ପରଲୋକରେ ବଲିଉଡର ଲୋକପ୍ରିୟ ଗାୟକ KK ,ଏହି କାରଣ ପାଇଁ ଷ୍ଟେଜ ରେ ମୃତ୍ୟୁ ବରଣ କଲେ -ଦେଖନ୍ତୁ

ବିଶେଷ ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ ଆମେ ମାନେ ସମସ୍ତେ ଏହି। ପୃଥିବୀ ରେ ବାସ କରୁଛେ । ତେବେ ଏହି ପୃଥିବୀ ଭୂପୃଷ୍ଟ କୁ ଯିଏ ବି ଆସିଥାଏ ସେ ଦିନେ ଦିନେ ଚାଲି ଯାଇଥାଏ ମାନେ ଏହି ଭୂପୃଷ୍ଟ୍ ରେ ଯିଏ ବି ଜନ୍ମ ହେବ ତା ମରଣ ସୁନିଶ୍ଚିତ । ତେବେ ମରଣ କେମିତି ଆସିଥାଏ କେଉଁ ରୂପ ରେ ଆସିଥାଏ ତାହା ଜାଣିବା ସମ୍ଭବ ନୁହେଁ

ତେବେ ବନ୍ଧୁଗଣ ମୃତ୍ୟୁ କେତେବେଳେ ଆସିବ ତାହା ତ କେହି କହି ପାରିବେ ନାହିଁ । ତେବେ ସେଥିପାଇଁ ଆପଣ ମାନେ ଯେତିକି ଦିନ ବଞ୍ଚିବେ ସେତିକି ଦିନ ଖୁସି ରେ ରୁହନ୍ତୁ । ଜନ୍ମ ଓ ମରଣ ମଝି ରେ ଆପଣ ମାନେ ଯେତିକି ଜୀଵନ ଅତି ବାହିତ କରୁଛନ୍ତି ତାହା ଆପଣ ମାନେ ଖୁସି ଓ ମଜା ମସ୍ତି କରି ରୁହନ୍ତୁ ।

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଗତ ଦୁଇ ବର୍ଷ ମଧ୍ୟ ରେ ଅଭିନୟ ଜଗତ ଅନେକ ଲୋକ ପ୍ରିୟ କଳାକାର ମାନ ଙ୍କ ପରଲୋକ ଘଟିଛି । ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ପୁଣି ଆଉ ଏକ ଦୁଃଖ ର ଖବର ଆସିଛି , ଏହି ଦୁଃଖ ର ଖବର ଆସିବା ପରେ ସାରା ଭାରତ ସ୍ତବ୍ଧ ହୋଇ ଯାଇଛି ।

ତେବେ ବନ୍ଧୁଗଣ ଆଉ ନାହାଁନ୍ତି ଆପଣ ମାନ ଙ୍କ ପ୍ରିୟ ଗାୟକ କେକେ , ମାନେ କ୍ରିଷ୍ଣା କୁମାର , ତେବେ କ୍ରିଷ୍ଣା କୁମାର ଙ୍କ ପରଲୋକ ଘଟିଛି । ସେ ସମସ୍ତ ଙ୍କୁ ପର କରି ଆର ପାରି କୁ ଚାଲି ଯାଇଛନ୍ତି । ତେବେ ହଠାତ୍ କ୍ରିଷ୍ଣା କୁମାର ଦେହାନ୍ତ ହେବା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ତେବେ ଆଉ ଶୁଣିବାକୁ ମିଳିବନି ତାଙ୍କ ସୂ ମଧୁର କଣ୍ଠ ରୁ ଜବରଦସ୍ତ ଗୀତ , ଷ୍ଟେଜ ସୋ ରେ ମଧ୍ୟ ଆଉ ଦେଖିବାକୁ ମିଳିବନି କ୍ରିଷ୍ଣା କୁମାର ଙ୍କୁ ।

ତେବେ ମୃତ୍ୟୁ ବେଳ କୁ ତାଙ୍କୁ ମାତ୍ର ୫୩ ବର୍ଷ ବୟସ ହୋଇଥିଲା ଓ ସେ ବହୁତ୍ କମ୍ ବୟସ ରେ ତାଙ୍କ ପରଲୋକ ଘଟିଛି। ତେବେ କ୍ରିଷ୍ଣା କୁମାର କୋଲକାତା ର ଏକ ଷ୍ଟେଜ ସୋ କରୁଥିବା ସମୟ ରେ ତାଙ୍କ ମୃତ୍ୟୁ ହୋଇଛି ଯାହାକୁ ସମସ୍ତେ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ତେବେ ମୃତ୍ୟୁ ହେବା ର କାରଣ ବର୍ତ୍ତମାନ୍ ସମୟ ରେ ସ୍ପଷ୍ଟ ଭାଵ ରେ ଜଣା ପଡି ନାହିଁ ।

ତେବେ ଯାହା ସୂଚନା ମିଳିଛି ଯେ ସବ ବ୍ୟବଚ୍ଛେଦ ପରେ ହିଁ ତାଙ୍କ ମୃତ୍ୟୁ ର ରହସ୍ୟ ଜଣା ପଡ଼ିବ । ତେବେ କ୍ରିଷ୍ଣା କୁମାର ବଲିଉଡ୍ ଇଣ୍ଡଷ୍ଟ୍ରି କୁ ଅନେକ ସୁପର ହିଟ ଗୀତ ଦେଇଛନ୍ତି , ତେବେ କ୍ରୀଷ୍ଣା କୁମାର ଙ୍କ ସ୍ଥାନ କୁ କେହି ବି ପୁରଣ କରି ପାରିବେ ନାହିଁ ତାହା ସଦା ସର୍ବଦା ପାଇଁ ଅପୂରଣୀୟ ହୋଇ ରହିବ ।।

ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published.