ମିସ କଲରୁ ପ୍ରେମ ଓ ସେ-କ୍ସ, ଏବଂ ଏବେ ନିଜ ଛୁ-ଆ ର ବା-ପା ଖୋଜୁଛନ୍ତି ଯୁବତୀ – ଦେଖନ୍ତୁ ଭିଡିଓ

ରାଜ୍ୟ

ଦର୍ଶକ ବନ୍ଧୁ ଆପଣ ମାନେ ସୋସିଆଲ ମିଡ଼ିଆ ରେ ଅନେକ ଭାଇରାଳ ଭିଡିଓ ନିଶ୍ଚୟ ଦେଖିଥିବେ । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ସୋସିଆଲ ମିଡ଼ିଆ ରେ ଅନେକ ଭିଡିଓ ଭାଇରାଲ ହୋଇଥାଏ ଓ ଏହି ଭିଡିଓ ମଧ୍ୟ ରୁ ବହୁ ଭିଡିଓ ରହିଛି ଆଶ୍ଚର୍ଯ୍ୟ ଓ ଚଳିତ କଲା ଭଳି ଭିଡିଓ ।ତେବେ ଆପଣ ମାନେ ସୋସିଆଲ ମିଡ଼ିଆ ରେ ଅଧିକ ଲ-ଜ୍ୟା ଜଣକ ଭିଡିଓ ବା ଖବର ଶୁଣିବାକୁ ଓ ଦେଖିବାକୁ ପାଉଥିବେ । ତେବେ ଲ-ଜ୍ୟା ଜଣକ ଭିଡିଓ ପ୍ରାୟତ ଅଧିକ ପ୍ରେମୀ ଯୁଗଳ ମାନ ଙ୍କୁ ନେଇ ଆସିଥାଏ ।

ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ସେହିଭଳି ଏକ ଖବର ସୋସିଆଲ ମିଡ଼ିଆ ରେ ବହୁ ପରିମାଣ ରେ ଭାଇରାଳ ହେବା ରେ ଲାଗିଛି ଯାହାକି ପ୍ରେମୀ ଯୁଗଳ ମାନ ଙ୍କୁ ନେଇ ଆସିଛି ଓ ସବୁ ଖବର ଠାରୁ ଏହା ଟିକେ ଭିନ୍ନ ଅଟେ କାରଣ ଏଠି ପ୍ରେମିକା ଙ୍କ ପ୍ରେମିକ ଦୁଇ ଜଣ ।

ତେବେ ବନ୍ଧୁଗଣ ସବୁଠୁ ବଡ କଥା ହେଲା ଯେ ଏଠାରେ ପ୍ରେମିକା ଜଣକ ମା ହୋଇଛନ୍ତି ଅର୍ଥାତ୍ ପ୍ରେମିକା ଙ୍କ ଏକ କନ୍ୟା ସନ୍ତାନ ଜନ୍ମ ଲାଭ କରିଛି ,ତେବେ ପ୍ରେମିକା ଜଣକ ଜାଣି ପାରୁ ନାହାଁନ୍ତି ଯେ ତାଙ୍କ କନ୍ୟା ସନ୍ତାନ ର ପିତା କିଏ ବୋଲି । ତେବେ ବନ୍ଧୁଗଣ ଆପଣ ମାନେ ଏହି ଖବର ରି ଶୁଣିବା ପରେ ଆପଣ ଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ ,ତେବେ କଥା ଟି ସତ୍ୟ ଅଟେ , ତେବେ ଆସନ୍ତୁ ଏହି ବିଷୟ ରେ ଜାଣିବା ।

ତେବେ ବନ୍ଧୁଗଣ ଏଠି ଗୋଟିଏ ଫୁଲ କୁ ଦୁଇ ମାଳି , ତେବେ ଦୋ ଛକି ରେ ରାୟଗଡ଼ା ଯୁବତୀ , ତେବେ ବର୍ତ୍ତମାନ୍ ସମୟ ରେ ତାଙ୍କ କୋଳ ରେ ୮ ଦିନ ର ଶିଶୁ କନ୍ୟା । ତେବେ ବର୍ତ୍ତମାନ ସମୟ ରେ ଏହି ପିଲା ର ବାପା କିଏ ତାକୁ ନେଇ ସେ ଦ୍ଵନ୍ଦ ରେ । ହଁ ବନ୍ଧୁ ଏହି ଦ୍ଵନ୍ଦ ର କାରଣ ହେଉଛି ଯେ ପ୍ରେମିକା ଜଣକ ଦୁଇ ପ୍ରେମିକ ଙ୍କ ସହ ଶା-ରି-ରୀ-କ ସମ୍ପର୍କ ରଖିଛନ୍ତି ।

ତେବେ ଏହି ଦୁଇ ଜଣ ଙ୍କ ମଧ୍ୟ ରୁ ତାଙ୍କୁ କିଏ ଗ-ର୍ଭ-ବ-ତୀ କରିଛି ତାହା ସେ ଜାଣି ନାହାଁନ୍ତି । ତେବେ ଏପଟେ ଦୁଇ ପ୍ରେମିକ ଅସ୍ବୀକାର କରୁଛନ୍ତି ଏହି ପିଲା ର ବାପା ସେମାନେ ନୁହଁନ୍ତି । ତେବେ ପ୍ରଶ୍ନ ଆସୁଛି ଯେ ଏହି କୁନି ପିଲା ଟି ର ବାପା କିଏ । ତେବେ ବନ୍ଧୁଗଣ ଗତ କିଛି ଦିନ ତଳେ ଯୁବତୀ ଙ୍କ ମୋବାଇଲ୍ କୁ ଏକ ମିସକଲ ଆସିଥିଲା ।

ତେବେ ଏହି ମିସ କଲ ମହେଶ ମେଲିକା ନାମକ ଜଣେ ଯୁବକ ଙ୍କ ସହ ଗଢି ଉଠି ଥିଲା ପ୍ରେମ୍ ସମ୍ପର୍କ । ତେବେ ମହେଶ ଙ୍କ ସାଙ୍ଗ ସନ୍ତୋଷ ମଧ୍ୟ ଯୁବତୀ ଙ୍କ ସହ ପ୍ରେମ ସଂପର୍କ ରଖିଥିଲେ । ତେବେ ଏହି ପ୍ରେମ ସମ୍ପର୍କ ରୁ ଶା-ରି-ରୀ-କ ସମ୍ପର୍କ ପର୍ଯ୍ୟନ୍ତ ଚାଲି ଥିଲା । ତେବେ ୫ ମାସ ପରେ ସେ ଦୁଇ ପ୍ରେମିକ ଙ୍କୁ ଜଣାଇ ଥିଲେ ସେ ଗ-ର୍ଭ-ବ-ତୀ ଅଛନ୍ତି ବୋଲି ।

ତେବେ ଦୁଇ ପ୍ରେମିକ ଏହି ଖବର ଜାଣିବା ପରେ ସେ ଆଉ ତାଙ୍କ ସହିତ ପ୍ରେମ୍ ସମ୍ପର୍କ ରଖି ନ ଥିଲେ । ତେବେ ଫୋନ ଉଠାଇଲେ ନାହିଁ କି ଫୋନ କଲେ ନାହିଁ ଲୁଚି ଲୁଚି ଚାଲିଗଲେ କେରଲ । ତେବେ ଯୁବତୀ ଙ୍କ ପରିବାର ଲୋକ ଯୁବତୀ ଘରୁ ବାହାର କରି ଦେଲେ ଓ ସେ ଦାଦନ ଖଟିବାକୁ ଚାଲି ଗଲେ ଆନ୍ଧ୍ର ପ୍ରଦେଶ ତେବେ ସେଥି କିଛି ଦିନ ରହିବା ପରେ ଫେରି ଆସି ସେ ଏକ କନ୍ୟା ସନ୍ତାନ ଙ୍କୁ ଜନ୍ମ ଦେଇଛନ୍ତି ।ତେବେ ବାପା ମା ଙ୍କ ପାଇଁ ଏହି ଶିଶୁ ଟି ଦଣ୍ଡ କଣ ପାଇଁ ଦିଆ ଯାଉଛି , ତାର ଭବିଷ୍ୟତ କଣ ।

ତେବେ ଏହି ମାମଲା ଟି ପୋଲିସ ହାତ କୁ ଦିଆ ଯାଇଛି , ତେବେ DNA ଟେଷ୍ଟ କଲେ ସବୁକିଛି ଜଣା ପଡି ଯିବ ବୋଲି ଦୁଇ ପ୍ରେମିକ କହିଛନ୍ତି ।। ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.