ ଇଣ୍ଡଷ୍ଟ୍ରୀ ର ଜବରଦସ୍ତ କଳାକାର ସହିତ ବହୁତ ଭଲ ମଣିଷ ଟେ ମଧ୍ୟ ଥିଲେ ସେ ମଧ୍ୟ କ୍ୟା-ନ୍ସ-ର ରୋଗ ରେ ପିଡିତ୍ ଥିଲେ ସେଇଥିପାଇଁ ସେ ମୃତ୍ଯୁ ବରଣ କରିଥିଲେ । ତାଙ୍କୁ ସେତେବେଳେ 56 ବୟସ ହୋଇଥିଲା ।

8. ସୌମ୍ୟରଂଜନ ପଣ୍ଡା ଙ୍କୁ ଆପଣ ମାନେ ବହୁତ ଭଲ ଭାବରେ ଜାଣିଥିବେ । ମିଷ୍ଟର୍ ନନସେନ୍ସ ରେ ଆପଣ ମାନେ ସୌମ୍ୟରଂଜନ ପଣ୍ଡା ଙ୍କୁ ଦେଖିବାକୁ ପାଇଥିବେ । ତାଙ୍କ ଜିଭ ରେ କ୍ୟା-ନ୍ସ-ର ମଧ୍ୟ ହୋଇଥିଲା ଜୀବନ ସଙ୍ଘ ରେ ଲଢ଼ି ଲଢ଼ି ସେ ଆପୋଲ୍ ହସ୍ପିଟାଲ 9 ମାସ ପର୍ଯ୍ୟନ୍ତ କ୍ୟା-ନ୍ସ-ର ସହ ଲଢ଼ି ଥିଲେ ଶେଷ ରେ ସେ ମୃତ୍ଯୁ ବରଣ କରିଥିଲେ । ସେ ମୃତ୍ଯୁ ବରଣ କଲା ବେଳକୁ ତାଙ୍କୁ ଜମା 35 ବର୍ଷ ହୋଇଥିଲା ।

ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published.