କମେଡିଆନ ପପୁ ପମ ପମ(Papu Pam Pam) ଙ୍କ ପାଇଁ ସାବିତ୍ରୀ ରଖିବାକୁ ବାପାଙ୍କ ସହ ଅଳି କଲା କୁନି ଝିଅ – ଦେଖନ୍ତୁ ଭିଡିଓ

ବିଶେଷ ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ସୋସିଆଲ ମିଡ଼ିଆ ରେ ଅନେକ ଖବର ଦେଖିବାକୁ ପାଉଥିବେ । ତେବେ ଏହି ସୋସିଆଲ ମିଡ଼ିଆ ରେ ସବୁଦିନ କିଛି ନା କିଛି ଭିଡିଓ ବହୁ ପରିମାଣ ରେ ଭାଇରାଳ ହୋଇଥାଏ । ତେବେ ଆପଣ ମାନେ ନିଶ୍ଚୟ ସୋସିଆଲ ମିଡ଼ିଆ ରେ ଅନେକ ଭିଡିଓ ନିଶ୍ଚୟ ଦେଖିଥିବେ । ତେବେ ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ରେ ଆଉ ଏକ ଭିଡିଓ ବହୁ ପରିମାଣ ରେ ଭାଇରାଳ ହେବା ରେ ଲାଗିଛି

ଏହି ଭିଡିଓ ରେ ଗୋଟେ ଛୋଟ ପିଲା ନଜର ଆସିଛି , ତେବେ ଏହି ଛୋଟ ପିଲା ଟି ନିଜର କଥା ପାଇଁ ଆଜି ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛି । ତେବେ ଆଜି ଆମେ ଏହି ବିଷୟ ରେ ସମ୍ପୂର୍ଣ ଖବର ଟି ଜାଣିବା । ତେବେ ଏହି ଖବର ଟି ଜାଣିବା ପୂର୍ବ ରୁ ଆପଣ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ।ପ୍ରିୟ ହାସ୍ୟ ଅଭିନେତା ପପୁ ପମପମ୍ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ ।

ତେବେ ବନ୍ଧୁଗଣ ପପୁ ପମପମ୍ ମଧ୍ୟ ଏହି ଚର୍ଚ୍ଚା ର କାରଣ ଅଟନ୍ତି । ତେବେ ପପୁ ପମପମ୍ ନିଜ ଜବରଦସ୍ତ କମେଡି ପାଇଁ ଆଜି ବେଶ୍ ଲୋକ ପରିଚିତ ଓ ଓଡ଼ିଶା ର ଘର ଘରେ ପରିଚିତ । ତେବେ ବନ୍ଧୁଗଣ ପପୁ ପମପମ୍ ଙ୍କ ପାଇଁ ଏକ କୁନି ଝିଅ ସାବିତ୍ରୀ ବ୍ରତ କରିବ ବୋଲି ତାର ବାପା କୁ କହୁଛି ।

ହଁ ବନ୍ଧୁ ଆପଣ ଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥା ଟି ସତ୍ୟ ଅଟେ , ତେବେ ଏହି ଭଳି ଏକ ଭିଡିଓ ସୋସିଆଲ ମିଡ଼ିଆ ରେ ବହୁ ପରିମାଣ ରେ ଭାଇରାଳ ହେବା ରେ ଲାଗିଛି । ତେବେ ଏକ କୁନି ଝିଅ ଖଟ ଉପରେ ବସିଛନ୍ତି ଓ ତାଙ୍କ ମାଆ ତାଙ୍କ ପାଖ ରେ ବସିଛନ୍ତି ଓ ତାଙ୍କ ପିତା ଭିଡିଓ କରୁଛନ୍ତି ।

ତେବେ ଏହି ଭିଡିଓ ରେ କୁନି ଝିଅ ଟି କହୁଛି ସେ ବ୍ରତ କରିବ , ହଁ ବନ୍ଧୁ ସେ ପପୁ ପମପମ୍ ଙ୍କ ପାଇଁ ବ୍ରତ କରିବ ବୋଲି କହୁଛି ଓ ଶେଷ ରେ ବିବାହ କରିବା ପାଇଁ ମଧ୍ୟ କହୁଛି , ତେବେ ସେ ତାର ପିତା ଙ୍କୁ କହୁଛି ଯେ କଣ ମୁଁ ବୁଢ଼ୀ ହେଲେ ମୋ ବିବାହ ଘର୍ କରିବ , ତେବେ ଏହି ଭଳି ଅନେକ କିଛି କହୁଛି ଏହି କୁନି ଝିଅ ଜଣକ ଯାହାକି ସୋସିଆଲ ମିଡ଼ିଆ ରେ ବହୁ ପରିମାଣ ରେ ଭାଇରାଳ ହେବା ରେ ଲାଗିଛି ।।

ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published.