ଦେଖନ୍ତୁ Shocking ଭିଡିଓ – ବିବାହ ସମାରୋହରେ ନାଚୁ ନାଚୁ ବୃଦ୍ଧଙ୍କ ଜୀ-ବ-ନ ଚାଲିଗଲା

VIRAL

ଦର୍ଶକ ବନ୍ଧୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ ଆମେ ମାନେ ସମସ୍ତେ ଏହି। ପୃଥିବୀ ରେ ବାସ କରୁଛେ । ତେବେ ଏହି ପୃଥିବୀ ଭୂପୃଷ୍ଟ କୁ ଯିଏ ବି ଆସିଥାଏ ସେ ଦିନେ ଦିନେ ଚାଲି ଯାଇଥାଏ ମାନେ ଏହି ଭୂପୃଷ୍ଟ୍ ରେ ଯିଏ ବି ଜନ୍ମ ହେବ ତା ମ-ର-ଣ ସୁନିଶ୍ଚିତ । ତେବେ ମ-ର-ଣ କେମିତି ଆସିଥାଏ କେଉଁ ରୂପ ରେ ଆସିଥାଏ ତାହା ଜାଣିବା ସମ୍ଭବ ନୁହେଁ ।


ତେବେ ବନ୍ଧୁଗଣ ମୃ-ତ୍ୟୁ କେତେବେଳେ ଆସିବ ତାହା ତ କେହି କହି ପାରିବେ ନାହିଁ କିନ୍ତୁ ଅନେକ ମଣିଷ ମୃ-ତ୍ୟୁ ଡ଼ାକି ଆଣି ଥାଆନ୍ତି କୁ କାର୍ଯ୍ୟ ପାଇଁ । ଯେମିତି ବର୍ତ୍ତମାନ୍ ସମୟ ରେ ଗାଡ଼ି ଦୁର୍ଘଟଣା ହେଉଛି o ଏହି ଦୁ-ର୍ଘ-ଟ-ଣା ରେ ସବୁଦିନ ଲୋକ ମରୁଛନ୍ତି , ତେବେ ଦୁ-ର୍ଘ-ଟ-ଣା ହେବା ର କାରଣ ମଣିଷ ଅସାବଧାନତା । ଗାଡି ଚଳାଚଳ ଗହଳି ସ୍ଥାନ ରେ ବିନା ହେଲମେଟ ରେ ଗାଡି ବହୁ ତୀବ୍ର ବେଗ ରେ ଗାଡି ଚଳାଇବା ନିଜ ମ-ର-ଣ କୁ ନିମନ୍ତ୍ରଣ କରିବା ।


ତେବେ କେହି କେହି ଶୁଇ ସାଇଟ୍ ମଧ୍ୟ କରି ଦେଇ ଥାଆନ୍ତି । ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ରେ ଏମିତି ଏକ ଭିଡିଓ ବହୁ ପରିମାଣ ରେ ଭାଇରାଳ ହେବା ରେ ଲାଗିଛି ଯାହା ସବୁ ଭିଡିଓ ଠାରୁ ଟିକେ ଭିନ୍ନ ଅଟେ । ହଁ ବନ୍ଧୁ ହସ ଖୁସି ମଜା ରେ ଚାଲିଗଲା ଜୀବନ ।


ଜଣେ ବ୍ୟକ୍ତି ନାଚୁ ନାଚୁ ଚାଲିଗଲା ଜୀଵନ , ତେବେ ଭିଡିଓ ଟି ବହୁ ପରିମାଣ ରେ ସୋସିଆଲ ମିଡ଼ିଆ ରେ ଭାଇରାଳ ହେବା ରେ ଲାଗିଛି ଓ ଏହାକୁ ଯିଏ ବି ଦେଖୁଛି ସେ ଆଶ୍ଚର୍ଯ୍ୟ ଓ ଚକିତ ହେଇ ଯାଉଛି । ତେବେ ଏହି ଭିଡିଓ ରେ ବିବାହ ଉତ୍ସବ ହେଉଛି ଓ କିଛି ଲୋକ ନଚୁଛନ୍ତି ମଧ୍ୟ ।

ତେବେ କିଛି ମହିଳା ଓ ଜଣେ ବୟସ୍କ ବ୍ୟକ୍ତି ନାଚ କରୁ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ବ୍ୟକ୍ତି ଜନକ ଏକ ହିନ୍ଦୀ ଗୀତ ରେ ଜବରଦସ୍ତ ନାଚ କରୁଛନ୍ତି । ତେବେ କିଛି ସମୟ ନଚିବା ପରେ ବ୍ୟକ୍ତି ଜଣକ ହୃଦଘାତ ରେ ତଳେ ପଡି ଯାଉଛନ୍ତି ।

ତେବେ ହୃ-ଦ-ଘା-ତ ରେ ତଳେ ପଡ଼ିଯିବା ପରେ ଘଟଣା ସ୍ଥଳେ ବ୍ୟକ୍ତି ଙ୍କ ମୃ-ତ୍ୟୁ ହୋଇ ଯାଇଛି । ତେବେ ବନ୍ଧୁଗଣ ଏହି ଭିଡିଓ ଟି ବର୍ତ୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ବହୁ ପରିମାଣ ରେ ଭାଇରାଳ ହେବା ରେ ଲାଗିଛି । ତେବେ ବହୁତ୍ କମ ବ୍ୟକ୍ତି ଯିଏ କି ହସ୍ ଖୁସି ମଜା କରି ସବୁଦିନ ସମସ୍ତ ଙ୍କୁ ଛାଡି ଚାଲି ଯାଇଥାନ୍ତି ଆର ପାରି କୁ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.