ସିନ୍ଦୁର ଅଧିକାର ସିରିଏଲର ଆରବଙ୍କ ପାଇଁ ସାବିତ୍ରୀ ବ୍ରତ କଲେ ଇତି – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ପ୍ରସାରିତ ହେଉଥିବା ଧାରାବାହିକ ବେଶ୍ ଲୋକ ପ୍ରିୟ ହୋଇ ପାରିଛି । ତେବେ ଦର୍ଶକ ମାନେ ମଧ୍ୟ ଧାରାବାହିକ କୁ ବହୁତ୍ ସାରା ଭଲ ପାଇବା ଦେଇଛନ୍ତି । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଅନେକ ଲୋକ ପ୍ରିୟ ଚ୍ୟାନେଲ ରେ ଭିନ୍ନ ଭିନ୍ନ ଲୋକ ପ୍ରିୟ ଧାରାବାହିକ ପ୍ରସାରିତ ହେଉଛି ।

ତେବେ ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ଦେଖିଥିବେ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ସମସ୍ତ ଲୋକ ପ୍ରିୟ ଧାରାବାହିକ ଗୁଡ଼ିକ । ତେବେ ଏହି ଲୋକ ପ୍ରିୟ ଧାରାବାହିକ ଗୁଡ଼ିକ ବେଶ୍ ଲୋକ ପ୍ରିୟ ହୋଇ ପାରିଛି । ତେବେ ଏହି ସମସ୍ତ ଧାରାବାହିକ ରେ ଅନେକ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପ୍ରିୟ ।

ତେବେ ବନ୍ଧୁଗଣ ଆପଣ ତରଙ୍ଗ ଟିଭି ରେ। ପ୍ରସାରିତ ହେଉଥିବା ସମସ୍ତ ଧାରାବାହିକ ନିଶ୍ଚୟ ଦେଖିଥିବେ । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଅତି ନିକଟ ରେ ମାନେ ଗତ କାଲି ସାବିତ୍ରୀ ବ୍ରତ ସରି ଯାଇଛି । ତେବେ ଏହି ଦିନ ରେ ସ ସମସ୍ତ ପତ୍ନୀ ମାନେ ନିଜ ସ୍ବାମୀ ଦୀର୍ଘାୟୁ ଓ ସଦା ସର୍ବଦା ଖୁସି ରେ ରହିବା ପାଇଁ ବ୍ରତ କରି ଥାଆନ୍ତି ।ତେବେ ଆଜି ଆମେ ଜାଣିବା ଯେ ଅଭିନେତ୍ରୀ ମାନେ କେମିତି ନିଜ ସ୍ବାମୀ ଙ୍କ ପାଇଁ ସାବିତ୍ରୀ ବ୍ରତ ପାଳନ କରିଛନ୍ତି ।

ତେବେ ବନ୍ଧୁଗଣ ନୂଆ ନୂଆ ବିବାହ କରିଥିବା ଅଭିନେତ୍ରୀ ମାନେ ନିଜ ସ୍ବାମୀ ଙ୍କ ପାଇଁ ସାବିତ୍ରୀ ବ୍ରତ ଟି କୁ ବେଶ୍ ଧୁମ୍ ଧାମରେ ପାଳନ କରିଛନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ଲୋକ।ପ୍ରିୟ ଧାରାବାହିକ ସିନ୍ଦୂର ର ଅଧିକାର ନିଶ୍ଚୟ ଦେଖିଥିବେ ତେବେ ଏହି ଧାରାବାହିକ ଟି ରେ ଅତି ନିକଟ ରେ ବିବାହ ବନ୍ଧନ ରେ ହୋଇଛନ୍ତି ଏହି ଧାରାବାହିକ ର ଦୁଇ ଭଉଣୀ ଇତି ଓ ଉର୍ବି ।

ତେବେ ଇତି ଆରବ ଙ୍କ ପାଇଁ ସାବିତ୍ରୀ ବ୍ରତ ପାଳନ କରିଥିବା ସମୟ ରେ ଉର୍ବୀ ମିଟୁନା ଙ୍କ ସାବିତ୍ରୀ ବ୍ରତ କରିଛନ୍ତି । ତେବେ ଠିକ୍ ସେହିଭଳି ଲୋକ ପ୍ରିୟ ଧାରାବାହିକ ତାରିଣୀ ଆଖିରେ ତାରା ର ତାରିଣୀ ତୁଷାର ଙ୍କ ପାଇଁ ଆଜି ସାବିତ୍ରୀ ବ୍ରତ କରିଛନ୍ତି । ଝିଅ ଆମର ନୂଆ ବୋହୂ ର ପୂଜା ମଧ୍ୟ ,

ଶିବ ଙ୍କ ପାଇଁ ସାବିତ୍ରୀ ବ୍ରତ ପାଳନ କରିଛନ୍ତି , ତେବେ ପ୍ରେମ କୁହୁକ ରେ ବୁଲବୁଲ ମଧ୍ୟ ବଣ୍ଟି ଙ୍କ ପାଇଁ ସାବିତ୍ରୀ ବ୍ରତ କରିଥିବା ର ଦେଖିବାକୁ ମିଳିଛି । ତେବେ ଏହି ସମସ୍ତ ଦୃଶ୍ୟ ଆପଣ ମାନେ ଆମର ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଇବେ ।। ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.