ସ୍ଵାମୀ ଅନୁଭବ (Anubhav) ଙ୍କ ମଙ୍ଗଳ କାମନା କରି ସ୍ତ୍ରୀ ବର୍ଷା (Varsha) ସାବିତ୍ରୀ ବ୍ରତ ପାଳନ କରିଲେ – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ବନ୍ଧୁଗଣ ଆପଣ ମାନେ ଓଲିଓଡ୍ ଇଣ୍ଡଷ୍ଟ୍ରୀ ରେ ସବୁ କଳାକାର ମାନଙ୍କୁ ବହୁତ ଭଲ ଭାବରେ ଜାଣିଥିବେ । ତେବେ ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ଜବରଦସ୍ତ ଅଭିନୟ କରୁଥିବା ଅନୁଭବ ଓ ବର୍ଷା ଙ୍କୁ ବହୁତ ଭଲ ଭାବରେ ଜାଣିଥିବେ । ତେବେ ସାବିତ୍ରୀ ବ୍ରତ ପାଳନ କରିଛନ୍ତି ବର୍ଷା ପ୍ରିୟଦର୍ଶିନୀ ଅନୁଭବ ଙ୍କ ପାଇଁ ବର୍ଷା ତାଙ୍କ ସ୍ବାମି ଅନୁଭବ ଙ୍କ ପାଇଁ ସେ ଶ୍ରଦ୍ଧା ର ସହ ସାବିତ୍ରୀ ବ୍ରତ କରିଛନ୍ତି ।

ତେବେ ଏହିଥିରେ ସେ କିପରି ଭାବରେ କରିଛନ୍ତି ସାବିତ୍ରୀ ବ୍ରତ ଟିକୁ ଯଦି ଆପଣା ମାନେ ଜାଣିବାକୁ ଚାହୁଁଥିବେ ତେବେ ଆପଣ ମାନେ ଆମ ଲେଖାଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ ତେବେ ଯାଇ ଆପଣ ମାନେ ଜାଣି ପାରିବେ ସମ୍ପୁର୍ଣ୍ଣ ଖବର ଟିକୁ । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଅନୁଭବ ଓ ବର୍ଷା ଙ୍କୁ 2008 ମସିହା ରୁ ଭଲ ପାଇଥିଲେ ଆଉ ଦୀର୍ଘ 6 ବର୍ଷ ଭଲ ପାଇବା ପରେ 2014 ମସିହା ରେ ଦୁହେଁ ପରସ୍ପର କୁ ବିବାହ କରିଥିଲେ ।

ବାହାଘର ପରେ ଦୁହିଁ ଙ୍କ ମଧ୍ୟ ରେ ସମ୍ପର୍କ ଖରାପ ହୋଇଥିଲା ଆଉ ଦୁହିଁ ଙ୍କ ଭୀତ ରେ ପରସ୍ପର ଙ୍କ ଠାରୁ ଅଲଗା ହେବା ପାଇଁ କୋର୍ଟ ର ଦ୍ବାରସ୍ଥ ମଧ୍ୟ ହୋଇ ଥିଲେ । ତେବେ ବର୍ତ୍ତମାନ ସମୟରେ ଆପଣ ମାନେ ମଧ୍ୟ ଜାଣିଥିବେ କି ବର୍ଷା ଓ ଅନୁଭବ କେସ ଟି କୋର୍ଟ ରେ ଅଛି ।
ବର୍ତ୍ତମାନ ପର୍ଯ୍ୟନ୍ତ କିଛି ବି ଏହାର ରେଜଲ୍ଟ ଆସି ନାହିଁ ।

ତେବେ ବର୍ତ୍ତମାନ ଏହି କାରଣ ସବୁ ପାଇଁ ଅନୁଭବ ଓ ବର୍ଷା ପରସ୍ପର ଠାରୁ ଅଲଗା ହୋଇ ରହୁଛନ୍ତି । ବର୍ଷା ଏବେ ଅନୁଭବ ଙ୍କ ଘରେ ରହୁଥିବା ବେଳେ ଅନୁଭବ ଓ ତାଙ୍କ ପରିବାର ର ସବୁ ସଦସ୍ୟ ମାନେ ଅନ୍ୟ ଜାଗା ରେ ଭଡା ନେଇ ରହୁଥିବାର ଦେଖା ଦେଇଛନ୍ତି ।
ଦୀର୍ଘ ଦେଢ଼ ବର୍ଷ ହେବ ଅନୁଭବ ମହାନ୍ତି ନିଜ ଘର ଥାଉ ଥାଉ ସେ ଅନ୍ୟ ଜାଗାରେ ଘର ଭଡା ରେ ରହୁଛନ୍ତି ।

ତେବେ ଏହରି ମଧ୍ୟ ରେ ସାବିତ୍ରୀ ବ୍ରତ ପାଳନ କରିଛନ୍ତି ଓଡ଼ିଆ ହିରୋଇନ ବର୍ଷା । ବର୍ଷା ଅନୁଭବ ଙ୍କ ପାଇଁ ସାବିତ୍ରୀ ବ୍ରତ ପାଳନ କରିଛନ୍ତି । ତେବେ ଆପଣ ମାନେ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ତ ବହୁତ ଭଲ ଭାବରେ ଜାଣିଛନ୍ତି । ଅଧିକାଂଶ ସମୟ ରେ ବର୍ଷା ପ୍ରିୟଦର୍ଶିନୀ ଲୋକ ମାନଂକୁ ସାହାଯ୍ୟ କରିଥିବାର ନଜର ରେ ଆସିଛନ୍ତି ।

ଆଉ ଏହା ସହିତ ବର୍ଷା ପ୍ରିୟଦର୍ଶିନୀ ବହୁତ ଓଡ଼ିଆ ସିନେମା ରେ ଦେଖିବାକୁ ପାଇଥିବେ । ତେବେ ଅନୁଭବ ମହାନ୍ତି ଙ୍କୁ ମଧ୍ୟ ଆପଣ ମାନେ ବହୁତ ଭଲ ଭାବରେ ଜାଣିଥିବେ ସେ ଅଭିନେତା ହେବା ସହ ସେ କେନ୍ଦ୍ରାପଡା ର ସାଂସଦ ମଧ୍ୟ । ତେବେ ଦୀର୍ଘ ଦିନ ଧରି ଅନୁଭବ ମହାନ୍ତି ଓଡ଼ିଆ ଇଣ୍ଡଷ୍ଟ୍ରୀ ରୁ ଦୂର ରେ ରହିଛନ୍ତି । ଏହରି ମଧ୍ୟ ରେ ବର୍ଷା ଅନୁଭବ ଙ୍କ ପାଇଁ ସାବିତ୍ରୀ ବ୍ରତ ପାଳନ କରିଛନ୍ତି ଆଉ ଏହା ର ଫୋଟ ଆଉ ଭିଡିଓ ଗୁଡିକ ବର୍ତ୍ତମାନ ସମୟରେ ସୋସିଆଲ୍ ମିଡ଼ିଆ ରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.