ସହି ହେଲାନି ସ୍ତ୍ରୀର ଧୋକା !! ଦୁବାଇ ରେ ସ୍ଵାମୀ , ବେଡରୁମ ରେ ଟିଉସନ ସାର, ତାପରେ ସ୍ଵାମୀ ଯାହା କଲା ଆଖିରୁ ଲୁହ ଆସିଯିବ -ଦେଖନ୍ତୁ

ବିଶେଷ

ଦର୍ଶକ ବନ୍ଧୁ ବର୍ତ୍ତମାନ୍ ସମୟ ରେ ଯୁଗ ଏମିତି ହେଲାଣି ଯେ ପୁରୁଷ ମାନେ ବର୍ତ୍ତମାନ୍ ସମୟ ରେ ବିବାହ କରିବା ପାଇଁ ଶହେ ଥର ଭାବିବେ , କାରଣ ବର୍ତ୍ତମାନ୍ ପ୍ରେମ ଏତେ ମଜବୁତ୍ ହୋଇ ଯାଇଛି , ଯେ ପ୍ରେମ ପାଇଁ ବିବାହ କରିଥିବା ସ୍ବାମୀ ଓ ପିଲା ଙ୍କୁ ଛାଡି ଚାଲି ଯାଉଛନ୍ତି । ତେବେ ଏହା କେବଳ ନାରୀ ମାନ ଙ୍କ ପାଇଁ ସମ୍ଭବ , ତେବେ ସବୁ ନାରୀ ସମ୍ମାନ ନୁହଁନ୍ତି କିନ୍ତୁ କିଛି ନାରୀ ଙ୍କ କୁ କାର୍ଯ୍ୟ ପାଇଁ ଆଜି ନାରୀ ଜାତି ନିନ୍ଦା ଅପବାଦ ସୁଣୁଛି ।

ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଯାହା ବି କିଛି ଘଟିଛି ତାହା ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ ଯେ ଜଣେ ପତ୍ନୀ ନିଜ ସ୍ବାମୀ ଙ୍କୁ ଧୋକା ଦେବା ରୁ ସ୍ବାମୀ ଜଣକ ଆ-ତ୍ମ-ହ-ତ୍ୟା କରିଛନ୍ତି । ତେବେ ଏହି ଖବର ଟି ଶୁଣିବା ପରେ ଆପଣ ମାନେ ଆଶ୍ଚର୍ଯ୍ୟ ଓ ଚକିତ ହୋଇ ଯାଇଥିବେ ।

ତେବେ ସଂସାର ଭାଙ୍ଗି ଦେଲା ଟ୍ୟୁସନ ସାର , ତେବେ ସାବିତ୍ରୀ ରେ ବି ପଚାରିଲା ନାହୁଁ ପତ୍ନୀ । ଏ ଜିବନ କାହା ପାଇଁ । ତେବେ ବନ୍ଧୁଗଣ ପତ୍ନୀ ପରକ୍ରୀୟା ପାଇଁ ଭୁଲିଗଲା ସ୍ବାମୀ କୁ , ତେବେ ଏହି ଭଳି ଆଶ୍ଚର୍ଯ୍ୟ ଭଳି ଖବର ଢେଙ୍କାନାଳ ରୁ ଆସିଛି । ସଦର ଥାନା ସରକ୍ଷା ଗ୍ରାମ ର ପର ପୁରୁଷ ସ-ହ -ସ୍ତ୍ରୀ ର ସମ୍ପର୍କ ସହି ନ ପାରି ଆ-ତ୍ମ-ହ-ତ୍ୟା କରିଛନ୍ତି ସ୍ବାମୀ ।

ତେବେ ଆତ୍ମହତ୍ୟା କରିବା ପୂର୍ବ ରୁ ସେ ସୁଈ ସାଇଟ୍ ନୋଟ ରେ ଲେଖି ଯାଇଥିଲେ ସ୍ତ୍ରୀ ପ୍ରତାରଣା ର ଗୋଟି ଗୋଟି ଯ-ନ୍ତ୍ର-ଣା- ଦାୟକ କଥା କୁ । ତେବେ ବର୍ତ୍ତମାନ୍ ସମୟ ରେ ଘଟଣା ସ୍ଥଳ ରେ ପୋଲିସ ପହଞ୍ଚି ମୃତ ଦେହ କୁ ଜବତ କରି ତଦନ୍ତ ଚଳାଇଛି ।

ତେବେ କାମଦେବ ଷେଣ୍ଢ କୁ ବିବାହ କରିଥିଲେ ସନ୍ଧ୍ୟାରାଣୀ , ତେବେ ଉଭୟ ଦୁଇ ସନ୍ତାନ ମଧ୍ୟ ଅଛି । ତେବେ ଉଭୟ ସମ୍ପର୍କ ମଝି ରେ ଫାଟ ହୋଇ ପ୍ରବେଶ କରିଥିଲେ ଟ୍ୟୁସନ ସାର ମଦନ । ତେବେ ପିଲା ଙ୍କୁ ପାଠ ପଢ଼ାଇବାକୁ ଯାଇ ସନ୍ଧ୍ୟାରାଣୀ ଙ୍କ ସହ ସମ୍ପର୍କ ରଖିଥିଲେ । ତେବେ ସନ୍ଧ୍ୟାରାଣୀ ମଦନ ଙ୍କ ପ୍ରେମ୍ ରେ ଉବୁଟୁବୁ ।

ତେବେ ୨୦୨୦ ରେ କାମଦେବ କାମ କରିବାକୁ ଦୁବାଇ ଯାଇଥିଲେ , ତେବେ ଯେବେ କାମଦେବ ଘର୍ କୁ ଆସିଥିଲେ ସେହି ସମୟ ରେ ପତ୍ନୀ ତାଙ୍କ ବାପା ଘର୍ କୁ ଚାଲି ଯାଇଥିଲେ । ତେବେ ସାବିତ୍ରୀ ବ୍ରତ ଦୁନାଧ୍ୟ ସ୍ବାମୀ ଙ୍କ ପାଖ କୁ ଆସି ନ ଥିଲେ କି ଫୋନ ରିଶିଭ କରି ନ ଥିଲେ । ତେବେ ଏହାକୁ ସହ୍ୟ ନ କରି ପାରି କାମଦେବ ଆ-ତ୍ମ-ହ-ତ୍ୟା କରିଥିଲେ। । ତେବେ ସାମାନ୍ୟ ଟିକେ ପର ପୁରୁଷ ସମ୍ପର୍କ ପାଇଁ ସଂସାର ଭାସି ଗଲା , ଜୀଵନ ମଧ୍ୟ ଚାଲିଗଲା ।।

ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published.