ସ୍ଵାମୀ ଙ୍କ ସହ ଅଭିନେତ୍ରୀ ପ୍ରିୟଙ୍କା(Priyanka ) ଙ୍କ ଏହି ଭିଡିଓ ଦେଖିଲେ ହସି ହସି ଗଡିଯିବେ – ଦେଖନ୍ତୁ

ବିଶେଷ ମନୋରଞ୍ଜନ

ଆପଣ ମାନେ ଜାଣିଥିବେ ଆମ ଓଡିଅ ଇଣ୍ଡଷ୍ଟ୍ରି ଥିବା ସବୁ ଅଭିନେତା ଓ ଅଭିନେତ୍ରୀ ମାନକୁ । ବହୁତ ଅଭିନେତ୍ରୀ ମାନେ ଅଛନ୍ତି ଆମ ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ । ଅଭିନେତ୍ରୀ ମାନେ ବହୁତ ଚର୍ଚ୍ଚା ରହି ଆସୁଛନ୍ତି ତାଙ୍କ ସୁନ୍ଦର ଅଭିନୟ ପାଇଁ ଆଉ ସବୁ ବେଳେ ଚର୍ଚ୍ଚା ରେ ରହି ଆସୁଛନ୍ତି ସୋସିଆଲ୍ ମିଡ଼ିଆ ରେ । ସେ ଧାରବାହିକ ହେଉ କିମ୍ବା ହେଉ ସିନେମା ସବୁ ଥିରେ ବିନା ଅଭିନେତ୍ରୀ କୌଣସି ଭୂମିକା ଭଲ ଲାଗେନି ଦେଖି ବାକୁ ।

ଆପଣ ମାନେ ଯଦି ସମ୍ପୁର୍ଣ୍ଣ ବିବରଣୀ ଟି ଜାଣିବାକୁ ଚାହୁଁଥିବେ ତେବେ ଆପଣ ମାନେ ପ୍ରଥମେ ଆମ ଲେଖା ଟିକୁ ପ୍ରଥମ ରୁ ଶେଷ ଯାଏଁ ପଢନ୍ତୁ ତେବେ ଯାଇ ଆପଣ ମାନେ ଜାଣି ପାରିବେ ସମ୍ପୁର୍ଣ୍ଣ ବିବରଣୀ ଟି କ’ଣ ଅଟେ । ତେବେ ଆସନ୍ତୁ ଜାଣିବା ସମ୍ପୁର୍ଣ୍ଣ ତଥ୍ୟ ଟି ବିଷୟ ରେ ।

ଆପଣ ମାନେ ଅଭିନେତ୍ରୀ ପ୍ରିୟଙ୍କା ଙ୍କୁ ବହୁତ ଭଲ ଭାବରେ ଜାଣିଥିବେ ସେ ତାଙ୍କ ଅଭିନୟ ରେ ସବୁବେଳେ ଚର୍ଚ୍ଚା ରେ ରୁହନ୍ତି । ତେବେ ପ୍ରିୟଙ୍କା ଓଡ଼ିଆ ଇଣ୍ଡଷ୍ଟ୍ରୀ ର ବହୁତ ପୁରୁଣା ଅଭିନେତ୍ରି ଅଟନ୍ତି ସେ ବହୁତ କମ ବୟସ ରେ ଅଭିନୟ କରିବା ଆରମ୍ଭ କରିଥିଲେ । ସେ ତାଙ୍କ ଅଭିନୟ ରେ ବହୁତ ଦର୍ଶକ ମାନଙ୍କ ମନ ରେ ଏବେ ବି ମଧ୍ୟ ଅଛନ୍ତି । ସେ ପ୍ରଥମ ରୁ ହିଁ ସେ ବହୁତ ସିରିଏଲ ଓ ବହୁତ ସିନେମା ରେ ଅଭିନୟ କରି ସରିଛନ୍ତି । ପ୍ରିୟଙ୍କା ଙ୍କ ପୁରା ନାମ ହେଉଛି ପ୍ରିୟଙ୍କା ମହାପାତ୍ର ।

ପ୍ରିୟଙ୍କା ଙ୍କ ସ୍ବାମି ଙ୍କ ନାଁ ହେଉଛି ଦେବ ପଟ୍ଟନାୟକ । ଆଉ ତାଙ୍କ ଝିଅ ଙ୍କ ଆଙ୍କାକ୍ଷା ପଟ୍ଟନାୟକ । ପ୍ରିୟଙ୍କା ଦେଢସୁର ଙ୍କ ନାଁ ହେଉଛି ହର ପଟ୍ଟନାୟକ । ତେବେ ଆପଣ ମାନେ ଜାଣିଥିବେ କି ପ୍ରିୟଙ୍କା ଙ୍କ ସ୍ବାମି ଜଣେ ଫିଲ୍ମ ଡିରେକ୍ଟର । ପ୍ରିୟଙ୍କା ଙ୍କ ପ୍ରଥମ ସିନେମା ର ନାଁ ହେଉଛି ସୁନା ଭାଉଜ । ସେ ସୌଭାଗ୍ଯ ବତୀ ସିନେମା ରେ ଲିଡ୍ ନାୟିକା ଭାବରେ ଅଭିନୟ କରିଥିଲେ ଆଉ ତାଙ୍କ ର ଏହି ସିନେମା ଟି ବହୁତ ସୁପରହିଟ ମଧ୍ୟ ହୋଇ ଥିଲା । ତାପରେ ଭାଇ ହେଲା ଭଗାରୀ ରେ ସିନେମା ପୁଅ ମୋର ଭୋଳା ଶଙ୍କର ଏପରି ବହୁତ ସିନେମା ରେ ଅଭିନୟ କରିଥିଲେ ଯାହା ବହୁତ ସୁପରହିଟ ହେଇ ସାରିଛି ।


ତେବେ ସିନେମା ରେ ଅଭିନୟ କରିବା ସହ ସେ ବହୁତ ଧାରାବାହିକ ରେ ମଧ୍ୟ ଅଭିନୟ କରିଛନ୍ତି । ତେବେ ବର୍ତ୍ତମାନ ସମୟରେ ସେ ଦିବ୍ୟଦୃଷ୍ଟି ସିରିଏଲ ରେ ଅଭିନୟ କରିଥିବାର ନଜର ରେ ଆସୁଛନ୍ତି । ତେବେ ବର୍ତ୍ତମାନ ସମୟରେ ପ୍ରିୟଙ୍କା ଓ ତାଙ୍କ ସ୍ବାମି ଙ୍କ ର ଫୋଟ ବହୁତ ଭାଇରାଲ ହେଉଛି । ଆଉ ତାଙ୍କ ର ବହୁତ ରୋମାଣ୍ଟିକ୍ ଭିଡିଓ ସବୁ ମଧ୍ୟ ସୋସିଆଲ୍ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି ।

ଯାହା କି ୟୁଜର୍ ମାନକୁ ବହୁତ ଖୁସି ଲାଗିଛି ଆଉ ସମସ୍ତେ ବହୁତ ପସନ୍ଦ ମଧ୍ୟ କରୁଛନ୍ତି କି ତାଙ୍କ ଭିତରେ ଏବେ ବି ମଧ୍ୟ ବହୁତ ଭଲ ପାଇବା ଅଛି ଦେଖିକି ।ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published.